ଏମିତି ମିଳିଲା ପୁରସ୍କାର ! ସାହସିକତା ଦେଖାଇଥିବା ଲେଡି କନଷ୍ଟେବଳ ସସ୍‌ପେଣ୍ଡ

କଟକ(ଓଡ଼ିଶା ରିପୋର୍ଟର):ନିଲମ୍ବିତ ହେଲେ କଟକ ମାଲଗୋଦାମ ଥାନା ମହିଳା କନଷ୍ଟେବଳ ଗୀତାଞ୍ଜଳି ଜେନା। ଗଣମାଧ୍ୟମକୁ ବାଇଟ୍ ଦେବା ଅଭିଯୋଗରେ ତାଙ୍କୁ ସସ୍ପେଣ୍ଡ୍ କରିଛନ୍ତି ଡିସିପି। ସସ୍ପେଣ୍ଡ୍ ହୋଇଥିବା କନଷ୍ଟେବଳଙ୍କ ଠାରୁ ଚେନ୍ ଲୁଟ୍ ଉଦ୍ୟମ ହୋଇଥିଲା। ସମ୍ପୃକ୍ତ କନଷ୍ଟେବଳ ଲୁଟେରାକୁ କାବୁ କରିବା ପରେ ପୋଲିସ ଜିମା ଦିଆଯାଇଥିଲା। ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ସମ୍ପୃକ୍ତ ମହିଳା କନଷ୍ଟେବଳ। ସୂଚନା ଅନୁସାରେ, ମାଲଗୋଦାମ ଥାନାର ମହିଳା କନଷ୍ଟେବଳ ଗୀତାଞ୍ଜଳି ଆଜି ସକାଳେ ଥାନାକୁ ଯାଉଥିବା ବେଳେ ଲୁଟେରାଟି ତାଙ୍କ […]

tip

tip

Tapas Behera
  • Published: Monday, 29 July 2019
  • Updated: 29 July 2019, 09:51 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):ନିଲମ୍ବିତ ହେଲେ କଟକ ମାଲଗୋଦାମ ଥାନା ମହିଳା କନଷ୍ଟେବଳ ଗୀତାଞ୍ଜଳି ଜେନା। ଗଣମାଧ୍ୟମକୁ ବାଇଟ୍ ଦେବା ଅଭିଯୋଗରେ ତାଙ୍କୁ ସସ୍ପେଣ୍ଡ୍ କରିଛନ୍ତି ଡିସିପି। ସସ୍ପେଣ୍ଡ୍ ହୋଇଥିବା କନଷ୍ଟେବଳଙ୍କ ଠାରୁ ଚେନ୍ ଲୁଟ୍ ଉଦ୍ୟମ ହୋଇଥିଲା।

ସମ୍ପୃକ୍ତ କନଷ୍ଟେବଳ ଲୁଟେରାକୁ କାବୁ କରିବା ପରେ ପୋଲିସ ଜିମା ଦିଆଯାଇଥିଲା। ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ସମ୍ପୃକ୍ତ ମହିଳା କନଷ୍ଟେବଳ।

ସୂଚନା ଅନୁସାରେ, ମାଲଗୋଦାମ ଥାନାର ମହିଳା କନଷ୍ଟେବଳ ଗୀତାଞ୍ଜଳି ଆଜି ସକାଳେ ଥାନାକୁ ଯାଉଥିବା ବେଳେ ଲୁଟେରାଟି ତାଙ୍କ ବେକରୁ ଚେନ୍ ଝାମ୍ପି ନେବାକୁ ଉଦ୍ୟମ କରିଥିଲା। ଏହି ସମୟରେ ସମ୍ପୃକ୍ତ କନଷ୍ଟେବଳ ଜଣଙ୍କ ଲୁଟେରାକୁ ମାଡ଼ି ବସିଥିଲେ। ଏହାପରେ ଲୁଟେରାକୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ତାକୁ  ପୁଲିସ୍‌ ଜିମା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story