ମାଆ ନିଜେ ପିଇଲା ବିଷ, ପରେ ୧୦ ମାସର ଛୁଆକୁ ପିଆଇଦେଲା

ଯାଜପୁର (ସଞ୍ଜିବ ନାୟକ): ସ୍ୱାମୀଙ୍କ ସହିତ ପାଟିତୁଣ୍ଡ କରି ବିଷ ପିଇଦେଲେ ସ୍ତ୍ରୀ! ଏପରିକି ଦୁନିଆ ସମ୍ପର୍କରେ କିଛି ଜାଣିନଥିବା ତା’ର ୧୦ ମାସର ଝିଅକୁ ବିଷ ପିଆଇ ଦେଲା ମାଆ। ଏବେ ମାଆ ଓ ଝିଅ କଟକ ବଡ଼ ମେଡିକାଲ୍‌ ବେଡ୍‌ରେ ବଞ୍ଚିବା ପାଇଁ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଆଜି ସକାଳେ ଏପରି ଘଟଣା ଯାଜପୁର ଜିଲ୍ଲାରେ ଘଟିଛି। ଗୁରୁବାର ରାତିରେ କୁଆଖିଆ ଥାନା ରସୁଣାସାମନ୍ତରାପୁର ଗାଁ ରଶ୍ମୀତା ସାହୁ ଓ ତାଙ୍କ ସ୍ୱାମୀଙ୍କ […]

jajpur

jajpur

Manoranjan Sial
  • Published: Friday, 05 August 2022
  • Updated: 05 August 2022, 05:28 PM IST

Sports

Latest News

ଯାଜପୁର (ସଞ୍ଜିବ ନାୟକ): ସ୍ୱାମୀଙ୍କ ସହିତ ପାଟିତୁଣ୍ଡ କରି ବିଷ ପିଇଦେଲେ ସ୍ତ୍ରୀ! ଏପରିକି ଦୁନିଆ ସମ୍ପର୍କରେ କିଛି ଜାଣିନଥିବା ତା’ର ୧୦ ମାସର ଝିଅକୁ ବିଷ ପିଆଇ ଦେଲା ମାଆ। ଏବେ ମାଆ ଓ ଝିଅ କଟକ ବଡ଼ ମେଡିକାଲ୍‌ ବେଡ୍‌ରେ ବଞ୍ଚିବା ପାଇଁ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଆଜି ସକାଳେ ଏପରି ଘଟଣା ଯାଜପୁର ଜିଲ୍ଲାରେ ଘଟିଛି।

ଗୁରୁବାର ରାତିରେ କୁଆଖିଆ ଥାନା ରସୁଣାସାମନ୍ତରାପୁର ଗାଁ ରଶ୍ମୀତା ସାହୁ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହି ଘଟଣାକୁ ନେଇ ଆଜି ସକାଳେ ରଶ୍ମୀତା ବିଷ ପିଇ ଦେଇଥିଲେ। ପରେ ନିଜ ୧୦ ମାସର ଝିଅ ସାଇସ୍ମିତାକୁ ମଧ୍ୟ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଥିଲା।

ବିଷ ପିଇବା ପରେ ମାଆ ଓ ଝିଅ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ମାଆ ଓ ଝିଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ମାତ୍ର ଏନେଇ ଥାନାରେ କୌଣସି ମାମଲା ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story