ଏମିତି ଆମ ସ୍ୱାସ୍ଥ୍ୟସେବା: ଡାକ୍ତରଖାନା ଲିଫ୍ଟ ବାହାରେ ପ୍ରସବ

ପୁରୀ(ମଧୁସୂଦନ ମିଶ୍ର): ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡାକ୍ତରଖାନାର ଲିଫ୍ଟ ବାହାରେ ଜଣେ ମହିଳା ପ୍ରସବ କରିଛନ୍ତି। ଆଉ ଏହାର କାରଣ ଜାଣିଲେ ବି ଆପଣମାନେ ଆଶ୍ଚର୍ଯ୍ୟ ହେବ। ପ୍ରସୂତିଙ୍କୁ ଡାକ୍ତରଖାନା ଭିତରକୁ ନେବାକୁ ଷ୍ଟ୍ରେଚରଟିଏ ମିଳିଲାନି। ଖାଲି ଏତିକି ନୁହେଁ, ଅପରେଟର ନଥିବା ଯୋଗୁ ଲିଫ୍ଟ ବି ଚାଲି ନଥିଲା। ଆଉ ତା’ଭିତରେ ଯନ୍ତ୍ରଣାରେ ଛଟପଟ ମହିଳା ଜଣଙ୍କ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ମିଳିଥିବା ସୂଚନା […]

medical

medical

Jitendra Garnayak
  • Published: Sunday, 21 April 2019
  • Updated: 21 April 2019, 11:51 AM IST

Sports

Latest News

ପୁରୀ(ମଧୁସୂଦନ ମିଶ୍ର): ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡାକ୍ତରଖାନାର ଲିଫ୍ଟ ବାହାରେ ଜଣେ ମହିଳା ପ୍ରସବ କରିଛନ୍ତି। ଆଉ ଏହାର କାରଣ ଜାଣିଲେ ବି ଆପଣମାନେ ଆଶ୍ଚର୍ଯ୍ୟ ହେବ।

ପ୍ରସୂତିଙ୍କୁ ଡାକ୍ତରଖାନା ଭିତରକୁ ନେବାକୁ ଷ୍ଟ୍ରେଚରଟିଏ ମିଳିଲାନି। ଖାଲି ଏତିକି ନୁହେଁ, ଅପରେଟର ନଥିବା ଯୋଗୁ ଲିଫ୍ଟ ବି ଚାଲି ନଥିଲା। ଆଉ ତା’ଭିତରେ ଯନ୍ତ୍ରଣାରେ ଛଟପଟ ମହିଳା ଜଣଙ୍କ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସହଦେବପୁର ଅଞ୍ଚଳର ପ୍ରଦୀପ୍ତ ବରାଳଙ୍କ ପତ୍ନୀ ଲେଖନୀ ଗତକାଲି ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ପ୍ରଦୀପ ୧୦୨ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ପ୍ରାୟ ଅଧାଘଣ୍ଟା ପରେ ଆମ୍ୱୁଲାନ୍ସ ଆସି ପହଞ୍ଚିଥିଲା। ଆମ୍ୱୁଲାନ୍ସ ସେମାନଙ୍କୁ କେରାଣ୍ଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଛାଡ଼ି ଦେଇ ଚାଲି ଯାଇଥିଲା।  ସେଠାରେ ଲେଖନୀଙ୍କୁ ଠିକ୍ ଚିକିତ୍ସା ନ ମିଳିବାରୁ ୧୦୮ ଆମ୍ୱୁଲାନ୍ସରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସେ ଡାକ୍ତରଖାନା ପହଞ୍ଚିବା ପରେ ତାଙ୍କୁ କୌଣସି ଆଟେଡାଣ୍ଟ ମିଳି ନଥିଲେ। ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଡାକ୍ତରଖାନାର କୌଣସି କର୍ମଚାରୀ ତାଙ୍କ ପାଖରେ ପହଞ୍ଚି ନଥିଲେ କି ତାଙ୍କୁ ଡାକ୍ତରଖାନା ଭିତରକୁ ନେବାକୁ ଷ୍ଟ୍ରେଚରଟିଏ ମିଳି ନଥିଲା। ପରିବାର ଲୋକେ ତାଙ୍କୁ ଲିଫ୍ଟ ଯୋଗେ ମଧ୍ୟ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅପରେଟର ନଥିବା ଯୋଗୁ ଲିଫ୍ଟ ବି ବନ୍ଦ ହୋଇପଡ଼ିଥିଲା।

ଶେଷରେ ଲେଖନୀ ଲିଫ୍ଟ ବାହାରେ ପ୍ରସବ କରିଥିଲେ। ତା’ପରେ ତାଙ୍କ ପାଖରେ ନର୍ସ ପହଞ୍ଚିଥିଲେ ଓ ହସ୍‌ପିଟାଲ୍ ପକ୍ଷରୁ ଯାହା ସୁବିଧାସୁଯୋଗ ମିଳିବା କଥା, ତାହା ତାଙ୍କୁ ଯୋଗାଇ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story