ଏକତରଫା ପ୍ରେମ ନିବେଦନରେ ଅତିଷ୍ଠ ହୋଇ ଝୁଲି ପଡ଼ିଲେ ଯୁବତୀ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଏକତରଫା ପ୍ରେମ ନିବେଦନରେ ଅତିଷ୍ଠ ହୋଇ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ାର ନିକିରାଇ ଥାନା ପଳକଣା ଗାଁରୁ ଆସିଛି ଏପରି ଅଭିଯୋଗ। ସୋମବାର ରାତିରେ ଯୁବତୀ ଜଣକ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ଜଣେ ଯୁବକ ଯୁବତୀ ଜଣଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା ସହ ହଇରାଣ କରୁଥିଲା। […]

suicide

suicide

Manoranjan Sial
  • Published: Tuesday, 27 November 2018
  • Updated: 27 November 2018, 05:30 PM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଏକତରଫା ପ୍ରେମ ନିବେଦନରେ ଅତିଷ୍ଠ ହୋଇ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ାର ନିକିରାଇ ଥାନା ପଳକଣା ଗାଁରୁ ଆସିଛି ଏପରି ଅଭିଯୋଗ। ସୋମବାର ରାତିରେ ଯୁବତୀ ଜଣକ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ଜଣେ ଯୁବକ ଯୁବତୀ ଜଣଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା ସହ ହଇରାଣ କରୁଥିଲା। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଯୁବତୀ ଆତ୍ମହତ୍ୟା କରିଥିବା ଅଭଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story