ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ମହିଳା ସାମ୍ବାଦିକଙ୍କ ଧାରଣା

କଟକ(ଦେବାଶିଷ ମହାନ୍ତି): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୁରୀଘାଟ ଥାନା ଆଗରେ ମହିଳା ସାମ୍ବାଦିକ ସସ୍ମିତା ଆଚାର୍ଯ୍ୟ ଧାରଣା ଦେଇଛନ୍ତି। ଅନୁଭବଙ୍କ ନାଁରେ ଅଭିଯୋଗ କରିବାର ମାସେ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ସସ୍ମିତା କହିଛନ୍ତି,“ ମୁଁ ଏଫ୍‌ଆଇଆର୍‌ କପିରେ ଲେଖିଥିଲି ଯେ ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତି ମୋତେ କମେଣ୍ଟ ମାରୁଥିଲେ। ହେଲେ ପୁଲିସ୍‌ ଏଫ୍‌ଆଇଆର୍‌ କପି ବଦଳାଇ ଦେଇଛି। […]

ctc

ctc

Jyoshna Pradhan
  • Published: Sunday, 14 July 2019
  • Updated: 14 July 2019, 02:24 PM IST

କଟକ(ଦେବାଶିଷ ମହାନ୍ତି): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୁରୀଘାଟ ଥାନା ଆଗରେ ମହିଳା ସାମ୍ବାଦିକ ସସ୍ମିତା ଆଚାର୍ଯ୍ୟ ଧାରଣା ଦେଇଛନ୍ତି। ଅନୁଭବଙ୍କ ନାଁରେ ଅଭିଯୋଗ କରିବାର ମାସେ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ସସ୍ମିତା କହିଛନ୍ତି,“ ମୁଁ ଏଫ୍‌ଆଇଆର୍‌ କପିରେ ଲେଖିଥିଲି ଯେ ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତି ମୋତେ କମେଣ୍ଟ ମାରୁଥିଲେ। ହେଲେ ପୁଲିସ୍‌ ଏଫ୍‌ଆଇଆର୍‌ କପି ବଦଳାଇ ଦେଇଛି। ନୂଆ ଏଫ୍‌ଆଇଆର୍‌ରେ ଅନୁଭବ ମହାନ୍ତି, ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀ, ଅନୁପ୍ରାସ ମହାନ୍ତି ଓ କଣ୍ଠଶିଳ୍ପୀ ଇରା ମହାନ୍ତି ମୋତେ କମେଣ୍ଟ ମାରୁଥିବା ଉଲ୍ଲେଖ ରହିଛି। ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା ମୋତେ କମେଣ୍ଟ ମାରିବା କ’ଣ ସମ୍ଭବ? ସାଂସଦଙ୍କ ଚାପ କିମ୍ୱା ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇ ଆଇଆଇସି ଏଫ୍‌ଆଇଆର୍‌ କପିରେ ଏଭଳି ଲେଖିଛନ୍ତି। ଏହି ମାମଲାକୁ ମାସେ ଦୁଇ ଦିନ ହୋଇଗଲା। ହେଲେ ଆଜି ଯାଏ ଘଟଣାର ତଦନ୍ତ କରାଯାଇ ନାହିଁ। ଅଭିଯୁକ୍ତ ଖୋଲାରେ ବୁଲୁଛି। ମୁଁ ମାନସିକ ସ୍ତରରେ ବହୁତ କଷ୍ଟ ପାଉଛି। ଲୋକ ଲଗାଇ ମୋତେ ଧମକ ଦିଆଯାଉଛି। ମୋ ଜୀବନ ପ୍ରତି ବିପଦ ରହିଛି। ମୋତେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଥାନାରେ ବସି ରହିବି।”

ସୂଚନାଯୋଗ୍ୟ, ଅନୁଭବଙ୍କ ଭାଇ ଅନୁପ୍ରାସ କମେଣ୍ଟ ମାରୁଥିବା ଅଭିଯୋଗ ନେଇ ସସ୍ମିତା ଆଚାର୍ଯ୍ୟ ଗତ ଜୁନ ୧୨ ତାରିଖ ରାତିରେ ଅନୁଭବଙ୍କ ଘରକୁ ଯାଇଥିଲେ। ଏତିକି ବେଳେ ଅନୁଭବ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଛେପ ପକାଇ ଧକ୍କା ମାରିଥିବା ସସ୍ମିତା ଅଭିଯୋଗ କରିଥିଲେ। ଏନେଇ ସେ ପୁରୀଘାଟ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ପରେ ସସ୍ମିତା ନ୍ୟାୟ ଦାବି କରି ନବୀନ ନିବାସ ସମ୍ମୁଖ ରାସ୍ତାରେ ଧାରଣାରେ ମଧ୍ୟ ବସିଥିଲେ। ତେବେ କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story