ଅଟୋରୁ ଖସିପଡ଼ିଥିବା ମହିଳାଙ୍କ ଉପରେ ମାଡ଼ିଗଲା ଡମ୍ପର

ଜଳେଶ୍ୱର (ଅଜିତ କୁମାର ଦାସ): ବାବା ଚନ୍ଦନେଶ୍ୱରଙ୍କୁ ଦର୍ଶନ କରି ଅଟୋରେ ଫେରୁଥିଲେ। ହେଲେ ହମ୍ପ୍‌ସରେ ଅଟୋରୁ ଖସି ପଡ଼ିଥିଲେ ଜଣେ ମହିଳା। ଅଟୋ ପଛରେ ଆସୁଥିବା ଡମ୍ପର ମହିଳାଙ୍କ ଉପରେ ଚଢ଼ି ଯାଇଥିଲା। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଘଟିଛି। ବୁଧବାର ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରୁ ୨୦ଜଣ ପର୍ଯ୍ୟଟକ ଦୀଘା ବୁଲିବାକୁ ଆସିଥିଲେ। ସେମାନଙ୍କ ଭିତରୁ ୬ ଜଣ ଗୁରୁବାର ସକାଳେ ଗୋଟିଏ ଅଟୋରେ ବାବା ଚନ୍ଦନେଶ୍ୱରଙ୍କୁ ଦର୍ଶନ […]

accident

accident

Manoranjan Sial
  • Published: Thursday, 28 July 2022
  • Updated: 28 July 2022, 06:38 PM IST

Sports

Latest News

ଜଳେଶ୍ୱର (ଅଜିତ କୁମାର ଦାସ): ବାବା ଚନ୍ଦନେଶ୍ୱରଙ୍କୁ ଦର୍ଶନ କରି ଅଟୋରେ ଫେରୁଥିଲେ। ହେଲେ ହମ୍ପ୍‌ସରେ ଅଟୋରୁ ଖସି ପଡ଼ିଥିଲେ ଜଣେ ମହିଳା। ଅଟୋ ପଛରେ ଆସୁଥିବା ଡମ୍ପର ମହିଳାଙ୍କ ଉପରେ ଚଢ଼ି ଯାଇଥିଲା। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଘଟିଛି।

ବୁଧବାର ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରୁ ୨୦ଜଣ ପର୍ଯ୍ୟଟକ ଦୀଘା ବୁଲିବାକୁ ଆସିଥିଲେ। ସେମାନଙ୍କ ଭିତରୁ ୬ ଜଣ ଗୁରୁବାର ସକାଳେ ଗୋଟିଏ ଅଟୋରେ ବାବା ଚନ୍ଦନେଶ୍ୱରଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ବାବାଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରି ଫେରୁଥିବେଳେ ଭୋଗରାଇ ବ୍ଲକ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ରାସ୍ତାରେ ଥିବା ହମ୍ପସ୍‌ରେ ବନଶ୍ରୀ ସାହା ବର୍ମାନ ନାମକ ଜଣେ ଅଟୋରୁ ଖସି ପଡ଼ିଥିଲେ। ସେହି ସମୟରେ ପଛରୁ ଆସୁଥିବା ଏକ ଡମ୍ପର ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତ୍ୟେଜନ ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଅଟୋ ଓ ଡମ୍ପରକୁ ଜବତ ରଖିଥିଲେ। ତଳସାରୀ ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋ ଓ ଡମ୍ପରକୁ ଜବତ କରିଥିଲା। ଏଥିସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଛି। ଏହି ଘଟଣାରେ ପୁଲିସ ଡମ୍ପର ଚାଳକକୁ ଅଟକ ରଖିଛି ପୁଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story