ପାନ ଦୋକାନ ସାମ୍ନାରେ ମହିଳାଙ୍କ ଉଲଗ୍ନ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Ordigital Desk
  • Published: Tuesday, 15 May 2018
  • , Updated: 15 May 2018, 09:27 AM IST
<p>କୋଣାର୍କ(ସଞ୍ଜୟ ପତି): କୋଣାର୍କ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଏକ ପାନ ଦୋକାନ ସାମ୍ନାରୁ ଆଜି ଭୋରରୁ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କେହି ଦୁର୍ବୃତ୍ତ ମହିଳାଙ୍କୁ ଦୁଷ୍କର୍ମ କରି ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ବେକରେ ରୁମାଲ ବନ୍ଧା ଯାଇଛି। ଉକ୍ତ ମହିଳା ମାନସିକ ବିକୃତ ଥିଲେ ବୋଲି ଜଣାପଡ଼ିଛି।</p> <p>ଗତ ୫ ବର୍ଷ ହେବ ମହିଳା ଜଣକ ମନ୍ଦିର ସମ୍ମୁଖରେ ରହି ଆସୁଥିଲେ। ଏହି ଘଟଣାର ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।</p>

Related story