କ୍ୟାଡର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

Ordigital Desk
  • Published: Monday, 19 March 2018
  • , Updated: 19 March 2018, 11:03 AM IST
<p>ମାଲକାନଗିରି(ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା ଏସ୍&zwnj;ପିଙ୍କ ନିକଟରେ ଜଣେ କ୍ୟାଡର ମହିଳା ମାଓବାଦୀ ଆତ୍ମସମର୍ପଣ କରିଛି। ତାଙ୍କ ନାଁ ସାଧନା। ତାଙ୍କୁ ଧରାଇ ଦେବାକୁ ଆନ୍ଧ୍ର ଏବଂ ଓଡ଼ିଶା ସରକାର ପୁରସ୍କାର ଘୋଷଣା କରିଥିଲେ। ଉଭୟ ରାଜ୍ୟର ସରକାର ପୃଥକ୍&zwnj; ପୃଥକ୍&zwnj; ଭାବେ ୪ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ।</p>

Related story