ସବୁ ଥାଇ ନିଶ୍ୱ ସେ , ପାଣି ପାଇପ୍‌ ଭିତରେ କଟୁଛି ଜୀବନ

ନବରଙ୍ଗପୁର(ନବଘନ ବିଷୋୟୀ) ହଜି ଯାଇଛି ମଣିଷପଣିଆ। କୁସଂସ୍କାରର ଅନ୍ଧାରରେ ବାଟବଣା ହୋଇଛି ଜୀବନ। କୁଷ୍ଠ ରୋଗ ସନ୍ଦେହରେ ସମାଜ ବାସନ୍ଦ କରିଛି, ମୁହଁ ମୋଡ଼ି ଦେଇଛି ଜନ୍ମ କଲା ପୁଅ। ସବୁ ଥାଇ ବି ପରିଣତ ବୟସରେ ଏକଦମ୍ ନିଃସ୍ୱ ସାଜିଛି ବୁଢୀ ମା। ପୁଅ ବୋହୂ ଘରୁ ତଡ଼ି ଦେବା ପରେ ପାଣି ପାଇପ୍ ଭିତରେ କଟୁଛି ଜୀବନ। ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡା ଗାଁର 8 ନମ୍ବର ୱାର୍ଡରେ ରହୁଥିବା କମଳା ବିନ୍ଧାଣୀ ୬ […]

790-1

790-1

Tapas Behera
  • Published: Monday, 10 August 2020
  • Updated: 10 August 2020, 04:36 PM IST

Sports

Latest News

ନବରଙ୍ଗପୁର(ନବଘନ ବିଷୋୟୀ) ହଜି ଯାଇଛି ମଣିଷପଣିଆ। କୁସଂସ୍କାରର ଅନ୍ଧାରରେ ବାଟବଣା ହୋଇଛି ଜୀବନ। କୁଷ୍ଠ ରୋଗ ସନ୍ଦେହରେ ସମାଜ ବାସନ୍ଦ କରିଛି, ମୁହଁ ମୋଡ଼ି ଦେଇଛି ଜନ୍ମ କଲା ପୁଅ। ସବୁ ଥାଇ ବି ପରିଣତ ବୟସରେ ଏକଦମ୍ ନିଃସ୍ୱ ସାଜିଛି ବୁଢୀ ମା। ପୁଅ ବୋହୂ ଘରୁ ତଡ଼ି ଦେବା ପରେ ପାଣି ପାଇପ୍ ଭିତରେ କଟୁଛି ଜୀବନ।

ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡା ଗାଁର 8 ନମ୍ବର ୱାର୍ଡରେ ରହୁଥିବା କମଳା ବିନ୍ଧାଣୀ ୬ ବର୍ଷ ସ୍ୱାମୀ ଡମୁଙ୍କୁ ହରାଇଥିଲେ। ପୁଅ ବୋହୂଙ୍କ ସହ ଏକାଠି ରହୁଥିବାବେଳେ ହଠାତ୍ ବଦଳି ଗଲା ଜୀବନର ଗତି। ଦିନେ ଚାଲୁଥିବାବେଳେ ଝୁଣ୍ଟି ପଡ଼ିବାରୁ କମଳାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଚିକିତ୍ସା ଅଭାବ ଯୋଗୁ ପରବର୍ତ୍ତୀ ସମୟରେ ଆଙ୍ଗୁଠି ପୂଜ ହୋଇ ଛିଣ୍ଡିଗଲା। ବାସ୍ ଏହା ପରେ କମଳାଙ୍କୁ ବିନା ଡାକ୍ତରୀ ରିପୋର୍ଟରେ କୁଷ୍ଠରୋଗୀ ବୋଲି ଆଖ୍ୟା ଦେଇଦେଲା ଗାଁ ସମାଜ। ବାସନ୍ଦ କରିଦେଲେ ପରିବାର, ବନ୍ଧୁ ଓ ଗାଁ ଲୋକେ। ପୁଅ ବୋହୂ ବି ଘରୁ ତଡ଼ିଦେଲେ। ଅନ୍ୟ ରାସ୍ତା ନଥିବାରୁ ଗାଁ ମୁଣ୍ଡର ଏହି ଭଙ୍ଗା ପାଣି ପାଇପକୁ ଆଶ୍ରୟସ୍ଥଳୀ କରିଛନ୍ତି କମଳା।

ଟଙ୍କିକିଆ ସରକାରୀ ଚାଉଳ ସହ ମଧୁବାବୁ ପେନସନ୍ ଯୋଜନାରେ ଯାହା ମିଳୁଛି, ସେତିକିରେ କମଳା ଚଳୁଛନ୍ତି। କମଳାଙ୍କ ଏହି ଅସହାୟତା ସମ୍ପର୍କରେ ୱାର୍ଡମେମ୍ବରଙ୍କ ଠାରୁ ନେଇ ପଞ୍ଚାୟତ ଅଧିକାରୀ, ସମସ୍ତେ ଜାଣିଛନ୍ତି। କିନ୍ତୁ ଚୁପ୍ ବସିଛନ୍ତି।

ଚୁଲିକୁ ଯାଇଛି ସଭ୍ୟତା, ଦିଗହରା ହୋଇଛି ଆଧୁନିକତା ଆଉ ତୁଣ୍ଡି ବାନ୍ଧି ବସିଛି ମଣିଷପଣିଆ। ସ୍ଥାନୀୟ ପଞ୍ଚାୟତ, ବ୍ଲକ ଅଧିକାରୀ ଓ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବାରୁ କଙ୍ଗାରୁ କୋର୍ଟର ସାମାଜିକ ବାସନ୍ଦରେ ସତ୍ତା ହରାଇଛି କମଳାଙ୍କ ମୌଳିକ ଅଧିକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story