ସ୍ୱାମୀ ଆତ୍ମହତ୍ୟା କରିବାର ୩ ଦିନ ପରେ ଝୁଲି ପଡ଼ିଲେ ସ୍ତ୍ରୀ

ବଣାଇ(ରଞ୍ଜିତ ଚୌଧୁରୀ):  ସ୍ୱାମୀ ଆତ୍ମହତ୍ୟା କରିବାର ୩ ଦିନ ପରେ ଝୁଲି ପଡ଼ିଲେ ସ୍ତ୍ରୀ। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟାର ଆଶଙ୍କା କରାଯାଉଛି। କେନ୍ଦୁଝର ଜିଲ୍ଲା ବାମେରୀ ଥାନା ଉଷୁପାଲି ଗାଁର ଅଶୋକ ମୁଣ୍ଡା ଓ ତାଙ୍କ ପତ୍ନୀ ସାଲିନି ମୁଣ୍ଡା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା […]

Death

Death

Manoranjan Sial
  • Published: Friday, 30 July 2021
  • Updated: 30 July 2021, 06:36 PM IST

Sports

Latest News

ବଣାଇ(ରଞ୍ଜିତ ଚୌଧୁରୀ):  ସ୍ୱାମୀ ଆତ୍ମହତ୍ୟା କରିବାର ୩ ଦିନ ପରେ ଝୁଲି ପଡ଼ିଲେ ସ୍ତ୍ରୀ। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟାର ଆଶଙ୍କା କରାଯାଉଛି।

କେନ୍ଦୁଝର ଜିଲ୍ଲା ବାମେରୀ ଥାନା ଉଷୁପାଲି ଗାଁର ଅଶୋକ ମୁଣ୍ଡା ଓ ତାଙ୍କ ପତ୍ନୀ ସାଲିନି ମୁଣ୍ଡା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ପୋଡ଼ାଡିହି ଗ୍ରାମରେ ରହୁଥିଲେ। କାମଦାମ କରି ଚଳୁଥିଲେ ପୂରା ପରିବାର। ଗତ ରବିବାର କୌଣସି କଥାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଅଶୋକ ନିଜ ଗାଁ ଉଷୁପାଲିକୁ ଚାଲି ଯାଇଥିଲେ। ସେଠାରେ ଏକ ଗଛରେ ସେ ଝୁଲି ପଡ଼ିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା।

ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ଭାଙ୍ଗି ପଡ଼ିଥିଲେ ପତ୍ନୀ ସାଳିନି। ଆଜି ସକାଳ ପରଠାରୁ ଘରୁ ବାହାରିନଥିଲେ। ଯାହାକୁ ନେଇ ସାହି ପଡ଼ିଶାଙ୍କ ମନରେ ସନ୍ଦେହ ଉଙ୍କି ମାରିଥିଲା। ପରେ ଏନେଇ କୋଇଡା ଥାନାକୁ ଖବର ଦେଇଥିଲେ ସାହିଭାଇ। ପୁଲିସ ଗାଁରେ ପହଞ୍ଚି କବାଟ ଭାଙ୍ଗି ଝୁଲନ୍ତା ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପାରିବାରିକ କଳହରୁ ଏପରି ଘଟଣା ଘଟଇଥିବା ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story