ମହୁଲ ଫୁଲ ଗୋଟାଇବା ହେଲା କାଳ: ବାରହା ଆକ୍ରମଣରେ ମାଆ, ଝିଅ ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ସିରାବାହାଲ୍ ଗାଁରେ ଏକ ବାରହା ଆକ୍ରମଣରେ ଜଣେ ମହିଳା ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୃନ୍ଦାବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି। ଆଜି ସକାଳେ ସିରାବାହାଲର କୁନି ପରୁଆ ଓ ତାଙ୍କ ଝିଅ ବୃନ୍ଦାବତୀ ମହୁଲ ଫୁଲ ଗୋଟାଇବାକୁ ଯାଇଥିଲେ। ଫୁଲ ଗୋଟାଉଥିବା ବେଳେ ସେମାନେ ଏକ ବାରହା ହାବୁଡରେ ପଡି ଯାଇଥିଲେ।

bolangiri

Rakesh Mallick
  • Published: Sunday, 21 May 2017
  • , Updated: 21 May 2017, 04:54 PM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ସିରାବାହାଲ୍ ଗାଁରେ ଏକ ବାରହା ଆକ୍ରମଣରେ ଜଣେ ମହିଳା ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୃନ୍ଦାବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି।

ଆଜି ସକାଳେ ସିରାବାହାଲର କୁନି ପରୁଆ ଓ ତାଙ୍କ ଝିଅ ବୃନ୍ଦାବତୀ ମହୁଲ ଫୁଲ ଗୋଟାଇବାକୁ ଯାଇଥିଲେ। ଫୁଲ ଗୋଟାଉଥିବା ବେଳେ ସେମାନେ ଏକ ବାରହା ହାବୁଡରେ ପଡି ଯାଇଥିଲେ।

Related story