କୁତ୍ସିତ ପରମ୍ପରା ନିଆଁରେ ଜଳିଗଲା ଆଉ ଏକ ନିରୀହ ଝିଅ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଏତେ ଆଇନ୍‌ ଓ ସଚେତନତା ପରେ ବି ଯୌତୁକ ଲୋଭି ମଣିଷ ସୁଧୁରୁନି। ସାମାନ୍ୟ କିଛିଟା ଯୌତୁକ ପାଇଁ ଜଣେ ନୀରିହ ଝିଅକୁ ଜାଳି ମାରି ଦିଆଯାଇଛି! ଏପରି ଘଟଣା ଘଟିଛି ଷ୍ଟଲ୍‌ସିଟି ରାଉରକେଲାରେ। ଦୋଷୀଙ୍କୁ ଉଚିତ ଦଣ୍ଡ ଦେବାକୁ ଏବେ ଝିଅର ବାପା ଆକୁଳ ନିବେଦନ କରୁଛନ୍ତି। ୨୦୧୪ ମସିହାରେ କୋଲକତା ନିବାସୀ ରାମ କୁମାର ନିଜ ଝିଅ ଆନନ୍ଦି ରାଉରକେଲା ଜନତା ଗାଁରେ ରହୁଥିବା ଲାଲଜୀ ସୋନକରଙ୍କ ପୁଅ ଦୀପକ […]

rkl

rkl

Manoranjan Sial
  • Published: Thursday, 30 January 2020
  • Updated: 30 January 2020, 06:55 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଏତେ ଆଇନ୍‌ ଓ ସଚେତନତା ପରେ ବି ଯୌତୁକ ଲୋଭି ମଣିଷ ସୁଧୁରୁନି। ସାମାନ୍ୟ କିଛିଟା ଯୌତୁକ ପାଇଁ ଜଣେ ନୀରିହ ଝିଅକୁ ଜାଳି ମାରି ଦିଆଯାଇଛି! ଏପରି ଘଟଣା ଘଟିଛି ଷ୍ଟଲ୍‌ସିଟି ରାଉରକେଲାରେ। ଦୋଷୀଙ୍କୁ ଉଚିତ ଦଣ୍ଡ ଦେବାକୁ ଏବେ ଝିଅର ବାପା ଆକୁଳ ନିବେଦନ କରୁଛନ୍ତି।

୨୦୧୪ ମସିହାରେ କୋଲକତା ନିବାସୀ ରାମ କୁମାର ନିଜ ଝିଅ ଆନନ୍ଦି ରାଉରକେଲା ଜନତା ଗାଁରେ ରହୁଥିବା ଲାଲଜୀ ସୋନକରଙ୍କ ପୁଅ ଦୀପକ ସୋନକରକୁ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ୪ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୨ ଲକ୍ଷ ଦେଇଥିଲେ। ବିବାହ ପରେ ଉଭୟଙ୍କ ପାରିବାରିକ ସଂସାର ଠିକ୍‌ଠାକ୍‌ ଚାଲିଥିଲା। ଠିକ୍‌ ଏତିକି ବେଳେ ଯୌତୁକ ରାକ୍ଷସର ଲୋଲୁପ ଆଖି ଆନନ୍ଦିଙ୍କ ପରିବାର ଉପରେ ପଡ଼ିଥିଲା। ଯୌତୁକ ଆଣିବା ପାଇଁ ଆନନ୍ଦିଙ୍କ ଉପରେ ଚାପ ପକା ଯାଇଥିଲା। ଏଥିରେ ରାଜି ନହେବାରୁ ତା’ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା।

ଗତ ଶନିବାର ରାମ କୁମାରଙ୍କ ପାଖକୁ ଏକ ଫୋନ୍‌କଲ୍‌ ଗଲା। ଦୀପରେ ପୋଡି ହୋଇଯାଇଛି ଆନନ୍ଦି, ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ରାମ କୁମାରଙ୍କୁ ଫୋନ୍‌ କରାଯାଇ କୁହାଯାଇଥିଲା। ଏହା ଶୁଣିବା ପରେ ବାପା ରାମ କୁମାର ରାଉରକେଲା ଦୌଡ଼ି ଆସିଥିଲେ। ସେତେବେଳେ ଝିଅର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ବିଳମ୍ୱିତ ରାତିର ଆଖି ବୁଜିଲେ ଆନନ୍ଦି।

ଝିଅକୁ ନିର୍ଯାତନା ଦିଆଯାଉଥିବା ନେଇ ରାମ କୁମାର ପ୍ଲାଣ୍ଟସାଇଟ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଝିଅକୁ ଶାଶୁଘର ଲୋକ ପୋଡ଼ି ମାରିଦେଇଥିବା ଏତଲାରେ ଦର୍ଶା ଯାଇଛି। ପୁଲିସ ଅଭିଯୋଗକୁ ଭିତ୍ତିକରି ଏକ ହତ୍ୟା ମାମଲା ରୁଜୁ କରି ଆନନ୍ଦିଙ୍କ ସ୍ୱାମୀ ଦୀପକ ସୋନକରକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story