ଶାଢ଼ୀରେ ଲୁଚାଇ ନେଉଥିଲେ, ମାଡ଼ି ବସିଲା ପୋଲିସ୍

  • Published: Friday, 02 June 2023
  • , Updated: 02 June 2023, 05:45 PM IST

ରାଜଧାନୀରୁ ମହିଳା ଗ୍ୟାଙ୍ଗ ଗିରଫ। ଗ୍ୟାଙ୍ଗର 8ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ। ରାଜଧାନୀର ବିଭିନ୍ନ ସପିଙ୍ଗ ମଲକୁ କରୁଥିଲେ ଟାର୍ଗେଟ। ମଲ ଭିତରେ ପଶି ନିଜ ଶାଢ଼ୀ ଭିତରେ ଦାମୀ ସାମଗ୍ରୀ ଭର୍ତ୍ତି କରି ଲୁଟି ନେଉଥିଲେ। ବିଶେଷ କରି ରଥଯାତ୍ରା ଓ ପର୍ବ ପର୍ବାଣୀ ସମୟରେ ଓଡ଼ିଶା ଆସି ଲୁଟତରାଜ କରନ୍ତି। ସମସ୍ତ ମହିଳା ପଶ୍ଚିମବଙ୍ଗର ବୋଲି ଜଣାପଡିଛି।

Related story