ବର୍ଷେ ତଳେ କଣ୍ଟକିତ ପଥ ଛାଡ଼ିଥିଲେ, ଆଜି ମିଳିଲା ଝୁଲନ୍ତା ମୃତଦେହ

ଫୁଲବାଣୀ (ତ୍ରିନାଥ ସାହୁ): ଯନ୍ତ୍ରଣା ଅସହ୍ୟ ହେବାରୁ କଣ୍ଟକିତ ପଥ ଛାଡ଼ିଥିଲେ ସୁଜା କହଁର। ଭାବିଥିଲେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପରିବାର ପାଖରେ ରହିବେ। ହେଲେ ତାହା ସମ୍ଭବ ହେଲାନାହିଁ। ନକ୍ସଲଙ୍କଠାରୁ ଧମକ ପାଇଁ ପୁଲିସ ବ୍ୟାରକରେ ଥିବା ଏକ କୋଠରୀରେ ରହୁଥିଲେ। ହେଲେ ଆଜି ସକାଳେ ମିଳିଲା ତାଙ୍କ ଝୁଲନ୍ତା ମୃତଦେହ। ଗତବର୍ଷ ମାର୍ଚ୍ଚ ୨୯ ତାରିଖରେ ଦୁର୍ଦ୍ଦାନ୍ତ ନକ୍ସଲ ସୁଜା କହଁର ପୁଲିସ ପାଖରେ ଆତ୍ମସମର୍ପଣ କରିଥିଲେ। ସେହି ସମୟରେ ତାଙ୍କୁ ମିଳିଥିଲା […]

naxal11

naxal11

Manoranjan Sial
  • Published: Monday, 25 May 2020
  • Updated: 25 May 2020, 09:59 PM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ): ଯନ୍ତ୍ରଣା ଅସହ୍ୟ ହେବାରୁ କଣ୍ଟକିତ ପଥ ଛାଡ଼ିଥିଲେ ସୁଜା କହଁର। ଭାବିଥିଲେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପରିବାର ପାଖରେ ରହିବେ। ହେଲେ ତାହା ସମ୍ଭବ ହେଲାନାହିଁ। ନକ୍ସଲଙ୍କଠାରୁ ଧମକ ପାଇଁ ପୁଲିସ ବ୍ୟାରକରେ ଥିବା ଏକ କୋଠରୀରେ ରହୁଥିଲେ। ହେଲେ ଆଜି ସକାଳେ ମିଳିଲା ତାଙ୍କ ଝୁଲନ୍ତା ମୃତଦେହ।

ଗତବର୍ଷ ମାର୍ଚ୍ଚ ୨୯ ତାରିଖରେ ଦୁର୍ଦ୍ଦାନ୍ତ ନକ୍ସଲ ସୁଜା କହଁର ପୁଲିସ ପାଖରେ ଆତ୍ମସମର୍ପଣ କରିଥିଲେ। ସେହି ସମୟରେ ତାଙ୍କୁ ମିଳିଥିଲା ସରକାରଙ୍କ ପ୍ରୋତ୍ସାହନ ରାଶି। ଜୀବନ ପ୍ରତି ବିପଦ ଥିବାରୁ ସେ ତାଙ୍କ ଭାଇ ଓ ଭାଉଜଙ୍କ ସହ ବ୍ୟାରକ ଭିତରେ ଏକ ଘରେ ରହୁଥିଲେ। ଆଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଫିରିଙ୍ଗିଆ ଥାନା ଗାରଗିସରୁ ଗାଁର ସୁଜା ୨୦୧୬ ମସିହାରେ  କଡ଼ିଙ୍ଗ ଏରିଆ କମିଟି ସଦସ୍ୟ ଭାବେ ଯୋଗ ଦେଇଥିଲେ। ସେ କଞ୍ଜାଲାଗୁ ଘାଟି ଓ ଗଗଡ଼ପଟା ଗାଁରେ ହୋଇଥିବା ଏନ୍‌କାଉଣ୍ଟରରେ ସାମିଲ ଥିଲେ। ଏପରିକି ଠିକାଦାରଙ୍କ ଗାଡ଼ି ପୋଡି ଘଟଣାରେ ମଧ୍ୟ ସମ୍ପୃକ୍ତ ଥିଲେ ସୁଜା। ଏହାଛଡ଼ା ଅନେକ ଘଟଣାରେ ସାମିଲ ଥିଲେ। ତେବେ କେତେକ ନକ୍ସଲ ମୂଳ ଲକ୍ଷ୍ୟଠାରୁ ଦୂରେଇ ଯିବାରୁ ସୁଜା ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପୁଲିସ ପାଖରେ ଆତ୍ମସମର୍ପଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story