ପାଣି ପାଇଁ ଚୁଡ଼ି ମାଡ଼: ପୌରାଧ୍ୟକ୍ଷଙ୍କୁ ଘାଇଲା କଲେ ମହିଳା

ଲଖନପୁର:  ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ପାନୀୟ ଜଳ ଅଭାବ ନେଇ ପୌରାଧ୍ୟକ୍ଷଙ୍କୁ  ମହିଳାମାନେ ଚୁଡ଼ି ମାଡ଼ କରିଛନ୍ତି।  ବେଲପାହାଡ଼ ପୌରାଧ୍ୟକ୍ଷଙ୍କ ଚ୍ୟାମ୍ବରରେ ପଶି ସେମାନେ ଚୁଡ଼ି ଫିଙ୍ଗିଛନ୍ତି।ପାନୀୟ ଜଳ ଅଭାବ ନେଇ ଗତକାଲି ଜାତୀୟ ରାଜପଥ ଅବରୋଧ କରିବା ପରେ ଆଜି ମହିଳାମାନେ ଏଭଳି ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛନ୍ତି।

ଗତକାଲିର ରାଜପଥ ଅବରୋଧ ନେଇ ଆଜି ଉପାଧ୍ୟକ୍ଷଙ୍କ ସମର୍ଥକ ମହିଳାଙ୍କୁ ଗାଳିଗୁଲଜ କରିଥିଲେ।  ପରେ ମହିଳାମାନେ ଫେରାଦ ହେବାକୁ ଅଧ୍ୟକ୍ଷଙ୍କ ପାଖକୁ ଯାଇଥିଲେ। ଅଧ୍ୟକ୍ଷ ପଦକ୍ଷେପ ନ ନେବାରୁ ମହିଳାମାନେ ଚୁଡ଼ି ମାଡ଼ କରିଥିଲେ ।

Ordigital Desk
• Published: Tuesday, 23 May 2017
• Updated: 23 May 2017, 01:28 PM IST

Sports

Latest News

ଲଖନପୁର:  ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ପାନୀୟ ଜଳ ଅଭାବ ନେଇ ପୌରାଧ୍ୟକ୍ଷଙ୍କୁ  ମହିଳାମାନେ ଚୁଡ଼ି ମାଡ଼ କରିଛନ୍ତି।  ବେଲପାହାଡ଼ ପୌରାଧ୍ୟକ୍ଷଙ୍କ ଚ୍ୟାମ୍ବରରେ ପଶି ସେମାନେ ଚୁଡ଼ି ଫିଙ୍ଗିଛନ୍ତି।ପାନୀୟ ଜଳ ଅଭାବ ନେଇ ଗତକାଲି ଜାତୀୟ ରାଜପଥ ଅବରୋଧ କରିବା ପରେ ଆଜି ମହିଳାମାନେ ଏଭଳି ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛନ୍ତି।

ଗତକାଲିର ରାଜପଥ ଅବରୋଧ ନେଇ ଆଜି ଉପାଧ୍ୟକ୍ଷଙ୍କ ସମର୍ଥକ ମହିଳାଙ୍କୁ ଗାଳିଗୁଲଜ କରିଥିଲେ।  ପରେ ମହିଳାମାନେ ଫେରାଦ ହେବାକୁ ଅଧ୍ୟକ୍ଷଙ୍କ ପାଖକୁ ଯାଇଥିଲେ। ଅଧ୍ୟକ୍ଷ ପଦକ୍ଷେପ ନ ନେବାରୁ ମହିଳାମାନେ ଚୁଡ଼ି ମାଡ଼ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos