ଅସଦାଚରଣ ମାମଲାରେ ଓଡ଼ିଶା ଆଗରେ, ନିର୍ଯାତନା ମାମଲା ବି ବଢ଼ିଚାଲିଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବଢ଼ିଚାଲିଛି ମହିଳାଙ୍କ ଉପରେ ନିର୍ଯାତନା ମାମଲା। ଗତବର୍ଷ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ସଂଘଟିତ ଅପରାଧିକ ମାମଲା ରାଜ୍ୟରେ ବଢ଼ିବାରେ ଲାଗିଛି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ-୨୦୨୧ ରିପୋର୍ଟରେ ପ୍ରକାଶ ପାଇଛି ସାଂଘାତିକ ତଥ୍ୟ । ମହିଳାଙ୍କ ଉପରେ ନିର୍ଯାତନା ସହ ଅସଦାଚରଣ, ଦୁଷ୍କର୍ମ ଆଦି ମାମଲାରେ ଓଡ଼ିଶାର ସ୍ଥିତି ଚିନ୍ତାଜନକ ରହିଛି। ମହିଳାଙ୍କ ପ୍ରତି ହେଉଥିବା ଅସଦାଚରଣରେ ଓଡ଼ିଶା ପ୍ରଥମରେ ରହିଛି । ମହିଳାଙ୍କ ଉପରେ ହେଉଥିବା ଅପରାଧରେ ଓଡ଼ିଶା ୩ ନମ୍ବରରେ ଥିବା […]

lady

lady

Niharika Rout
  • Published: Tuesday, 30 August 2022
  • Updated: 30 August 2022, 01:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବଢ଼ିଚାଲିଛି ମହିଳାଙ୍କ ଉପରେ ନିର୍ଯାତନା ମାମଲା। ଗତବର୍ଷ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ସଂଘଟିତ ଅପରାଧିକ ମାମଲା ରାଜ୍ୟରେ ବଢ଼ିବାରେ ଲାଗିଛି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ-୨୦୨୧ ରିପୋର୍ଟରେ ପ୍ରକାଶ ପାଇଛି ସାଂଘାତିକ ତଥ୍ୟ । ମହିଳାଙ୍କ ଉପରେ ନିର୍ଯାତନା ସହ ଅସଦାଚରଣ, ଦୁଷ୍କର୍ମ ଆଦି ମାମଲାରେ ଓଡ଼ିଶାର ସ୍ଥିତି ଚିନ୍ତାଜନକ ରହିଛି।

ମହିଳାଙ୍କ ପ୍ରତି ହେଉଥିବା ଅସଦାଚରଣରେ ଓଡ଼ିଶା ପ୍ରଥମରେ ରହିଛି । ମହିଳାଙ୍କ ଉପରେ ହେଉଥିବା ଅପରାଧରେ ଓଡ଼ିଶା ୩ ନମ୍ବରରେ ଥିବା ବେଳେ ସେମାନଙ୍କ ଉପରେ ହେଉଥିବା ନିର୍ଯାତନାରେ ଦେଶର ଟପ୍ -୫ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ-୨୦୨୧ ରିପୋର୍ଟରେ ଏପରି ଉଦ୍‌ବେଗଜନକ ତଥ୍ୟ ପ୍ରକାଶ ପାଇଛି।

ଓଡ଼ିଶାରେ ୨୦୨୦ ବର୍ଷ ତୁଳନାରେ ୨୦୨୧ରେ ମହିଳାଙ୍କ କ୍ଷେତ୍ରରେ ଅପରାଧ ବୃଦ୍ଧି ପାଇଛି । ଏନସିଆରବି ତଥ୍ୟ ଅନୁସାରେ, ରାଜ୍ୟରେ ମୋଟ ୧୪,୮୫୩ଟି  ନିର୍ଯାତନା ମାମଲା ରୁଜୁ ହୋଇଛି । ସେହପରି ଦୁଷ୍କର୍ମ, ଅପହରଣ ଏବଂ ସ୍ୱାମୀ ଉତ୍ପୀଡ଼ନ ଭଳି ମାମଲା ବୃଦ୍ଧି ପାଇଛି । ଏହି ଭଳି ରାଜ୍ୟରେ ୪, ୮୮୯ ମାମଲା ରହିଛି । ୧୪, ୮୯୧ଟି ଅସଦାଚରଣ ମାମଲା ରହିଛି ।

୨୦୨୧ରେ ରାଜ୍ୟରେ ମୋଟ ୩୧ ହଜାର ୩୫୨ଟି ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି । ୧୫୧ଟି ଦୁଷ୍କର୍ମ ଉଦ୍ୟମ, ୮୩୮ଟି ମହିଳା ନିର୍ଯାତନା, ୧୪୫୬ଟି ଦୁଷ୍କର୍ମ, ୧୨ଟି ଦୁଷ୍କର୍ମ ସହ ହତ୍ୟା, ୫୬୫ଟି ସାଇବର କ୍ରାଇମ ମାମଲା ରହିଛି । ୫,୧୭୫ଟି ଅପହରଣ ମାମଲା ରୁଜୁ ହୋଇଛି । ୨୯୩ଟି ଯୌତୁକଜନିତ ହତ୍ୟା ମାମଲା ସହ ଓଡ଼ିଶା ଦେଶର ଷଷ୍ଠ ସ୍ଥାନରେ ରହିଛି ।  ଆତ୍ମହତ୍ୟା ପାଇଁ ଉସୁକାଇବା ନେଇ ୨୭ଟି ମାମଲା ରୁଜୁ ହୋଇଛି।  ୩ ଜଣ ଏସିଡ୍ ଆକ୍ରମଣର ଶିକାର ରହିଛନ୍ତି । ରାଜ୍ୟରେ ମହିଳାଙ୍କ କ୍ଷେତ୍ରରେ ଅପରାଧ ୧ ଲକ୍ଷ ଜନସଂଖ୍ୟାରେ ୧୩୭. ୮ରୁ ବଢ଼ି ୧୧୨. ୯ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story