ଆୟୁଷ କରିଦେଲା ଅଲୋଡ଼ା
ଜାୟା,ଜନନୀ, ଭଗିନୀ ଏମିତି ଅନେକ ନାଁରେ ପରିଚିତ ନାରୀ। କେବେ ଶକ୍ତି, ସମୃଦ୍ଧି, ବୁଦ୍ଧି ଏବଂ ବଳିଦାନ ପାଇଁ ପୂଜା ପାଏ ନାରୀ ତ ଆଉ କେତେବେଳେ ଆୟୁଷ ପାଇଁ ଅଲୋଡ଼ା ପଡ଼ିଯାଏ । ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ଆମେ ସେମିତି କିଛି ନାରୀଙ୍କୁ ଭେଟିଥିଲୁ। ମୋହିନୀ ପ୍ରମିଳା ବୃଦ୍ଧାଶ୍ରମରେ ରହୁଥିବା କିଛି ମହିଳାଙ୍କୁ ଏହି ମହିଳା ଦିବସର ବିଶେଷତ୍ୱ ଏହଂ ନାରୀର ସମ୍ମାନ କଥା ପଚାରିଥିଲୁ। ସେମାନଙ୍କ ମତରେ ଆୟୁଷ ଅଲୋଡ଼ା କରିବା ପରେ ସମ୍ମାନ ମିଳିବା ସ୍ୱପ୍ନ ହୋଇପଡିଛି। ଏହି ବୃଦ୍ଧାଶ୍ରମରେ ରହୁଥିବା ମହିଳାଙ୍କ ପାଇଁ ଏହି ଦିବସର ଅର୍ଥ ହିଁ କିଛି ନାହିଁ। ପରିବାରଠୁ ଦୂରେଇ ରହୁଥିବା ଏହି ମହିଳାମାନଙ୍କୁ ଯେତେବେଳେ ମହିଳା ଦିବସ ବିଷୟରେ ପଚରାଗଲା ସେତେବେଳେ ଏମାନଙ୍କ ପାଖରେ କହିବା ପାଇଁ କିଛି ନଥିଲା। ସେମାନେ କେବଳ ବଲବଲ ହୋଇ ଚାହିଁଥିଲେ।
ମହିଳାଙ୍କ ସମ୍ମାନ ପାଇଁ ପାଳନ ହେଉଥିବା ଏହି ଦିନ ସହ ସେମାନଙ୍କର  କୌଣସି ସମ୍ପର୍କ ହିଁ ନାହିଁ। କିଛି ମହିଳା ତ ନାରୀ ଜନ୍ମ ଏକ ପାପ, ସେଥିପାଇଁ ସେମାନେ ଆଜି ବୃଦ୍ଧାଶ୍ରମରେ  ଦଣ୍ଡ ପାଉଛନ୍ତି ବୋଲି କୋହଭରା କଣ୍ଠରେ କହିଥିଲେ।
ତାଙ୍କ କହିବା କଥା, ଯଦି ଜୀବନରେ ଆଉ କିଛି ନାହିଁ, ଏ ଦିବସର ମୂଲ୍ୟ କ’ଣ। ପିଲାଦିନୁ ଆଜି ପର୍ଯ୍ୟନ୍ତ ସେମାନେ କୌଣସି ସୁବିଧା ସୁଯୋଗ ପାଇ ନାହାନ୍ତି। ପ୍ରକୃତରେ ଯଦି ତାଙ୍କ ସମ୍ମାନ କଥା ଚିନ୍ତା କରାଯାଇଥାନ୍ତା ତେବେ ସେମାନେ ଆଜି ଅଲୋଡ଼ା କାହିଁକି ପଡ଼ିଥାନ୍ତେ।
Ordigital Desk
• Published: Friday, 08 March 2019
• Updated: 08 March 2019, 01:08 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos