ଉଚ୍ଛେଦ ପରେ ସବୁଜିମାକୁ ପ୍ରାଧାନ୍ୟ

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ପରେ ଏବେ ସେହି ସ୍ଥାନକୁ ସବୁଜସୁନ୍ଦର କରିବାକୁ ପ୍ରୟାସ ଚାଲିଛି। ସିଂହଦ୍ୱାର ସମ୍ମୁଖରେ କରାଯାଉଥିବା ନୂତନ ବ୍ୟାରିକେଡରେ ରାଧାବଲ୍ଲଭ ମଠ ପଟକୁ ସବୁଜ ବଳୟ କରାଯାଇଛି। ସେଠାରେ ଭଳିକି ଭଳି ଗଛ ଲଗାଯାଉଛି। ୪ଫୁଟରୁ ଆରମ୍ଭ କରି ୧୫ଫୁଟ୍ ଉଚ୍ଚର ଗଛ ଲଗାଯାଇଛି। ସି ଆଲମଣ୍ଡ, ସରକା ଇଣ୍ଡିକା,ବଉଳ, ନିମ୍ୱ, ବଗନ୍ ଭିଲା, ସ୍ୱର୍ଣ୍ଣଚମ୍ପା ଓ ରାଜିଆ ଆଦି ଗଛ ଲଗାଯାଉଛି। ଓଡିଶା ବ୍ରିଜ୍ କନଷ୍ଟ୍ରକସନ କର୍ପୋରେସନକୁ ଶ୍ରୀମନ୍ଦିର ସମ୍ମୁଖରେ […]

puri

puri

Jyoshna Pradhan
  • Published: Friday, 20 December 2019
  • Updated: 20 December 2019, 08:19 AM IST

Sports

Latest News

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ପରେ ଏବେ ସେହି ସ୍ଥାନକୁ ସବୁଜସୁନ୍ଦର କରିବାକୁ ପ୍ରୟାସ ଚାଲିଛି। ସିଂହଦ୍ୱାର ସମ୍ମୁଖରେ କରାଯାଉଥିବା ନୂତନ ବ୍ୟାରିକେଡରେ ରାଧାବଲ୍ଲଭ ମଠ ପଟକୁ ସବୁଜ ବଳୟ କରାଯାଇଛି। ସେଠାରେ ଭଳିକି ଭଳି ଗଛ ଲଗାଯାଉଛି। ୪ଫୁଟରୁ ଆରମ୍ଭ କରି ୧୫ଫୁଟ୍ ଉଚ୍ଚର ଗଛ ଲଗାଯାଇଛି। ସି ଆଲମଣ୍ଡ, ସରକା ଇଣ୍ଡିକା,ବଉଳ, ନିମ୍ୱ, ବଗନ୍ ଭିଲା, ସ୍ୱର୍ଣ୍ଣଚମ୍ପା ଓ ରାଜିଆ ଆଦି ଗଛ ଲଗାଯାଉଛି।

ଓଡିଶା ବ୍ରିଜ୍ କନଷ୍ଟ୍ରକସନ କର୍ପୋରେସନକୁ ଶ୍ରୀମନ୍ଦିର ସମ୍ମୁଖରେ ସୌନ୍ଦର୍ଯ୍ୟକରଣ କାମ ଦିଆଯାଇଛି। ଉଚ୍ଛେଦ ପରେ ଏହି ସଂସ୍ଥା ସୌନ୍ଦର୍ଯ୍ୟକରଣ କାମ କରୁଛି। ଭକ୍ତମାନଙ୍କୁ ସୁନ୍ଦର ପରିବେଶ ଦେବାକୁ ସରକାରଙ୍କର ଯୋଜନା ରହିଥିବାରୁ ଉଚ୍ଛେଦ ପରେ ସୌନ୍ଦର୍ଯ୍ୟକରଣ କାମକୁ ପ୍ରାଧାନ୍ୟ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story