କଥାଶିଳ୍ପୀ ଯଶୋଧାରା ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ କଥାଶିଳ୍ପୀ ତଥା ଅଧ୍ୟାପିକା ଯଶୋଧାରା ମିଶ୍ର ୨୦୨୦ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ ତାଙ୍କର ପୁସ୍ତକ ‘ସମୁଦ୍ରକୂଳ ଘର’ ପାଇଁ ଏହି ପୁରସ୍କାର ପାଇବେ। ଆଜି କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଜାରି ସୂଚନା ଅନୁସାରେ ଶ୍ରୀମତୀ ମିଶ୍ରଙ୍କୁ ଓଡ଼ିଆ ଭାଷାରେ ଏବଂ ଓମଚେରୀ ଏନଏନ୍ ପିଲ୍ଲାଇଙ୍କୁ ମାଲାୟଲମ ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିବ। ଉଭୟଙ୍କୁ ପୁରସ୍କାର ବାବଦରେ ତାମ୍ର […]

yashodhara-mishra

yashodhara-mishra

Ordigital Desk
  • Published: Tuesday, 24 August 2021
  • Updated: 24 August 2021, 10:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ କଥାଶିଳ୍ପୀ ତଥା ଅଧ୍ୟାପିକା ଯଶୋଧାରା ମିଶ୍ର ୨୦୨୦ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ ତାଙ୍କର ପୁସ୍ତକ ‘ସମୁଦ୍ରକୂଳ ଘର’ ପାଇଁ ଏହି ପୁରସ୍କାର ପାଇବେ।

ଆଜି କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଜାରି ସୂଚନା ଅନୁସାରେ ଶ୍ରୀମତୀ ମିଶ୍ରଙ୍କୁ ଓଡ଼ିଆ ଭାଷାରେ ଏବଂ ଓମଚେରୀ ଏନଏନ୍ ପିଲ୍ଲାଇଙ୍କୁ ମାଲାୟଲମ ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିବ। ଉଭୟଙ୍କୁ ପୁରସ୍କାର ବାବଦରେ ତାମ୍ର ଫଳକ ସହ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ। ୨୦୧୬ମସିହାରେ ପ୍ରକାଶିତ ଶ୍ରୀମତୀ ମିଶ୍ରଙ୍କ ପୁସ୍ତକ ‘ସମୁଦ୍ରକୂଳ ଘର’କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ନିମନ୍ତେ ୩ଜଣ ବିଚାରକମଣ୍ଡଳୀ ଡଃ ବୀଣାପାଣି ମହାନ୍ତି, ଡଃ ପ୍ରତିଭା ଶତପଥୀ ଓ ରମାକାନ୍ତ ରଥ ସୁପାରିସ୍ କରିଥିଲେ। ଇଂରାଜୀ ଅଧ୍ୟାପିକା ଭାବେ କାର୍ଯ୍ୟ କରିଥିବା ଶ୍ରୀମତୀ ମିଶ୍ର ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କଥା ଆୱାର୍ଡ, ଓଡ଼ିଶା ବୁକ ଫେୟାର ଆୱାର୍ଡ, ଗଙ୍ଗାଧର ରଥ ଫାଉଣ୍ଡେସନ ପୁରସ୍କାର ଆଦି ପାଇଛନ୍ତି।

ସୂଚନାଯୋଗ୍ୟ, ୨୦୨୧ ମାର୍ଚ୍ଚ ମାସରେ ୨୦ଟି ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଥିଲେ ମଧ୍ୟ ଓଡ଼ିଆ, ମଲୟାଲମ, ନେପାଳୀ ଓ ରାଜସ୍ଥାନୀ ଭାଷା ପରେ ଘୋଷଣା ହେବ ବୋଲି ଏକାଡେମୀ ପକ୍ଷରୁ କୁହାଯାଇଥିଲା । ତେବେ ଏହି ପୁରସ୍କାର ପ୍ରଦାନ କେବେ ହେବ ତାହା ଜଣାପଡ଼ିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story