ଫିଡ଼ିକି ଗଲେ ରାଜା ! କହିଲେ ଆପଣ ତ’ ୨୦ ସେକେଣ୍ଡ ଦେଖାଇବେ, ଏତେ ପ୍ରଶ୍ନ କାହିଁକି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଗିଗଲେ ରାଜା । ପ୍ରଶ୍ନ ଶୁଣି ଫିଡ଼ିକିଗଲେ ବିଜେଡି ବିଧାୟକ ପ୍ରତାପ ଦେବ। କାଳିଆ ଯୋଜନାର କେଳେଙ୍କାରୀ ବାବଦରେ ଆଜି ସାମ୍ବାଦିକମାନେ ଗୋଡ଼େଇ ତୋଡ଼େଇ ପ୍ରଶ୍ନ କରିବାରୁ ନାଲି ପଡ଼ିଯାଇଥିଲେ ପ୍ରତାପ ଦେବ। ଗଣମାଧ୍ୟମକୁ ଉତ୍ତର ଦେଇ କହିଥିଲେ ଯେ, “ଆପଣତ’ ୨୦ ସେକେଣ୍ଡ ଦେଖାଇବେ, ଏତେ ଡିବେଟ କାହିଁକି କରୁଛନ୍ତି।” ବିଧାୟକଙ୍କ ହାବଭାବରୁ ଲାଗୁଥିଲା ଯେମିତି ସାମ୍ବାଦିକଙ୍କ ପ୍ରଶ୍ନ ଗୁଡ଼ିକ ତାଙ୍କୁ ଅକଳରେ ପକାଇ ଦେଇଥିଲା। ଯାହାକୁ ନେଇ ସେ ଉତ୍ତର ଦେବା ବେଳେ […]

543

543

Tapas Behera
  • Published: Wednesday, 18 September 2019
  • Updated: 18 September 2019, 04:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଗିଗଲେ ରାଜା । ପ୍ରଶ୍ନ ଶୁଣି ଫିଡ଼ିକିଗଲେ ବିଜେଡି ବିଧାୟକ ପ୍ରତାପ ଦେବ। କାଳିଆ ଯୋଜନାର କେଳେଙ୍କାରୀ ବାବଦରେ ଆଜି ସାମ୍ବାଦିକମାନେ ଗୋଡ଼େଇ ତୋଡ଼େଇ ପ୍ରଶ୍ନ କରିବାରୁ ନାଲି ପଡ଼ିଯାଇଥିଲେ ପ୍ରତାପ ଦେବ। ଗଣମାଧ୍ୟମକୁ ଉତ୍ତର ଦେଇ କହିଥିଲେ ଯେ, “ଆପଣତ’ ୨୦ ସେକେଣ୍ଡ ଦେଖାଇବେ, ଏତେ ଡିବେଟ କାହିଁକି କରୁଛନ୍ତି।” ବିଧାୟକଙ୍କ ହାବଭାବରୁ ଲାଗୁଥିଲା ଯେମିତି ସାମ୍ବାଦିକଙ୍କ ପ୍ରଶ୍ନ ଗୁଡ଼ିକ ତାଙ୍କୁ ଅକଳରେ ପକାଇ ଦେଇଥିଲା।

ଯାହାକୁ ନେଇ ସେ ଉତ୍ତର ଦେବା ବେଳେ ବିରକ୍ତିକରଭାବ ପ୍ରକାଶ କରିଥିଲେ। ତେବେ ସେ କହିଥିଲେ ଯେ, ଆମେ ଯେତେବେଳେ ଜାଣିଲୁ କୌଣସି ପରିବାରର ଅଧିକ ସଦସ୍ୟ ନେଇଛନ୍ତି ତାଙ୍କୁ ଆଉ ପରବର୍ତ୍ତୀ ସମୟରେ ଟଙ୍କା ଦିଆଯିବ ନାହିଁ। ତେବେ ସେମାନଙ୍କ ମଧ୍ୟରୁ ୨୦,୦୦୦ ସରକାରୀ ଚାକିରିଆ ଓ ପେନସନଭୁକ୍ତଙ୍କୁ ପଇସା ଫେରେଇବାକୁ ପଡ଼ିବ। ଆଉ ୧୨,୦୦୦ ହେଲେ ବଡ଼ ଚାଷୀ। ଯେଉଁମାନେ ଆଦୌ ଯୋଗ୍ୟ ନୁହନ୍ତି । ହେଲେ ସେମାନେ ପାଇଛନ୍ତି।  ସେ ଆହୁରି କହିଛନ୍ତି, “ଯେଉଁ ପରିବାରରୁ ଏକାଧିକ ଲୋକ କାଳିଆ ଟଙ୍କା ପାଇଛନ୍ତି, ସେମାନେ ଅଯୋଗ୍ୟ ନୁହନ୍ତି। ଯଦି ପରିବାରର ଏକାଧିକ ଲୋକେ କାଳିଆ ଟଙ୍କା ପାଇଥିବେ, ପରବର୍ତ୍ତୀ କିସ୍ତିରେ ଟଙ୍କା ପାଇବେନି। ସେମାନେ ପୂର୍ବରୁ ପାଇଥିବା ଟଙ୍କାକୁ ଆଡଜଷ୍ଟ କରାଯିବ।”

ସୂଚନାଯୋଗ୍ୟ, ଗତକାଲି କାଳିଆ ଯୋଜନାରେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଥିବା କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଥିଲେ।

https://youtu.be/LzM1iB5EhTE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story