ହମ୍‌ସଫର ଆଗକୁ ଡେଇଁ ପଡିଲେ ଯୁବତୀ

ଭଦ୍ରକ (ପାର୍ଥସାରଥୀ ନାୟକ): ଆତ୍ମହତ୍ୟା ପାଇଁ ଭଦ୍ରକ ଷ୍ଟେସନ ୩ ନଂ ପ୍ଲାଟଫର୍ମରୁ ‘ହମସଫର’ ଏକ୍ସପ୍ରେସ ଆଗକୁ ଡେଇଁଲେ ଯୁବତୀ। ଟ୍ରେନ୍‌ ଧକ୍କାରେ ତାଙ୍କର ବାମ ଗୋଡ଼ କଟିଥିବା ବେଳେ ଅନ୍ୟଟି ଛିନ୍‌ଛତର ହୋଇଛି। ମାତ୍ର ତାଙ୍କ ପରିଚୟ ମିଳିପାରି ନାହିଁ। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ବିଜୟୱାଡ଼ାରୁ ହାୱଡ଼ା ଅଭିମୁଖେ ଯାଉଥିବା ‘ହମ୍‌ସଫର’ ଏକ୍ସପ୍ରେସ୍‌ ଆଜି ଅପରାହ୍ନ ପ୍ରାୟ ୪ଟା ୪୧ ମିନିଟ୍‌ରେ ଭଦ୍ରକ ଷ୍ଟେସନ୍‌ ଅତିକ୍ରମ କରୁଥିଲା। ଠିକ୍‌ ଏତିକିବେଳେ […]

hamsafar

hamsafar

Manoranjan Sial
  • Published: Monday, 20 January 2020
  • Updated: 20 January 2020, 06:03 PM IST

Sports

Latest News

ଭଦ୍ରକ (ପାର୍ଥସାରଥୀ ନାୟକ): ଆତ୍ମହତ୍ୟା ପାଇଁ ଭଦ୍ରକ ଷ୍ଟେସନ ୩ ନଂ ପ୍ଲାଟଫର୍ମରୁ ‘ହମସଫର’ ଏକ୍ସପ୍ରେସ ଆଗକୁ ଡେଇଁଲେ ଯୁବତୀ। ଟ୍ରେନ୍‌ ଧକ୍କାରେ ତାଙ୍କର ବାମ ଗୋଡ଼ କଟିଥିବା ବେଳେ ଅନ୍ୟଟି ଛିନ୍‌ଛତର ହୋଇଛି। ମାତ୍ର ତାଙ୍କ ପରିଚୟ ମିଳିପାରି ନାହିଁ। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

ବିଜୟୱାଡ଼ାରୁ ହାୱଡ଼ା ଅଭିମୁଖେ ଯାଉଥିବା ‘ହମ୍‌ସଫର’ ଏକ୍ସପ୍ରେସ୍‌ ଆଜି ଅପରାହ୍ନ ପ୍ରାୟ ୪ଟା ୪୧ ମିନିଟ୍‌ରେ ଭଦ୍ରକ ଷ୍ଟେସନ୍‌ ଅତିକ୍ରମ କରୁଥିଲା। ଠିକ୍‌ ଏତିକିବେଳେ ୩ ନମ୍ୱର ପ୍ଲାଟ୍‌ଫର୍ମରେ ବୁଲୁଥିବା ଜଣେ ଯୁବତୀ ହଠାତ୍‌ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିଲେ। ଟ୍ରେନ୍‌ ଧକ୍କାରେ ଯୁବତୀ ଜଣକ ଛିଟିକି ହୋଇ ଟ୍ରାକ୍‌ ସାଇଡ୍‌ରେ ପଡ଼ିଥିଲେ।

ଭଦ୍ରକ ଜିଆର୍‌ପି ଗୁରୁତର ଆହତ ହୋଇଥିବା ଯୁବତୀଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଟ୍ରେନ୍‌ ଧକ୍କାରେ ଆହତ ଯୁବତୀଙ୍କ ବାମ ଗୋଡ଼ ସଂପୂର୍ଣ୍ଣ ଅଲଗା ହୋଇଯାଇଥିବା ବେଳେ ଡାହାଣ ଗୋଡ଼ ଛିନ୍‌ଭିନ୍‌ ହୋଇଯାଇଛି। ସେହି ଗୋଡିଟି କାଟିବାକୁ ପଡ଼ିବ ବୋଲି ଡାକ୍ତର କହିଛନ୍ତି। ତେବେ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ଯୁବତୀ ଜଣକ ଫିକା ସବୁଜ ଟପ୍ସ ଓ ଧଳା ଫୁଲପକା ଟ୍ରାଉଜର ପିନ୍ଧିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story