କଳାହାଣ୍ଡି ଟ୍ରାଜେଡିର ପୁନରାବୃତ୍ତି, ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଗଲା ଯୁବକଙ୍କ ଜୀବନ

ଫୁଲବାଣୀ(ତ୍ରୀନାଥ ସାହୁ):ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ବିରୋଧ କରି ରକ୍ତମୁଖା ହେଲେଣି ନକ୍ସଲ। ସାମ୍ବାଦିକଙ୍କ ସମେତ ସାଧାରଣ ଲୋକଙ୍କୁ ବି ଟାର୍ଗେଟ କରୁଛନ୍ତି। ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ପାଇଁ ତଥା ଆତଙ୍କ ଖେଳାଇବା ପାଇଁ ପୋଷ୍ଟର ଲଗାଉଥିବା ବେଳେ ତା’ ନିକଟରେ ଘଟାଉଛନ୍ତି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । କିଛି ଦିନ ପୂର୍ବେ ଏ ପ୍ରକାର ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କଳାହାଣ୍ଡି ଜିଲ୍ଲାରେ ରୋହିତ ବିଶ୍ୱାଳ ନାମକ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ […]

explosion

explosion

Niharika Rout
  • Published: Wednesday, 09 February 2022
  • Updated: 09 February 2022, 02:21 PM IST

Sports

Latest News

ଫୁଲବାଣୀ(ତ୍ରୀନାଥ ସାହୁ):ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ବିରୋଧ କରି ରକ୍ତମୁଖା ହେଲେଣି ନକ୍ସଲ। ସାମ୍ବାଦିକଙ୍କ ସମେତ ସାଧାରଣ ଲୋକଙ୍କୁ ବି ଟାର୍ଗେଟ କରୁଛନ୍ତି। ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ପାଇଁ ତଥା ଆତଙ୍କ ଖେଳାଇବା ପାଇଁ ପୋଷ୍ଟର ଲଗାଉଥିବା ବେଳେ ତା’ ନିକଟରେ ଘଟାଉଛନ୍ତି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । କିଛି ଦିନ ପୂର୍ବେ ଏ ପ୍ରକାର ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କଳାହାଣ୍ଡି ଜିଲ୍ଲାରେ ରୋହିତ ବିଶ୍ୱାଳ ନାମକ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଫୁଲବାଣୀ ଜିଲ୍ଲାରେ ଘଟିଛି ସମାନ ଘଟଣା।

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ପ୍ରିୟରଞ୍ଜନ କହଁର ନାମକ ଯୁବକଙ୍କ ମୃତ୍ୟୁ  ହୋଇଛି। ତାଙ୍କ ବୟସ ୨୦ ବର୍ଷ । ପ୍ରିୟରଞ୍ଜନ କହଁରଙ୍କ ଘର କନ୍ଧମାଳ ଫିରିଙ୍ଗିଆ ଥାନାର ସାଡ଼ିଙ୍ଗିଆ କିଆମୁଣ୍ଡା ଗାଁରେ ବୋଲି ଜଣାଯାଇଛି।

ଗତକାଲି ନକ୍ସଲମାନେ କିଆମୁଣ୍ଡାରେ ରାସ୍ତା କାମରେ ନିୟୋଜିତ ଥିବା ଦୁଇଟି ଜେସିବି ଗାଡ଼ିକୁ ନିଆଁ ଲଗାଇ ପୋଡ଼ିଦେଇଥିଲେ। ଏଥିସହ ସେହି ନିକଟରେ ବିଭିନ୍ନ ଜାଗାରେ ନକ୍ସଲ ପୋଷ୍ଟର ଏବଂ ଲାଲ ବ୍ୟାନର ଲଗାଇଥିଲେ ।  ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ସହ ଓ ସ୍ଥାନୀୟ ଅଞ୍ଚଳରେ ଉନ୍ନୟନ କାମକୁ ବିରୋଧ କରି ନକ୍ସଲମାନେ ଏହି ପୋଷ୍ଟର ଲଗାଇଥିଲେ । ସାଡ଼ିଙ୍ଗିଆ ନକ୍ସଲ ଉପଦ୍ରବ ଅଞ୍ଚଳ ହୋଇଥିବା ବେଳେ ସେଠାରେ ସେମାନଙ୍କ ଅବାଧ ଚଳପ୍ରଚଳ ରହିଛି।  ଏଥିପାଇଁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି।  ଖବରପାଇ ଗତକାଲି ବମ୍‌ ସ୍ୱାର୍ଡ ଟିମ୍‌ ପହଞ୍ଚି ବମ୍‌ ଓ ଲ୍ୟାଣ୍ଡମାଇନ୍‌ ନିଷ୍କ୍ରିୟ କରିଥିଲା।

ଏହାପରେ ଆଜି  ପ୍ରିୟରଞ୍ଜନ ଉକ୍ତ ରାସ୍ତା ଦେଇ ଜଙ୍ଗଳକୁ ଯିବା ସମୟରେ ହଠାତ୍‌ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇ ତାଙ୍କ ଜୀବନ ଯାଇଛି। ଏହି ଘଟଣା ପରେ ଗାଁରେ ଭୟର ବାତାବରଣ ଖେଳି ଯାଇଛି।  ଖବର ପାଇ ଜିଲ୍ଲା ପୁଲିସ୍‌ର ଏକ ଟିମ୍‌, ବମ୍‌ ସ୍କ୍ୱାର୍ଡ ସହ ଘଟଣାସ୍ଥଳ ଅଭିମୁଖେ ବାହାରିଥିବା ଜଣାଯାଇଛି। ଗତକାଲି ବମ୍‌ ସ୍ୱାର୍ଡ ଟିମ୍‌ ଲ୍ୟାଣ୍ଡମାଇନ୍‌ ନିଷ୍କ୍ରିୟ କରିଥିବା ବେଳେ ଆଜି କିପରି ପୁଣି ବିସ୍ଫୋରଣ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story