ଚା’ ଦୋକାନରୁ ଯୁବକଙ୍କୁ ଟେକି ନେଇ ୩୦ ଲକ୍ଷ ଦାବି କଲେ, ଶେଷରେ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜଧାନୀ ଛାତି ଉପରେ  ଖୁଲମଖୁଲା ଲୁଟ୍‌ ଚାଲୁଥିବା ବେଳେ ଏବେ ବେଧଡ଼କ ଅପହରଣ ବି ହେଉଛି। ଗତକାଲି ରାଜଧାନୀର ବ୍ୟସ୍ତବହୁଳ ଲକ୍ଷ୍ମୀସାଗର ଅଞ୍ଚଳର ଏକ ଚା’ ଦୋକାନରୁ ବନ୍ଧୁକ ମୁନରେ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିଲା। ଅପହରଣକାରୀମାନେ ଯୁବକଙ୍କୁ ମୁକ୍ତ କରିବାକୁ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ।  ପୁଲିସ୍‌ର ତତ୍ପରତା ହେତୁ ଅପହୃତ ଯୁବକ ଉଦ୍ଧାର ହୋଇଥିବା ବେଳେ ୫ ଯୁବକଙ୍କୁ ଅଟକ ରଖିଛି ପୁଲିସ୍‌। ଅପହରଣର ଶିକାର ହୋଇଥିବା ଯୁବକହେଲେ ଇଶାନ […]

kidnap

kidnap

Niharika Rout
  • Published: Wednesday, 02 February 2022
  • Updated: 02 February 2022, 12:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜଧାନୀ ଛାତି ଉପରେ  ଖୁଲମଖୁଲା ଲୁଟ୍‌ ଚାଲୁଥିବା ବେଳେ ଏବେ ବେଧଡ଼କ ଅପହରଣ ବି ହେଉଛି। ଗତକାଲି ରାଜଧାନୀର ବ୍ୟସ୍ତବହୁଳ ଲକ୍ଷ୍ମୀସାଗର ଅଞ୍ଚଳର ଏକ ଚା’ ଦୋକାନରୁ ବନ୍ଧୁକ ମୁନରେ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିଲା। ଅପହରଣକାରୀମାନେ ଯୁବକଙ୍କୁ ମୁକ୍ତ କରିବାକୁ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ।  ପୁଲିସ୍‌ର ତତ୍ପରତା ହେତୁ ଅପହୃତ ଯୁବକ ଉଦ୍ଧାର ହୋଇଥିବା ବେଳେ ୫ ଯୁବକଙ୍କୁ ଅଟକ ରଖିଛି ପୁଲିସ୍‌। ଅପହରଣର ଶିକାର ହୋଇଥିବା ଯୁବକହେଲେ ଇଶାନ ଅଗ୍ରୱାଲ ।

ସୂଚନା ଅନୁଯାୟୀ, ଇଶାନ ଜଣେ ବିବିଏ ଛାତ୍ର ହୋଇଥିବା ବେଳେ ତାଙ୍କ ବାପା ଜଣେ ବ୍ୟବସାୟୀ। ଇଶାନ ପରିବାର ସହ ଲକ୍ଷ୍ମୀସାଗର ଅଞ୍ଚଳରେ ରହୁନ୍ତି। ସେ ସବୁଦିନ ଘର ପାଖ ଚା’ ଦୋକାନକୁ ଯାଉଥିବା ବେଳେ ଅପହରଣକାରୀମାନେ ତାଙ୍କୁ କିଛି ଦିନ ଫଲୋ କରିଥିଲେ। ଏହାପରେ ଅପହରଣର ନାଟକ ରଚିଥିଲେ।

ଏହାପରେ ଗତକାଲି ବନ୍ଧୁକ ମୁନରେ ତାଙ୍କୁ ଉକ୍ତ ଚା’ ଦୋକାନରୁ ଅପହରଣକାରୀମାନେ ଇଶାନଙ୍କୁ ଏକ ଅଜ୍ଞାନ ସ୍ଥାନକୁ ଟେକି ନେଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରି ମଧ୍ୟ ପୁଅର ସନ୍ଧାନ ପାଇ ନ ଥିଲେ। ଏହାପରେ ତାଙ୍କ ବେକରେ ଛୁରି ଲଗାଇ କିଛି ଫଟୋ ପରିବାର ଲୋକଙ୍କ ପାଖକୁ ଛାଡ଼ିଥିଲେ। ଏପରିକି ପୁଅକୁ ମୁକୁଳାଇବାକୁ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ।

ଇଶାନଙ୍କ ଅପହରଣ ନେଇ ତାଙ୍କ ବାପା ଗତକାଲି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ସ୍ପେଶାଲ ସ୍କ୍ୱାର୍ଡ ସାହାଯ୍ୟରେ ପୁଲିସ୍‌ ରାତି ତମାମ ଖୋଜାଖୋଜି କରିବା ସହ ଫୋନ୍‌କୁ ଟ୍ରାକ୍‌ କରିଥିଲେ। ଏହାପରେ ପୁଲିସ୍‌ ଟିମ୍‌ ଚଢ଼ାଉ କରି ଇଶାନଙ୍କୁ ଉଦ୍ଧାର କରିଛି। ଏଥିସହ ଅପହରଣ  ଅଭିଯୋଗରେ ପୁଲିସ୍‌  ୫ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story