‘ଆଉ କାହାକୁ କିପରି ବାହା ହୋଇଯିବ ମୋ ସ୍ତ୍ରୀ, ଦେଖିବି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “୬ ବର୍ଷ ପୂର୍ବେ କୋର୍ଟ ମ୍ୟାରେଜ କଲୁ। ପରସ୍ପରର ସୁଖଦୁଃଖରେ ସାଥୀ ହେଲୁ। ଆମ ଘରେ ତା’ର ଅବାଧ ଚଳପ୍ରଚଳ ଥିଲା। ସବୁ ଫଙ୍କସନ୍‌ରେ ସାମିଲ ହେଲା। ସାହି ପଡ଼ିଶାଙ୍କୁ ସେ ମୋ ସ୍ତ୍ରୀ ବୋଲି ପରିଚୟ ଦିଆଗଲା। ହେଲେ ଏବେ କିପରି ଆଉ ଜଣଙ୍କୁ ବାହା ହୋଇପାରିବ।”  ଜଣେ ଯୁବତୀଙ୍କୁ ନିଜ ସ୍ତ୍ରୀ ବୋଲି ଦାବି କରି ତାଙ୍କ ବିବାହକୁ ବିରୋଧ କରି ତାଙ୍କରି ଘର ସମ୍ମୁଖରେ ଧାରଣା ଦେଇଥିବା ଜଣେ ଯୁବକ […]

bbsr

bbsr

Jyoshna Pradhan
  • Published: Thursday, 28 November 2019
  • Updated: 28 November 2019, 10:43 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “୬ ବର୍ଷ ପୂର୍ବେ କୋର୍ଟ ମ୍ୟାରେଜ କଲୁ। ପରସ୍ପରର ସୁଖଦୁଃଖରେ ସାଥୀ ହେଲୁ। ଆମ ଘରେ ତା’ର ଅବାଧ ଚଳପ୍ରଚଳ ଥିଲା। ସବୁ ଫଙ୍କସନ୍‌ରେ ସାମିଲ ହେଲା। ସାହି ପଡ଼ିଶାଙ୍କୁ ସେ ମୋ ସ୍ତ୍ରୀ ବୋଲି ପରିଚୟ ଦିଆଗଲା। ହେଲେ ଏବେ କିପରି ଆଉ ଜଣଙ୍କୁ ବାହା ହୋଇପାରିବ।”  ଜଣେ ଯୁବତୀଙ୍କୁ ନିଜ ସ୍ତ୍ରୀ ବୋଲି ଦାବି କରି ତାଙ୍କ ବିବାହକୁ ବିରୋଧ କରି ତାଙ୍କରି ଘର ସମ୍ମୁଖରେ ଧାରଣା ଦେଇଥିବା ଜଣେ ଯୁବକ ଏପରି କହିଛନ୍ତି। ନିଜ ସ୍ତ୍ରୀଙ୍କ ବିବାହ ହେଉଥିବା ଖବର ଶୁଣି ସେ ନିଜ ମା’ ଭଉଣୀଙ୍କ ସହ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଛନ୍ତି। ଶ୍ୱଶୁର ଘରେ ପାଦ ଦେବେନି, ହେଲେ ନିଜ ସ୍ତ୍ରୀକୁ ନେଲେ ହିଁ ସେଠାରୁ ଯିବେ ବୋଲି ସେ ଜିଦ୍‌ରେ ଅଡ଼ି ବସିଛନ୍ତି। ଏପରି ହାଇ ଭୋଲଟେଜ ଡ୍ରାମା ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଦେଖିବାକୁ ମିଳିଛି।

ଏହି ଘଟଣାକୁ ନେଇ ସମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକେ ପୁଲିସ୍‌କୁ ଜଣାଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଯୁବକ ଜଣକୁ ଥାନାକୁ ନେଇ ବୁଝାସୁଝା କରିଥିଲା। କିନ୍ତୁ ପରେ ପୁଣି ସେ ଫେରି ଆସି ଯୁବତୀଙ୍କ ଘର ଆଗରେ ଧାରଣା ଦେଇଥିବା ଜଣାପଡ଼ିଛି।

ଉକ୍ତ ଯୁବକଙ୍କ ଦାବି ଅନୁଯାୟୀ,  ସେମାନେ ୨୦୧୩ ମସିହାରେ କୋର୍ଟରେ ବିବାହ କରିଥିଲେ। ଏ ସମ୍ପର୍କୀତ କାଗଜପତ୍ର ସହ ତାଙ୍କ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ ଯିବାକୁ କୋର୍ଟ ଅର୍ଡର ଦେଇଥିବା କାଗଜପତ୍ର ବି ଯୁବକ ଜଣକ ଦେଖାଇଛନ୍ତି। ଗତକାଲି ମେହେନ୍ଦୀ ଉତ୍ସବ ହେଉଥିବା ଜାଣି ଘଣ୍ଟା ଘଣ୍ଟା ଧରି ଯୁବତୀଙ୍କ ଘର ସାମ୍ନାରେ ଧାରଣା ଦେବା ସହ ସାଙ୍ଗରେ ନେଇଯିବାକୁ ଜିଦ୍ କରିଥିଲେ। ହେଲେ ଯୁବତୀ କିମ୍ବା ତାଙ୍କ ପରିବାର ଲୋକେ ଏହାକୁ କର୍ଣ୍ଣପାତ କରି ନଥିଲେ।

ଯୁବକଙ୍କ କହିବା ଅନୁଯାୟୀ,  କୋର୍ଟ ମ୍ୟାରେଜ ପରଠୁ ପରିବାର ଲୋକେ ତାଙ୍କୁ ବୋହୂ ହିସାବରେ ଗ୍ରହଣ କରି ନେଇଥିଲେ। ଆଉ ଯୁବକଙ୍କ ଭଉଣୀ ବାହାଘରଠୁ ଆରମ୍ଭ କରି ବିଭିନ୍ନ ପାର୍ଟିରେ ସେ ଘରର ବୋହୂ ହିସାବରେ ସାମିଲ ହେଉଥିଲେ।  ହେଲେ ଏବେ ଅନ୍ୟତ୍ର ବିବାହ କରୁଥିବା ଖବରକୁ ସେମାନେ ସହଜେ ଗ୍ରହଣ କରିପାରୁ ନାହାନ୍ତି। ତେବେ ଏନେଇ ଉକ୍ତ ଯୁବତୀ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story