ବନ୍ୟାରେ ଭାସି ଯାଉଥିଲା କାର୍, ଦେବଦୂତ ସାଜି ୪ ଜୀବନ ରକ୍ଷା କଲେ ଯୁବକ

ଆଠଗଡ଼(ନିଳକଣ୍ଠ ଦୋରା): ଗତ କିଛି ଦିନ ହେବ ଚାରିଆଡ଼େ ଲାଗି ରହିଛି ବନ୍ୟା ବିଭୀଷିକା । ବହୁ ଧନଜୀବନ କ୍ଷୟକ୍ଷତି ହୋଇଛି। ବନ୍ୟା ସୁଅରେ ପଡ଼ି ଚାଲି ଯାଇଛି ବହୁ ଜୀବନ ।  କିଛି ଦିନ ପୂର୍ବେ ବନ୍ୟାର ପ୍ରଖର ସୁଅରେ ଏକ କାର୍‌ ପଡ଼ିଯାଇଥିବା ବେଳେ ସେଥିରେ ଥିବା ୪ ଜଣ ମୃତ୍ୟୁ ନିଶ୍ଚିତ ବୋଲି ଭାବି ନେଇଥିଲେ। ହେଲେ ସେମାନଙ୍କ ନିକଟକୁ ଦେବଦୂତ ସାଜି ଆସିଲେ ନରେଶ ନାୟକ  ନାମକ ଯୁବକ । ଆଉ […]

car

car

Niharika Rout
  • Published: Wednesday, 24 August 2022
  • Updated: 24 August 2022, 10:16 AM IST

Sports

Latest News

ଆଠଗଡ଼(ନିଳକଣ୍ଠ ଦୋରା): ଗତ କିଛି ଦିନ ହେବ ଚାରିଆଡ଼େ ଲାଗି ରହିଛି ବନ୍ୟା ବିଭୀଷିକା । ବହୁ ଧନଜୀବନ କ୍ଷୟକ୍ଷତି ହୋଇଛି। ବନ୍ୟା ସୁଅରେ ପଡ଼ି ଚାଲି ଯାଇଛି ବହୁ ଜୀବନ ।  କିଛି ଦିନ ପୂର୍ବେ ବନ୍ୟାର ପ୍ରଖର ସୁଅରେ ଏକ କାର୍‌ ପଡ଼ିଯାଇଥିବା ବେଳେ ସେଥିରେ ଥିବା ୪ ଜଣ ମୃତ୍ୟୁ ନିଶ୍ଚିତ ବୋଲି ଭାବି ନେଇଥିଲେ। ହେଲେ ସେମାନଙ୍କ ନିକଟକୁ ଦେବଦୂତ ସାଜି ଆସିଲେ ନରେଶ ନାୟକ  ନାମକ ଯୁବକ । ଆଉ ମରଣ ମୁହଁରୁ ଉଦ୍ଧାର କରିନେଲେ ୪ ଜୀବନ ।  ଏପରି ଦେବଦୂତ ସାଜି ୪ ଜଣଙ୍କୁ ନୂଅ ଜୀବନ ଦେଇଥିବା କଟକ ଜିଲ୍ଲା ଖୁଣ୍ଟୁଣୀ ଥାନାର ନରେଶ ନାୟକଙ୍କୁ ସମ୍ମାନିତ କରିବାକୁ ଦାବି ଉଠୁଛି।

କଟକ ଜିଲ୍ଲା ଘଣ୍ଟିଖାଲ ଗଡା ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିଲା । ବନ୍ୟାଜଳରେ ଏକ କାର୍ ଭାସିଯାଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସେହି କାର୍‌ରେ ଡ୍ରାଇଭରଙ୍କ ସମେତ ମୋଟ ୪ଜଣ ଯାତ୍ରୀ ଥିଲେ । ବଞ୍ଚାଇବା ପାଇଁ ସେମାନେ ଆର୍ତ୍ତ ଚିତ୍କାର କରୁଥିଲେ।  ଠିକଣା ସମୟରେ ଦେବଦୂତ ସାଜି ସେମାନଙ୍କୁ ଉଦ୍ଧାର କରିଥିଲେ ଖୁଣ୍ଟୁଣୀ ଥାନାର ନରେଶ ନାୟକ  ।

ନରେଶଙ୍କଠାରୁ ସୂଚନା ପାଇ ଥାନା ଅଧିକାରୀ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ କାର୍‌ରେ ଥିବା ସମସ୍ତ ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ନରେଶଙ୍କର ଏପରି ସାହସିକତା ପାଇଁ ୪ଟି ଅମୂଲ୍ୟ ଜୀବନ ଉଦ୍ଧାର ହୋଇଥିବା ବେଳେ ଏବେ ରାଜ୍ୟ ସରକାର ତାଙ୍କୁ ସମ୍ମାନିତ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

ଆଠଗଡରୁ ବନ୍ୟାଜଳ ଧିରେ ଧିରେ କମିବାରେ ଲାଗିଛି ।  ପୁରଣା କଟକ ସମ୍ବଲପୁର ରାସ୍ତାର ସେହି  ନିଧିପୁର ଗଡାରେ ଏବେବି  ୨ ଫୁଟର ବନ୍ୟାଜଳ ଚାଲିଥିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story