ନଦୀକୁ ଡେଇଁ ପଡ଼ିଲେ ଯୁବତୀ

ବାଙ୍କୀ(ସଂଦୀପ କୁମାର ନାୟକ): ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବତୀ। କଟକ ବାରଙ୍ଗ ଥାନା ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ବ୍ୟାଗ ରଖି ଯୁବତୀ ଜଣକ ଡେଇଁ ପଡ଼ିଥିଲେ। ମାତ୍ର ଯୁବତୀଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଯୁବତୀ ଜଣକ ଭୁବନେଶ୍ୱର ନୟାପଲ୍ଲୀ ଅନ୍ତର୍ଗତ ବେହେରା ସାହିର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଭ୍ୟାନିଟ୍‌ରେ ଥିବା ପରିଚୟପତ୍ରରେ ଯୁବତୀଙ୍କ ନାଁ ପୁଷ୍ପା ବେହେରା ଲେଖାଯାଇଛି। […]

suicide

suicide

Manoranjan Sial
  • Published: Saturday, 23 February 2019
  • Updated: 23 February 2019, 09:36 PM IST

Sports

Latest News

ବାଙ୍କୀ(ସଂଦୀପ କୁମାର ନାୟକ): ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବତୀ। କଟକ ବାରଙ୍ଗ ଥାନା ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ବ୍ୟାଗ ରଖି ଯୁବତୀ ଜଣକ ଡେଇଁ ପଡ଼ିଥିଲେ। ମାତ୍ର ଯୁବତୀଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଯୁବତୀ ଜଣକ ଭୁବନେଶ୍ୱର ନୟାପଲ୍ଲୀ ଅନ୍ତର୍ଗତ ବେହେରା ସାହିର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଭ୍ୟାନିଟ୍‌ରେ ଥିବା ପରିଚୟପତ୍ରରେ ଯୁବତୀଙ୍କ ନାଁ ପୁଷ୍ପା ବେହେରା ଲେଖାଯାଇଛି। ବାରଙ୍ଗ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମହାନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story