ମାଟି ଉଠାକୁ ନେଇ ତେଜୁଛି ଅସନ୍ତୋଷ: ଯୁବକଙ୍କୁ  ଗୁଳିମାଡ଼ ସହ ଘର ଉପରେ ଆକ୍ରମଣ, ପ୍ରଶାସନର ସ୍ଥାଣୁତା ଉପରେ ଉଠିଲା ପ୍ରଶ୍ନ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ମାଟି ଉଠାକୁ ନେଇ ଗୁଳିକାଣ୍ଡ। ବାଲେଶ୍ୱର ସଦର ବ୍ଲକ କଣ୍ଟାବଣିଆ ଗାଁରେ ବୁଧବାର ହୋଇଥିବା ଗୁଳିକାଣ୍ଡ ଘଟଣାରେ ଏଭଳି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା। ମାଟି ଓ ବାଲି ଉଠାକୁ ନେଇ ଗତ କିଛି ବର୍ଷ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଛି। ତେବେ ପ୍ରଶାସନର ସ୍ଥାଣୁତା ଯୋଗୁଁ ମାଟି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ସେପଟେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି। […]

98

98

Tapas Behera
  • Published: Thursday, 31 January 2019
  • Updated: 31 January 2019, 07:49 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ମାଟି ଉଠାକୁ ନେଇ ଗୁଳିକାଣ୍ଡ। ବାଲେଶ୍ୱର ସଦର ବ୍ଲକ କଣ୍ଟାବଣିଆ ଗାଁରେ ବୁଧବାର ହୋଇଥିବା ଗୁଳିକାଣ୍ଡ ଘଟଣାରେ ଏଭଳି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା। ମାଟି ଓ ବାଲି ଉଠାକୁ ନେଇ ଗତ କିଛି ବର୍ଷ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଛି। ତେବେ ପ୍ରଶାସନର ସ୍ଥାଣୁତା ଯୋଗୁଁ ମାଟି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି।

ସେପଟେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି। ବାଲେଶ୍ୱର କଣ୍ଟାବଣିଆ ଓ ସାନଦହପଡା ଅଂଚଳର  ଉଭୟ ଗାଁକୁ ସଂଯୋଗ କରୁଥିବା ବୁଢାବଳଙ୍ଗ ନଦୀ ପଠାରେ ମାଟି ଜମି ରହିଥିବାବେଳେ ଏହି ମାଟି ହିଁ ଏବେ ଦୁଇ ଗାଁ ମଧ୍ୟରେ ସୃଷ୍ଟି କରିଛି ବିବାଦ। ଗତକିଛି ବର୍ଷ ଧରି ମାଟି ଓ ବାଲି ଉଠାକୁ ନେଇ ସାନ ଦହପଡା ଓ କଣ୍ଟାବଣିଆ  ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗିରହିଛି । ଫଳରେ ସାଧାରଣ ଲୋକେ ଏମାନଙ୍କ ଦାଉରୁ ଶାନ୍ତିରେ ଘରେ ରହିପାରୁନଥିବା ଅଭିଯୋଗ ହୋଇଛି ।

ପ୍ରଶାସନର ନାକତଳେ ଏଭଳି ଅହରାତ୍ର ବାଲି ଓ ମାଟି ଉଠାକୁ କେନ୍ଦ୍ରକରି ବୁଧବାର କଣ୍ଟାବଣିଆ ଗାଁର ବିରଞ୍ଚି ଦାସଙ୍କୁ ଗୁଳିକରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗିରହିଥିବାବେଳେ ପୁଲିସ ପକ୍ଷରୁ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ସେପଟେ ବାଲି ଓ ମାଟି ମାଫିଆଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଉପ-ଜିଲ୍ଲାପାଳ କହିଛନ୍ତି । ଘଟଣାକୁ ନେଇ ପୂର୍ବରୁ ମଧ୍ୟ ଅନେକ ଥର ଗଣ୍ଡଗୋଳ ହୋଇଛି। ଅନେକ ଆହତ ମଧ୍ୟ ହୋଇଛନ୍ତି । ଏନେଇ ପୂର୍ବରୁ ମଧ୍ୟ ଓଟିଭିରେ ଖବର ପ୍ରସାରିତ ହୋଇଛି। ହେଲେ ଏହା ସତ୍ତ୍ୱେ ବି ପ୍ରଶାସନର ସ୍ଥାଣୁତା ସ୍ଥାନୀୟ ବାସିନ୍ଦା ପାଇଁ ଚିନ୍ତାର କାରଣ ପାଲଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story