ଯୁବକଙ୍କୁ କଟୁରୀରେ ମରଣାନ୍ତକ ଆକ୍ରମଣ

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା):ମୟୂରଭଞ୍ଜ ଜିଲ୍ଲା ଝରାଡ଼ିହି ଫାଣ୍ଡି ଅନ୍ତର୍ଗତ ଡେଉରାଡ଼ିହି ଗାଁ ନିକଟରେ ଜଣେ ଯୁବକଙ୍କୁ ଚାରି ଜଣ ମିଶି ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଗୁରୁତର ଯୁବକଙ୍କ ନାଁ  ଶୁକରା ଦେହୁରୀ (୩୫)। ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରମଣକାରୀମାନେ ଯୁବକଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ୱିତ ରାତିରେ  ଶୁକରା ନିଜ ପୁତୁରାଙ୍କ ସହ ତାଙ୍କ ଘରକୁ ଫେରୁଥିଲେ। ଏହି ସମୟରେ ୪ ଜଣ ଆସି ତାଙ୍କ ଉପରକୁ କଟୁରୀରେ ମରଣାନ୍ତକ ଆକ୍ରମଣ […]

attack

attack

Jyoshna Pradhan
  • Published: Tuesday, 11 June 2019
  • Updated: 11 June 2019, 10:53 AM IST

Sports

Latest News

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା):ମୟୂରଭଞ୍ଜ ଜିଲ୍ଲା ଝରାଡ଼ିହି ଫାଣ୍ଡି ଅନ୍ତର୍ଗତ ଡେଉରାଡ଼ିହି ଗାଁ ନିକଟରେ ଜଣେ ଯୁବକଙ୍କୁ ଚାରି ଜଣ ମିଶି ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଗୁରୁତର ଯୁବକଙ୍କ ନାଁ  ଶୁକରା ଦେହୁରୀ (୩୫)। ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରମଣକାରୀମାନେ ଯୁବକଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି।

ଗତକାଲି ବିଳମ୍ୱିତ ରାତିରେ  ଶୁକରା ନିଜ ପୁତୁରାଙ୍କ ସହ ତାଙ୍କ ଘରକୁ ଫେରୁଥିଲେ। ଏହି ସମୟରେ ୪ ଜଣ ଆସି ତାଙ୍କ ଉପରକୁ କଟୁରୀରେ ମରଣାନ୍ତକ ଆକ୍ରମଣ କରି ଫେରାର୍ ହୋଇଯାଇଥିଲେ।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos