ଶୋଇଥିବା ବେଳେ ନିଆଁରେ ଜଳିଗଲେ ଯୁବକ!

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗରରେ ଏକ ଦୁଃଖଦ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ଜଣେ ଯୁବକ ଜୀବନ୍ତଦଗ୍ଧ ହୋଇଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ବାବୁନି ଗୋଚ୍ଛାୟତ। ତାଙ୍କ ଘର ନଦୀଗାଁ ପଞ୍ଚାୟତ ପାଟଣା ସାହି ଗାଁରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଧାମନଗର ବ୍ଲକ୍‌ ଅନ୍ତର୍ଗତ କଇଥାଡ଼ିହ ଗାଁର ଗୋଠପଡ଼ିଆ ନିକଟରେ ବାବୁନି ଏକ ଇଟାଭାଟିରେ କାମ କରୁଥିଲେ। ତାଙ୍କ ସହ ଆଉ ୪ଜଣ ମଧ୍ୟ ସେଠାରେ କାମ କରୁଥିଲେ। ଇଟାଭାଟି ନିକଟରେ […]

fire

fire

Jitendra Garnayak
  • Published: Monday, 04 March 2019
  • Updated: 04 March 2019, 12:34 PM IST

Sports

Latest News

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗରରେ ଏକ ଦୁଃଖଦ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ଜଣେ ଯୁବକ ଜୀବନ୍ତଦଗ୍ଧ ହୋଇଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ବାବୁନି ଗୋଚ୍ଛାୟତ। ତାଙ୍କ ଘର ନଦୀଗାଁ ପଞ୍ଚାୟତ ପାଟଣା ସାହି ଗାଁରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଧାମନଗର ବ୍ଲକ୍‌ ଅନ୍ତର୍ଗତ କଇଥାଡ଼ିହ ଗାଁର ଗୋଠପଡ଼ିଆ ନିକଟରେ ବାବୁନି ଏକ ଇଟାଭାଟିରେ କାମ କରୁଥିଲେ। ତାଙ୍କ ସହ ଆଉ ୪ଜଣ ମଧ୍ୟ ସେଠାରେ କାମ କରୁଥିଲେ। ଇଟାଭାଟି ନିକଟରେ ଥିବା ଏକ ଅସ୍ଥାୟୀ ଘରେ ସେମାନେ ସମସ୍ତେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ଉକ୍ତ ଘରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ପରେ ୪ ଜଣ ଘର ବାହାରକୁ ପଳାଇ ଆସିଥିଲେ, ହେଲେ ବାବୁନି ରହି ଯାଇଥିଲେ। ଫଳରେ ନିଆଁରେ ପୋଡ଼ି ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ କୁଡ଼ିଆରେ କେମିତି ନିଆଁ ଲାଗିଲା, ସେ ନେଇ କିଛି ଜଣାପଡ଼ିନାହିଁ।

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଧାମନଗର ପୁଲିସ୍‌କୁ ଖବର ଦେଇଥିଲେ। ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ୍ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story