କେନାଲ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗାଁ ନିକଟସ୍ଥ ଡହ କେନାଲ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୁଦାମ ପଲେଇ। ତାଙ୍କ ଘର ସାନକୋଦଣ୍ଡା ଗାଁରେ ବୋଲି ଜଣାପଡ଼ିଛି। କେନାଲ୍‌କୁ ଗାଧେଇବାକୁ ଯାଇଥିବା ବେଳେ ଲୋକେ ମୃତଦେହକୁ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ କୌଣସି କାରଣରୁ […]

drown

drown

Jitendra Garnayak
  • Published: Sunday, 10 March 2019
  • Updated: 10 March 2019, 01:39 PM IST

Sports

Latest News

ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗାଁ ନିକଟସ୍ଥ ଡହ କେନାଲ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୁଦାମ ପଲେଇ। ତାଙ୍କ ଘର ସାନକୋଦଣ୍ଡା ଗାଁରେ ବୋଲି ଜଣାପଡ଼ିଛି।

କେନାଲ୍‌କୁ ଗାଧେଇବାକୁ ଯାଇଥିବା ବେଳେ ଲୋକେ ମୃତଦେହକୁ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ କୌଣସି କାରଣରୁ ସେ କେନାଲ୍‌ରେ ବୁଡ଼ି ଯାଇଥିବେ ବୋଲି ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos