ସାମାନ୍ୟ ବଚସା ନେଇ ଗଲା ଜୀବନ

<p>ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ପଡ଼ୋଶୀଙ୍କୁ ହତ୍ୟା କଲେ ପଡ଼େଶୀ। ଏହି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମୁରୁଣିଆ ଗାଁରେ। ଗତକାଲି ରାତିରେ ଗାଁରେ ମେଲୋଡି ହେଉଥିଲା। ଏହି ସମୟରେ କୌଣସି କାରଣକୁ ନେଇ ଦୁଇ ପଡୋଶୀ ବିଭୂତି ରାଉତ ଓ ବାବୁ ଖଟୁଆଙ୍କ ମଧ୍ୟରେ ବଚସା ହୋଇଥିଲା। ବାବୁ ଉତ୍ତେଜିତ ହୋଇ ବିଭୂତିଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ବିଭୂତିଙ୍କୁ ସ୍ଥାନୀୟ ଲୋକେ ଜଗତସିଂହପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଅଭିଯୁକ୍ତ ବାବୁ ଫେରାର ହୋଇଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।</p>

Ordigital Desk
  • Published: Tuesday, 16 January 2018
  • Updated: 16 January 2018, 09:52 AM IST
<p>ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ପଡ଼ୋଶୀଙ୍କୁ ହତ୍ୟା କଲେ ପଡ଼େଶୀ। ଏହି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମୁରୁଣିଆ ଗାଁରେ। ଗତକାଲି ରାତିରେ ଗାଁରେ ମେଲୋଡି ହେଉଥିଲା। ଏହି ସମୟରେ କୌଣସି କାରଣକୁ ନେଇ ଦୁଇ ପଡୋଶୀ ବିଭୂତି ରାଉତ ଓ ବାବୁ ଖଟୁଆଙ୍କ ମଧ୍ୟରେ ବଚସା ହୋଇଥିଲା। ବାବୁ ଉତ୍ତେଜିତ ହୋଇ ବିଭୂତିଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ବିଭୂତିଙ୍କୁ ସ୍ଥାନୀୟ ଲୋକେ ଜଗତସିଂହପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଅଭିଯୁକ୍ତ ବାବୁ ଫେରାର ହୋଇଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos