ଇଣ୍ଡିଆ ଗେଟ୍‌ ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇଦେଲା ଓଡ଼ିଆ ଯୁବକ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଓଡ଼ିଆ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଇଣ୍ଡିଆ ଗେଟ୍‌ ସାମ୍ମୁଖ ରାଜପଥର ସେରିମୋନିଆଲ ରୋଡ୍‌ରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ହେଉଛି କାର୍ତ୍ତିକ ମେହେର। ଅଭିଯୋଗରୁ ପ୍ରକାଶ, ଆଜି କାର୍ତ୍ତିକ ଇଣ୍ଡିଆ ଗେଟ୍‌ ବୁଲିବାକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୬ଟା ବେଳେ ଫେରୁଥିବା ବେଳେ ସେରିମୋନିଆଲ ରୋଡ୍‌ରେ ନିଜ ଦେହରେ ତେଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। […]

fire

fire

Manoranjan Sial
  • Published: Wednesday, 18 December 2019
  • Updated: 18 December 2019, 08:36 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଓଡ଼ିଆ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଇଣ୍ଡିଆ ଗେଟ୍‌ ସାମ୍ମୁଖ ରାଜପଥର ସେରିମୋନିଆଲ ରୋଡ୍‌ରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ହେଉଛି କାର୍ତ୍ତିକ ମେହେର।

ଅଭିଯୋଗରୁ ପ୍ରକାଶ, ଆଜି କାର୍ତ୍ତିକ ଇଣ୍ଡିଆ ଗେଟ୍‌ ବୁଲିବାକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୬ଟା ବେଳେ ଫେରୁଥିବା ବେଳେ ସେରିମୋନିଆଲ ରୋଡ୍‌ରେ ନିଜ ଦେହରେ ତେଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ସେଠାରେ ମୁତୟନ ଥିବା ସୁରକ୍ଷାକର୍ମୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ତାଙ୍କ ଶରୀରରେ ୯୦ ପ୍ରତିଶତ ପୋଡ଼ି ଯାଇଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ମାନସିକ ଚାପରୁ ଏପରି କରିଥିବା କାର୍ତ୍ତିକ ପୁଲିସକୁ କହିଛନ୍ତି। ମାତ୍ର କିଏ ମାନସିକ ଚାପ ଦେଉଥିଲା, ତାହା ଜଣାପଡ଼ି ନାହିଁ। ତାଙ୍କ ଘର ପଶ୍ଚିମ ଓଡ଼ିଶାର ସମ୍ୱଲପୁର ଅଞ୍ଚଳ ବୋଲି ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story