ସ୍ତନ କର୍କଟରୁ ରକ୍ଷା କରିବ ‘ଇ-ବ୍ରା’; ୧୮ ବର୍ଷୀୟ ଛାତ୍ରଙ୍କ କମାଲ

ମ୍ୟାକ୍ସିକୋ: ମ୍ୟାକ୍ସିକୋରେ ରହୁଥିବା ୧୮ ବର୍ଷର ଜଣେ ଛାତ୍ର ଜୁଲିୟନ୍‌ ରିୟା କାନଟୁ ଏମିତି ଏକ ଅନ୍ତବସ୍ତ୍ର ପ୍ରସ୍ତୁତ କରିଛନ୍ତି ଯାହା ସ୍ତନ କର୍କଟ ହେଇଛି କି ନାହିଁ ସହଜରେ ଜଣାଇପାରିବ। ଏଥିପାଇଁ ସେ ‘ଗ୍ଲୋବାଲ୍‌ ଷ୍ଟୁଣ୍ଡେଟ୍ ଏଣ୍ଟରପ୍ୟୁନର ଆୱାର୍ଡରେ ପ୍ରଥମ ପୁରସ୍କାର ପାଇଛନ୍ତି। ଜୁଲିୟନ୍‌ କହିଛନ୍ତି ଯେ ତାଙ୍କ ମା’ସ୍ତନ କର୍କଟରେ ପୀଡିତ ଥିଲେ। ଏହା ତାଙ୍କୁ ଏପରି ଅନ୍ତର୍ବସ୍ତ୍ର ତିଆରି କରିବାକୁ ପ୍ରେରିତ କରିଥିଲା। ଏହି ରୋଗ କାରଣରୁ ତାଙ୍କ ମା’ଙ୍କ ଦୁଇଟି ଯାକ […]

bra

bra

Rakesh Mallick
  • Published: Thursday, 04 May 2017
  • Updated: 04 May 2017, 01:10 PM IST

Sports

Latest News

ମ୍ୟାକ୍ସିକୋ: ମ୍ୟାକ୍ସିକୋରେ ରହୁଥିବା ୧୮ ବର୍ଷର ଜଣେ ଛାତ୍ର ଜୁଲିୟନ୍‌ ରିୟା କାନଟୁ ଏମିତି ଏକ ଅନ୍ତବସ୍ତ୍ର ପ୍ରସ୍ତୁତ କରିଛନ୍ତି ଯାହା ସ୍ତନ କର୍କଟ ହେଇଛି କି ନାହିଁ ସହଜରେ ଜଣାଇପାରିବ। ଏଥିପାଇଁ ସେ ‘ଗ୍ଲୋବାଲ୍‌ ଷ୍ଟୁଣ୍ଡେଟ୍ ଏଣ୍ଟରପ୍ୟୁନର ଆୱାର୍ଡରେ ପ୍ରଥମ ପୁରସ୍କାର ପାଇଛନ୍ତି।

ଜୁଲିୟନ୍‌ କହିଛନ୍ତି ଯେ ତାଙ୍କ ମା’ସ୍ତନ କର୍କଟରେ ପୀଡିତ ଥିଲେ। ଏହା ତାଙ୍କୁ ଏପରି ଅନ୍ତର୍ବସ୍ତ୍ର ତିଆରି କରିବାକୁ ପ୍ରେରିତ କରିଥିଲା। ଏହି ରୋଗ କାରଣରୁ ତାଙ୍କ ମା’ଙ୍କ ଦୁଇଟି ଯାକ ସ୍ତନକୁ ଅପରେସନ୍ କରି ବାହାର କରାଯାଇଥିଲା। ଜୁଲିୟନ୍‌ ତାଙ୍କ ୩ ଜଣ ବନ୍ଧୁଙ୍କ ସହ ମିଶି ଏହି ଅନ୍ତବସ୍ତ୍ର ପ୍ରସ୍ତୁତ କରିଛନ୍ତି। ଏହାର ନାଁ ‘ଇ-ବ୍ରା’ ରଖାଯାଇଛି।

ଏହି ଖାସ୍‌ ଅନ୍ତର୍ବସ୍ତ୍ରରେ ୨୦୦ରୁ ଅଧିକ ବାୟୋସେନନସର୍‌ ଲଗାଯାଇଛି। ଯାହା ସ୍ତନର ଉପର ଓ ତଳ ଭାଗ ସମ୍ପର୍କରେ ସୂଚନା ଦେବା ସହ ତାପମାତ୍ରା, ଆକାର ଓ ଓଜନରେ ହେଉଥିବା ପରିବର୍ତ୍ତନ ଉପରେ ନଜର ରଖିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story