୨ ବର୍ଷ ବୟସରେ ଟାଣୁଥିଲା ୪୦ ସିଗାରେଟ୍; ଏବର ଅବସ୍ଥା ଜାଣିବା ପାଇଁ କ୍ଲିକ୍ କରନ୍ତୁ

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଯେଉଁ କଥା କହିବାକୁ ଯାଉଛୁ ଶୁଣିବା ମାତ୍ରେ ତାଜୁବ୍‌ ହୋଇଯିବେ।  ଇଣ୍ଡାନେସିଆର ସୁମତ୍ରାରେ ରହୁଥିବା ଏହି ୨ ବର୍ଷର  ଶିଶୁ ଆଦି ଗୋଟିଏ ଦିନରେ ଟାଣୁଥିଲା ୪୦ଟି ସିଗାରେଟ୍‌ । ସାତ ବର୍ଷ ତଳେ ଆଦିର ସିଗାରେଟ୍‌ ଟାଣୁଥିବା ଫଟୋ ଭାଇରାଲ୍‌ ହୋଇଥିଲା। ଯାହା ସାରା ଦୁନିଆକୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଏବେ ଶିଶୁଟିର ବୟସ ୯ ବର୍ଷ ହୋଇଯାଇଛି। ଶିଶୁଟିର ମା’ କହିଛନ୍ତି ଆଦିକୁ ଯେତେବେଳେ ୧୮ ମାସ ହୋଇଥିଲା […]

smoking

smoking

Rakesh Mallick
  • Published: Thursday, 04 May 2017
  • Updated: 04 May 2017, 01:43 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଯେଉଁ କଥା କହିବାକୁ ଯାଉଛୁ ଶୁଣିବା ମାତ୍ରେ ତାଜୁବ୍‌ ହୋଇଯିବେ।  ଇଣ୍ଡାନେସିଆର ସୁମତ୍ରାରେ ରହୁଥିବା ଏହି ୨ ବର୍ଷର  ଶିଶୁ ଆଦି ଗୋଟିଏ ଦିନରେ ଟାଣୁଥିଲା ୪୦ଟି ସିଗାରେଟ୍‌ । ସାତ ବର୍ଷ ତଳେ ଆଦିର ସିଗାରେଟ୍‌ ଟାଣୁଥିବା ଫଟୋ ଭାଇରାଲ୍‌ ହୋଇଥିଲା। ଯାହା ସାରା ଦୁନିଆକୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଏବେ ଶିଶୁଟିର ବୟସ ୯ ବର୍ଷ ହୋଇଯାଇଛି। ଶିଶୁଟିର ମା’ କହିଛନ୍ତି ଆଦିକୁ ଯେତେବେଳେ ୧୮ ମାସ ହୋଇଥିଲା ସେହିଦିନଠାରୁ ତା ବାପା ତାକୁ ସିଗାରେଟ୍‌ ପିଇବାକୁ ଦେଇଥିଲେ। ତା’ପରେ ଆଦିର ସିଗାରେଟ୍‌ ଟାଣିବା ଅଭ୍ୟାସରେ ପରିଣତ ହୋଇଯାଇଥିଲା।

ଆଦିକୁ ସିଗାରେଟ୍‌ ଅଭ୍ୟାସ ଛଡ଼ାଇବା ପାଇଁ  ସରକାର ଠାରୁ  ଆରମ୍ଭ କରି ଡାକ୍ତର ଓ ତାଙ୍କ ମା’ ସମସ୍ତେ ଚେଷ୍ଟା ଚଳାଇଥିଲେ। ତେବେ ଆଦିକୁ ସିଗାରେଟ୍‌ ଛଡ଼ାଇବା ଏତେଟା ସହଜ ନଥିଲା। ସିଗାରେଟ୍‌ ଟାଣିବା ଦ୍ୱାରା ତାର ଖାଦ୍ୟ ଖାଇବାର ପରିମାଣ କମିଆସିଥିଲେ ମଧ୍ୟ ୫ ବର୍ଷ ବୟସରେ ତାର ଓଜନ ୬ କିଲୋ ଅଧିକ ହୋଇଯାଇଥିଲା। କିନ୍ତୁ ଏବ ଆଦିର ଶରୀରରେ ପରିବର୍ତ୍ତନ ଆସିଛି। ସମସ୍ତଙ୍କ ପ୍ରଚେଷ୍ଟାରେ ଆଦି ସିଗାରେଟ୍ ଛାଡି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story