ଦୁଇଶହ ଟଙ୍କାର ମୁଦି ବିକ୍ରିହେଲା ୫.୪୬ କୋଟିରେ: ୩୭ବର୍ଷ ପରେ ଜାଣିବାକୁ ମିଳିଲା ମୁଦିର ଅସଲି ପରିଚୟ

ଦୁଇଶହ ଟଙ୍କାର ମୁଦିର ଦାମ ୫.୪୬ କୋଟି। ଆପଣ ବିଶ୍ୱାସ କରିପାରୁଛନ୍ତି ତ ? କଥାଟା କିନ୍ତୁ ଏକଦମ ସତ। ଏଭଳି ଏକ ଘଟଣା ଘଟିଛି ଲଣ୍ଡନ ସହରରେ। ଜଣେ ମହିଳା  ୩୭ ବର୍ଷ ତଳେ ଗୋଟେ ମୁଦିକୁ ମାତ୍ର ୨୦୦ ଟଙ୍କାରେ କିଣି ନିଜ ଆଙ୍ଗୁଳିରେ ପିନ୍ଧି ଆସୁଥିଲେ। କିନ୍ତୁ ନିକଟରେ ସେ ଜାଣିବାକୁ ପାଇଲେ ଯେ ସେ ପିନ୍ଧିଥିବା ମୁଦିଟି ହୀରା ମୁଦି ବୋଲି। ଏକଥାକୁ କିନ୍ତୁ ସେ  ସହଜରେ ବିଶ୍ୱାସ କରି ନ […]

ring-bandita

ring-bandita

Rakesh Mallick
  • Published: Sunday, 11 June 2017
  • Updated: 11 June 2017, 05:12 PM IST

Sports

Latest News

ଦୁଇଶହ ଟଙ୍କାର ମୁଦିର ଦାମ ୫.୪୬ କୋଟି। ଆପଣ ବିଶ୍ୱାସ କରିପାରୁଛନ୍ତି ତ ? କଥାଟା କିନ୍ତୁ ଏକଦମ ସତ। ଏଭଳି ଏକ ଘଟଣା ଘଟିଛି ଲଣ୍ଡନ ସହରରେ। ଜଣେ ମହିଳା  ୩୭ ବର୍ଷ ତଳେ ଗୋଟେ ମୁଦିକୁ ମାତ୍ର ୨୦୦ ଟଙ୍କାରେ କିଣି ନିଜ ଆଙ୍ଗୁଳିରେ ପିନ୍ଧି ଆସୁଥିଲେ। କିନ୍ତୁ ନିକଟରେ ସେ ଜାଣିବାକୁ ପାଇଲେ ଯେ ସେ ପିନ୍ଧିଥିବା ମୁଦିଟି ହୀରା ମୁଦି ବୋଲି। ଏକଥାକୁ କିନ୍ତୁ ସେ  ସହଜରେ ବିଶ୍ୱାସ କରି ନ ଥିଲେ। ତେଣୁ ପାଖ ଗହଣା ଦେକାନରେ ସେ ମୁଦିଟିକୁ ଦେଖାଇବାରୁ ଦୋକାନୀ ଜଣକ ଏହା ହୀରା ମୁଦି ବୋଲି କହିଥିଲେ। ଏବଂ ଏହାପରେ  ମୁଦିର ଆନୁମାନିକ ମୂଲ୍ୟ ୨.୯ କୋଟି ବୋଲି ଜଣା ପଡିଥିଲା।

ଅନ୍ୟପଟେ ଏହି ମୁଦି ସମ୍ପର୍କରେ ଜାଣିବା ପରେ ଏକ ଗହଣା ନିଲାମୀ ସଂସ୍ଥା ମହିଳାଙ୍କ ସହ ଯୋଗାଯୋଗ କରି ଏହାର ନିଲାମ ପ୍ରକିୟା ଆରମ୍ଭ କରିଥିଲେ। ଫଳରେ ନିଲାମରେ ମୁଦିଟି ୫.୪୬ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ମୁଦିରେ ଲାଗିଥିବା ହୀରାକୁ ଚିହ୍ନି ନ ହେବାର କାରଣ ହେଲା ଏହି ହୀରାଟି ବହୁତ ପୁରୁଣା ପଦ୍ଧତିରେ କଟା ହୋଇଥିଲା ଫଳରେ ଏହି ମୁଦି ଉପରେ ଆଲେକ ପଡିଲେ ଏହା ଚମକୁ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story