ଛୋଟା ପ୍ୟାକେଟ୍‌, ବଡ଼ା ଧମାକା- ସତ ହୋଇଛି ବିକାଶଙ୍କ କ୍ଷେତ୍ରରେ

ପାଟନା: କୁହାଯାଏ ‘ଛୋଟା ପ୍ୟାକେଟ୍‌, ବଡ଼ା ଧମାକା’। ଏହାକୁ ସତ କରି ଦେଖାଇଛନ୍ତି ବିହାରର ସମସ୍ତିପୁର ଜିଲ୍ଲାର ବିକାଶ ପୋଦ୍ଦାର।  ୩.୬ ଫୁଟ୍ ଉଚ୍ଚତାର ବିକାଶ ଏବେ ଇଞ୍ଜିନିୟର। ସେ ଏନ୍‌ଆଇଟିର ସବୁଠୁ ଛୋଟ ଅର୍ଥାତ୍ ଉଚ୍ଚତାରେ ଛୋଟ ଇଞ୍ଜିନିୟର। ଏନ୍‌ଆଇଟି ଜଳନ୍ଧରରେ ଗତକାଲି ଦୀକ୍ଷାନ୍ତ ସମାରୋହରେ ଡିଗ୍ରୀ ଗ୍ରହଣ କରିଛନ୍ତି ବିକାଶ। ସେ ଚାକିରି ବି ପାଇ ସାରିଛନ୍ତି। ବିକାଶ ଦୂର ସଞ୍ଚାର ବିଭାଗର ସି-ଡଟ୍‌-ସେଣ୍ଟର (ସେଣ୍ଟର ଫର୍‌ ଡେଭଲପମେଣ୍ଟ ଅଫ୍‌ ଟେଲିମେଟିକ୍ସ)ରେ ରିସର୍ଚ୍ଚ ଡେଭଲପମେଣ୍ଟ […]

engineer

engineer

Rakesh Mallick
  • Published: Monday, 01 May 2017
  • Updated: 01 May 2017, 11:34 AM IST

ପାଟନା: କୁହାଯାଏ ‘ଛୋଟା ପ୍ୟାକେଟ୍‌, ବଡ଼ା ଧମାକା’। ଏହାକୁ ସତ କରି ଦେଖାଇଛନ୍ତି ବିହାରର ସମସ୍ତିପୁର ଜିଲ୍ଲାର ବିକାଶ ପୋଦ୍ଦାର।  ୩.୬ ଫୁଟ୍ ଉଚ୍ଚତାର ବିକାଶ ଏବେ ଇଞ୍ଜିନିୟର। ସେ ଏନ୍‌ଆଇଟିର ସବୁଠୁ ଛୋଟ ଅର୍ଥାତ୍ ଉଚ୍ଚତାରେ ଛୋଟ ଇଞ୍ଜିନିୟର। ଏନ୍‌ଆଇଟି ଜଳନ୍ଧରରେ ଗତକାଲି ଦୀକ୍ଷାନ୍ତ ସମାରୋହରେ ଡିଗ୍ରୀ ଗ୍ରହଣ କରିଛନ୍ତି ବିକାଶ। ସେ ଚାକିରି ବି ପାଇ ସାରିଛନ୍ତି।

ବିକାଶ ଦୂର ସଞ୍ଚାର ବିଭାଗର ସି-ଡଟ୍‌-ସେଣ୍ଟର (ସେଣ୍ଟର ଫର୍‌ ଡେଭଲପମେଣ୍ଟ ଅଫ୍‌ ଟେଲିମେଟିକ୍ସ)ରେ ରିସର୍ଚ୍ଚ ଡେଭଲପମେଣ୍ଟ ବିଭାଗରେ କାର୍ଯ୍ୟ କରିବେ। କ୍ୟାମ୍ପସ୍‌ ପ୍ଳେସମେଣ୍ଟ୍ ଯୋଗେ ସେ ଏହି ଚାକିରି ପାଇଛନ୍ତି। ସି-ଡଟ୍‌ ତାଙ୍କୁ ୧୦ ଲକ୍ଷ ଟଙ୍କାର ପ୍ୟାକେଜ୍‌ ଦେବ। ବିକାଶଙ୍କ ବାପା ଏକ ବାସନକୁସନ ଦୋକାନ ଦେଇଛନ୍ତି।

ଜନ୍ମରୁ ଜେନେଟିକାଲ ଡିସ୍‌ଅଡର୍‌ କାରଣରୁ ବିକାଶଙ୍କ ଉଚ୍ଚତା ବଢିପାରି ନ ଥିଲା। ତାଙ୍କ ପରିବାରର ଆର୍ଥିକ ସମ୍ୱଳ ମଧ୍ୟ ଏତେଟା ଭଲ ନଥିଲା। ବିକାଶ ସମ୍ପର୍କରେ ଖବର କାଗଜରେ ରିପୋର୍ଟ ପ୍ରକାଶ ପାଇବା ପରେ କିଛି ବ୍ୟବସାୟୀ ଓ ବ୍ୟାଙ୍କ ତାଙ୍କୁ ସହାୟତାର ହାତ ବଢାଇଥିଲା। ୨୦୧୨ରେ ଏନ୍‌ଆଇଟି ଜଳନ୍ଧରରେ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆଡମିସନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story