ଘାତକ ସାଜୁଛି ଅନ୍‌ଲାଇନ୍‌ ଖେଳ: କେବଳ ବ୍ଲୁ ହୁଏଲ ନୁହେଁ, ପୂର୍ବରୁ ଆଉ ୫ଟି ଗେମ୍ ମଧ୍ୟ ଜୀବନ ନେଇଛନ୍ତି

ବ୍ଲୁ ହୁଏଲ ହେଉଛି ଏକ ଅନଲାଇନ ଜୀବନଘାତକ ଗେମ୍‌। ଏହା ଭାରତରେ ନିଜର ଉପସ୍ଥିତି ଜାହିର କରିସାରିଛି। ଏହି ଗେମ୍ ଯୋଗୁଁ ପୂରା ବିଶ୍ୱରେ ଅନେକ ଲୋକ ପ୍ରାଣ ହରାଇ ସାରିଲେଣି। ବ୍ଲୁ ହୁଏଲ ଗେମ୍‌କୁ ଫିଲିପ ବୁଡେଇକିନ ନାମକ ଜଣେ ଯୁବକ ୨୦୧୩ରେ ପ୍ରସ୍ତୁତ କରିଥିଲେ। ଏହି ଗେମ୍‌ ଖେଳି ୨୦୧୫ରେ ଋଷରେ ଜଣେ ବ୍ୟକ୍ତି ପ୍ରଥମ ସୁଇସାଇଡ୍‌ କରିଥିଲେ। ତେବେ ଏହା ଦୁନିଆର ପ୍ରଥମ ସୁଇସାଇଡ୍‌ ଗେମ୍‌ ନୁହେଁ। ଆହୁରି ୫ଟି ଗେମ୍‌ ଅଛି […]

game

game

Rakesh Mallick
  • Published: Wednesday, 16 August 2017
  • Updated: 16 August 2017, 02:06 PM IST

ବ୍ଲୁ ହୁଏଲ ହେଉଛି ଏକ ଅନଲାଇନ ଜୀବନଘାତକ ଗେମ୍‌। ଏହା ଭାରତରେ ନିଜର ଉପସ୍ଥିତି ଜାହିର କରିସାରିଛି। ଏହି ଗେମ୍ ଯୋଗୁଁ ପୂରା ବିଶ୍ୱରେ ଅନେକ ଲୋକ ପ୍ରାଣ ହରାଇ ସାରିଲେଣି। ବ୍ଲୁ ହୁଏଲ ଗେମ୍‌କୁ ଫିଲିପ ବୁଡେଇକିନ ନାମକ ଜଣେ ଯୁବକ ୨୦୧୩ରେ ପ୍ରସ୍ତୁତ କରିଥିଲେ। ଏହି ଗେମ୍‌ ଖେଳି ୨୦୧୫ରେ ଋଷରେ ଜଣେ ବ୍ୟକ୍ତି ପ୍ରଥମ ସୁଇସାଇଡ୍‌ କରିଥିଲେ। ତେବେ ଏହା ଦୁନିଆର ପ୍ରଥମ ସୁଇସାଇଡ୍‌ ଗେମ୍‌ ନୁହେଁ। ଆହୁରି ୫ଟି ଗେମ୍‌ ଅଛି ଯେଉଁଗୁଡ଼ିକ ମଣିଷ ଜୀବନ ନେଇ ସାରିଛନ୍ତି।
ପୋକେମୋନ ଗୋ- ଏହି ଗେମ୍‌ ଖେଳୁଥିବା ଲୋକେ ଦୁନିଆ ବିଷୟରେ କିଛି ଖବର ରଖନ୍ତି ନାହିଁ। ସେମାନେ କେବଳ ମୋବାଇଲ୍ ଫୋନ୍‌ରେ ପୋକେମୋନକୁ ଖୋଜିବାରେ ବ୍ୟସ୍ତ ରହନ୍ତି। ଏହି ଗେମ୍‌ ଖେଳୁଥିବା ଲୋକଙ୍କର ନିଶା ଏମିତି ବଢ଼ିଯାଏ ଯେ ଅନେକ ସମୟରେ ନଦୀ, ପୋଖରୀରେ ଡେଇଁ ପଡ଼ନ୍ତି। ବେଳବେଳେ ଉଚ୍ଚକୋଠାରୁ ବି ଡେଇଁ ପଡ଼ନ୍ତି। ଅନେକ ସମୟରେ ଏହି ଗେମ୍ ଖେଳୁଥିବା ଲୋକେ ପୋକେମୋନକୁ ଖୋଜି ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୁଅନ୍ତି। ସାରା ବିଶ୍ୱରେ ଅନେକ ଲୋକ ଏହି ଗେମ୍ ଯୋଗୁ ଜୀବନ ହରାଇଛନ୍ତି।
ଭାମ୍ପିୟର ବିଟିଂ- ଏହା ଗେମ୍ ଖେଳାଳିଲା ବେଳେ ଖେଳାଳି ଭାମ୍ପିୟର ବା ପିଶାଚ ଭଳି ବ୍ୟବହାର କରେ। ଏହି ଖେଳରେ ଖେଳାଳିଙ୍କୁ ଲୋକଙ୍କୁ ଦାନ୍ତରେ କାମୁଡ଼ିବାକୁ ହୁଏ। କାମୁଡ଼ିବା ଦ୍ୱାରା ରକ୍ତ ସିଧାସଳଖ ମୁହଁ ସଂସ୍ପର୍ଶରେ ଆସେ ଏବଂ ଏଥିଯୋଗୁଁ ସଂକ୍ରମଣ ଭଳି କ୍ଷତିକାରକ ରୋଗର ଶିକାର ହୁଏ। ଏପରିକି ଏଥିଯୋଗୁଁ ଖେଳାଳିଙ୍କ ମୃତ୍ୟୁ ବି ହୋଇଥାଏ।
ଦି କାର ସର୍ଫିଙ୍ଗ ଚ୍ୟାଲେଞ୍ଜ- ଏହି ଗେମରେ ଖେଳାଳି ନିଜର ଚଳନ୍ତା କାରର ଛାତ ଉପରେ କିମ୍ବା ବମ୍ପର ଉପରେ ଠିଆ ହେବାକୁ କୁହାଯାଇଥାଏ। ଫଳରେ ଅନେକ ସମୟରେ ଖେଳାଳିମାନେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥାନ୍ତି ।
କାଇଲି ଲିପ ଚ୍ୟାଲେଞ୍ଜ- ଏହି ଗେମ୍‌ରେ କାଚ ବୋତଲ ଭିତରେ ଓଠକୁ ଭର୍ତ୍ତି କରିବା ପରେ ଭିତର ଆଡ଼କୁ ଟାଣିବାକୁ ହୁଏ। କିଛି ସମୟ ଧରି ଲଗାତାର ଭାବେ ଏମିତି କରିବାକୁ କୁହାଯାଏ। କିଛି ସମୟ ପରେ ଓଠ ଫୁଲିବାକୁ ଲାଗେ ଏବଂ ଖେଳାଳି ଯନ୍ତ୍ରଣାରେ ଛଟପଟ ହୁଏ। ଏହି ଗେମ୍‌ରେ ଅନେକ ସମୟରେ କାଚ ବୋତଲ ଭାଙ୍ଗି ଯାଏ ଓ ମୁହଁ ଭିତରେ ପଶିଯାଏ। ଏଥିରେ ଜୀବନ ଯିବାର ବି ଭୟ ଥାଏ।
ଦି ଚୋକିଙ୍ଗ ଗେମ୍‌- ଏଥିରେ ଜଣେ ଖେଳାଳି ଅନ୍ୟ ଖେଳାଳିର ତଣ୍ଟି ଚିପେ। ଫଳରେ ସେ ଅଣନିଶ୍ୱାସୀ ଅନୁଭବ କରନ୍ତି। ଖେଳାଳି ଜଣଙ୍କ କେତେ ସମୟ ଯନ୍ତ୍ରଣାକୁ ସହି ପାରନ୍ତି ତାହା ଏହି ଖେଳରେ ଦେଖାଯାଏ। ଛୁଆମାନେ ଗେମ୍ ଜିତିବା ନିଶାରେ ଯେତେ ଯନ୍ତ୍ରଣା ହେଲେ ବି ତାହାକୁ ସହ୍ୟ କରିବାକୁ ଉଦ୍ୟମ କରନ୍ତି ଓ ଜୀବନ ହରାନ୍ତି। ଅନେକ ସମୟରେ ଖେଳାଳି ଅଚେତ ହୋଇଯାଆନ୍ତି ଓ ମସ୍ତିଷ୍କକୁ ଅକ୍ସିଜେନ୍‌ ବି ଯିବା କମି ଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story