ଏକା ଥରେ ବାହାରିଲେ ୫୬ ଅଜଗର: ଦେଖିବାକୁ ଲମ୍ବା ଲାଇନ୍‌, ଭାରତର ପ୍ରଥମ ଘଟଣା

ସାପ ନାଁ ଶୁଣିଲେ ଅନେକ ଲୋକଙ୍କୁ ଡର ଲାଗେ। ହେଲେ ଯେତେବେଳେ ଅଜଗର ସାପ କଥା ପଡେ ନିଶ୍ଚିତ ମନ ଭିତରେ ଏକ ଭୟ ସୃଷ୍ଟି ହୋଇଥାଏ। ଗୋଟିଏ କିମ୍ବା ଦୁଇଟି ନୁହେଁ ଯଦି ୫୬ଟି ଅଜଗର ସାପକୁ ଏକାଥରେ ଆପଣ ସାମ୍ନାରେ ଦେଖିବେ ତେବେ କିଭଳି ପରିସ୍ଥିତି ସୃଷ୍ଟି ହେବ। ବିଶ୍ୱାସ ନ ହେଲେ ବି କଥାଟା ଏକଦମ୍‌ ସତ। କୋଲକାତା ଅଲିପୁର୍‌ ଚିଡିଆଖାନାରେ ଏକା ଥରେ ୫୬ଟି ଅଜଗର ଛୁଆ ଜନ୍ମ ନେଇଛନ୍ତି। ରକ୍‌, […]

python

Rakesh Mallick
  • Published: Friday, 16 June 2017
  • , Updated: 16 June 2017, 06:47 PM IST

ସାପ ନାଁ ଶୁଣିଲେ ଅନେକ ଲୋକଙ୍କୁ ଡର ଲାଗେ। ହେଲେ ଯେତେବେଳେ ଅଜଗର ସାପ କଥା ପଡେ ନିଶ୍ଚିତ ମନ ଭିତରେ ଏକ ଭୟ ସୃଷ୍ଟି ହୋଇଥାଏ। ଗୋଟିଏ କିମ୍ବା ଦୁଇଟି ନୁହେଁ ଯଦି ୫୬ଟି ଅଜଗର ସାପକୁ ଏକାଥରେ ଆପଣ ସାମ୍ନାରେ ଦେଖିବେ ତେବେ କିଭଳି ପରିସ୍ଥିତି ସୃଷ୍ଟି ହେବ। ବିଶ୍ୱାସ ନ ହେଲେ ବି କଥାଟା ଏକଦମ୍‌ ସତ। କୋଲକାତା ଅଲିପୁର୍‌ ଚିଡିଆଖାନାରେ ଏକା ଥରେ ୫୬ଟି ଅଜଗର ଛୁଆ ଜନ୍ମ ନେଇଛନ୍ତି। ରକ୍‌, ବୁର୍ମି ଓ ରେକ୍ଟାକୁଲେଟେଡ୍‌ ପ୍ରଜାତିର ଭୟଙ୍କର ଅଜଗରଙ୍କ ଠାରୁ ଏହି ୫୬ଟି ଅଜଗର ଜନ୍ମ ନେଇଛନ୍ତି।

ପ୍ରଥମ ଥର ପାଇଁ ଭାରତରେ ଏଭଳି ଘଟଣା ଘଟିଛି। ଫଳରେ ଏହି ୫୬ଟି ଅଜଗରକୁ ଦେଖିବାକୁ ଏବେ ଅଲିପୁର ଚିଡିଆଖାନାକୁ ଦର୍ଶକଙ୍କ ଲମ୍ବା ଲାଇନ୍‌ ଲାଗୁଛି।

Related story