ମାତ୍ର ୭୨ ଟଙ୍କାରେ ଫ୍ଳାଟ୍‌ ! ମାସିକ ଭଡ଼ା ନୁହେଁ ବିକ୍ରି ପାଇଁ ଦାମ୍‌

ଆପଣ ଘର କିଣିବାକୁ ଚାହୁଁଛନ୍ତି କି? ତାହାହେଲେ ୭୨ ଟଙ୍କାରେ ଘର କିଣନ୍ତୁ। ଏହି ସୁବିଧା ଇଟାଲୀର ଗାଙ୍ଗିରେ ପାଇ ପାରିବେ। ଘରର ଦାମ୍‌ ମାତ୍ର  ୭୨ ଟଙ୍କା। ହେଲେ ଏ ଅଚଂଳରେ ଘର କିଣିବାକୁ କେହି ଚାହୁଁ ନାହାଁନ୍ତି। ତେବେ କାହିଁକି ଏତେ ଶସ୍ତା ସତ୍ତ୍ୱେ କେହି କିଣୁ ନାହାଁନ୍ତି ଘର। କାରଣ ହେଲା ଏ ଅଚଂଳଟି ବିପଦପୂର୍ଣ୍ଣ। ସୂଚନା ମୁତାବକ, ଯେଉଁମାନେ ଏ ଅଚଂଳରେ ରହନ୍ତି, ସେମାନଙ୍କୁ ଚାକିରି ମିଳିନଥାଏ। ଏପରିକି କଥା କଥାକେ ଏ […]

flate in india

flate in india

Rakesh Mallick
  • Published: Saturday, 22 April 2017
  • Updated: 22 April 2017, 03:00 PM IST

Sports

Latest News

ଆପଣ ଘର କିଣିବାକୁ ଚାହୁଁଛନ୍ତି କି? ତାହାହେଲେ ୭୨ ଟଙ୍କାରେ ଘର କିଣନ୍ତୁ। ଏହି ସୁବିଧା ଇଟାଲୀର ଗାଙ୍ଗିରେ ପାଇ ପାରିବେ। ଘରର ଦାମ୍‌ ମାତ୍ର  ୭୨ ଟଙ୍କା। ହେଲେ ଏ ଅଚଂଳରେ ଘର କିଣିବାକୁ କେହି ଚାହୁଁ ନାହାଁନ୍ତି। ତେବେ କାହିଁକି ଏତେ ଶସ୍ତା ସତ୍ତ୍ୱେ କେହି କିଣୁ ନାହାଁନ୍ତି ଘର। କାରଣ ହେଲା ଏ ଅଚଂଳଟି ବିପଦପୂର୍ଣ୍ଣ।

ସୂଚନା ମୁତାବକ, ଯେଉଁମାନେ ଏ ଅଚଂଳରେ ରହନ୍ତି, ସେମାନଙ୍କୁ ଚାକିରି ମିଳିନଥାଏ। ଏପରିକି କଥା କଥାକେ ଏ ଅଚଂଳର ଲୋକଙ୍କୁ ଅପହରଣ କରି ନିଅନ୍ତି ଦୁର୍ବୃତ୍ତ। ଭୟ ଓ ଆତଙ୍କ ଘେରି ରହି ଥିବାରୁ ଏ ଅଚଂଳରେ ଘର କିଣି ରହିବାକୁ କେହି ସାହାସ ଜୁଟାଇ ପାରୁନାହାଁନ୍ତି।

ସ୍ଥାନୀୟ ମେୟର ଘୋଷଣା କରିଛନ୍ତି, ୭୨ ଟଙ୍କାରେ (ଏକ ୟରୋ)ରେ ଘର ବିକ୍ରି କରାଯିବ। ଯେଉଁ ବ୍ୟକ୍ତି ଘର କିଣିବେ ସେମାନଙ୍କ ପାଇଁ କିଛି ସର୍ତ୍ତ ରହିଛି।  ଘରଟି ପୁରୁଣା ହୋଇଯାଇଥିବାରୁ ଏହାର ମରାମତି ପାଇଁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story