କୁକୁରକୁ ମିଳିଥିଲା ମୃତ୍ୟୁଦଣ୍ଡ; ରାଜ୍ୟପାଳ କଲେ ମାଫ୍

ଆମେରିକାର ମୈନ୍ ପ୍ରଦେଶର ଏକ କୁକୁରକୁ ମୃତ୍ୟୁଦଣ୍ଡ ଶୁଣାଯାଇଥିଲା। ତା’ ନାଁ ଡକୋଟା। ବର୍ଷେ ତଳେ ସେ ଏକ ଛୋଟ କୁକୁରକୁ ମାରି ଦେବାରୁ ତାକୁ ‘ବିପଦଜ୍ଜନକ’ ଘୋଷଣା କରାଯାଇ ଏହି ସଜ୍ଜା ଶୁଣାଯାଇଥିଲା। ତେବେ ମୈନ୍ ରାଜ୍ୟପାଳ ପଲ ଲେପେଜ କୁକୁରଟିକୁ କ୍ଷମା କରି ଦେଇଛନ୍ତି।  ନିଜର ସାମ୍ବିଧାନିକ ଅଧିକାର ବଳରେ ସେ କୁକୁରଟିକୁ କ୍ଷମା କରି ଦେଇଛନ୍ତି। ତାକୁ ଆଉ ମୃତ୍ୟୁଦଣ୍ଡ ଦିଆଯିବ ନାହିଁ।

dog

Rakesh Mallick
  • Published: Monday, 03 April 2017
  • , Updated: 03 April 2017, 02:13 PM IST

Related story