ଶୁଣିଲେନି କେହି; କାଠ ପୋଲ ତିଆରି କଲେ ଗାଁ ଲୋକେ

ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ଗାଁର ନାଁ ପରଡ଼ିଗୁଡ଼ା। ଏହା ରାୟଗଡ଼ା ଜିଲ୍ଲା  ବିଷମକଟକ ବ୍ଲକ୍‌ରେ ଅବସ୍ଥିତ। ଏହି ଗାଁରେ  ପ୍ରାୟ ୨୦୦ ଲୋକ ବସବାସ କରନ୍ତି। ଏମାନେ ସମସ୍ତେ ଆଦିବାସୀ ସମ୍ପ୍ରଦାୟର। ହେଲେ ଆଜି ଯାଏ ଗାଁକୁ  ଯିବା ଆସିବା ପାଇଁ  ଭଲ ରାସ୍ତା ଟିଏ ନିର୍ମାଣ ହୋଇପାରି ନାହିଁ। ଗାଁକୁ ଯିବା ପାଇଁ ହେଲେ  ଖାଲଖମା, ପଥର  ଓ ଜଙ୍ଗଲଭରା ରାସ୍ତା ଦେଇ  ଯିବାକୁ ପଡ଼ିବ। ତେବେ ଏହି ଗାଁକୁ ଯିବା ପାଇଁ ବହୁ ବର୍ଷ ତଳେ […]

muniguda

muniguda

Jyoshna Pradhan
  • Published: Monday, 21 October 2019
  • Updated: 21 October 2019, 10:04 PM IST

Sports

Latest News

ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ଗାଁର ନାଁ ପରଡ଼ିଗୁଡ଼ା। ଏହା ରାୟଗଡ଼ା ଜିଲ୍ଲା  ବିଷମକଟକ ବ୍ଲକ୍‌ରେ ଅବସ୍ଥିତ। ଏହି ଗାଁରେ  ପ୍ରାୟ ୨୦୦ ଲୋକ ବସବାସ କରନ୍ତି। ଏମାନେ ସମସ୍ତେ ଆଦିବାସୀ ସମ୍ପ୍ରଦାୟର। ହେଲେ ଆଜି ଯାଏ ଗାଁକୁ  ଯିବା ଆସିବା ପାଇଁ  ଭଲ ରାସ୍ତା ଟିଏ ନିର୍ମାଣ ହୋଇପାରି ନାହିଁ। ଗାଁକୁ ଯିବା ପାଇଁ ହେଲେ  ଖାଲଖମା, ପଥର  ଓ ଜଙ୍ଗଲଭରା ରାସ୍ତା ଦେଇ  ଯିବାକୁ ପଡ଼ିବ। ତେବେ ଏହି ଗାଁକୁ ଯିବା ପାଇଁ ବହୁ ବର୍ଷ ତଳେ ମାଳି ଶିରିପୁର ଠାରୁ ଏକ ମାଟି ରାସ୍ତା ତିଆରି ହୋଇଥିଲା। ଏବେ ଏହି ରାସ୍ତା ଦେଇ ଯିବା ବିପଦଜନକ। ଗାଁକୁ ଆମ୍ୱୁଲାନ୍ସ ଆସେ ନାହିଁ। କେବଳ  ସାଇକେଲ ବା ମଟର ସାଇକେଲରେ ଗାଁ ଲୋକେ ଯିବା ଆସିବା କରନ୍ତି। ଦୁର୍ଭାଗ୍ୟର ବିଷୟ ହେଉଛି ଯେ  ରାସ୍ତାରେ ଥିବା ପୋଲଟି ଗତ ଲଗାଣ ବର୍ଷାରେ ଭାଙ୍ଗିଗଲା। ଯାହାଫଳରେ ଏହି ଗାଁ ଲୋକେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିଲେ। ପରେ ପ୍ରଶାସନ ନିକଟରେ  ବହୁ ଗୁହାରି କରି ନିରାଶ ହେଲା ପରେ ଶେଷରେ  ନିଜ ଉଦ୍ୟମରେ ଏକ କାଠ ପୋଲ ତିଆରି କରିଛନ୍ତି।

ଏନେଇ ପରଡ଼ିଗୁଡ଼ା ଗ୍ରାମବାସୀ ରମେଶ କୁଲେସିକା କହିଛନ୍ତି,“ ବ୍ରିଜ୍ ଭାଙ୍ଗିଲା ପରେ ଆମେ ଯେଉଁ ଅବସ୍ଥାରେ ଅଛୁ କହିଲେ  ଲାଜ ଲାଗୁଛି।  ସରକାର ଆମକୁ ରାସ୍ତା ଖଣ୍ଡେ ଦେବାର ଥିଲା। ହେଲେ ଏବେ ଯାଏ ରାସ୍ତା ହୋଇ ପାରିଲା ନାହିଁ। ଏନେଇ ଆମେ ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ଅଫିସରେ ବାରମ୍ୱାର ଜଣାଇଛୁ। ହେଲେ କିଛି ସୁଫଳ ମିଳିଲା ନାହିଁ। ଶେଷରେ ଆମ ଗାଁ ଲୋକ ମିଶି ବହୁତ ପରିଶ୍ରମରେ ଏକ କାଠ ପୋଲ ତିଆରି କରିଛନ୍ତି। ରାସ୍ତା ନଥିବାରୁ ଆମ୍ୱୁଲାନ୍ସ ଆସି ପାରୁ ନାହିଁ।  ରୋଗୀଙ୍କୁ ଖଟରେ ବୋହିକି ନେବାକୁ ପଡ଼ୁଛି।”

ସେହପରି ବିଷମକଟକ ବ୍ଲକର  ଶୁଙ୍କୁରୁପଡ଼ା ଗାଁ। ଏହି ଗାଁ ଲୋକେ ବର୍ଷ ବର୍ଷ ଧରି ବିଲ ହୁଡ଼ାରେ ଯାତାୟତ କରୁଥିଲେ। ଗାଁ ଲୋକେ ବହୁ ଦାବି କରିବା ପରେ  ଏକ ମାଟି ରାସ୍ତା ତିଆରି ହେଲା। ତେବେ ଗତ ଲଗାଣ ବର୍ଷାରେ ମାଟି ରାସ୍ତା ଧୋଇଗଲା। ଏନେଇ ଗାଁ ଲୋକେ  ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।  ଏହାପରେ ସୁରକ୍ଷା ପାଚେରି ଓ ମାଟି ଭର୍ତ୍ତି ପାଇଁ ୪ ଲକ୍ଷ ଟଙ୍କା ସୂଚନା ଫଳକରେ ଅଟକଳ ହେଲା। ହେଲେ ଆଜି ଯାଏ କାମ ହୋଇନି।  ଯାହାଫଳରେ  ଗାଁ ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଛନ୍ତି। ପ୍ରଶାସନକୁ ଗୁହାରି କଲେ ମଧ୍ୟ ଫଳ ଶୂନ।

 ଶୁଙ୍କୁରୁପଡ଼ା ଗ୍ରାମବାସୀ ସୁରେନ୍ଦ୍ର  ଉର୍ଲ୍ଲାକା କହିଛନ୍ତି,“ଗାଁର ରାସ୍ତା ହିଁ ବହୁ ବଡ଼ ସମସ୍ୟା ହୋଇ ରହିଛି। ଏହି ରାସ୍ତା ଉପରେ  ତିନୋଟି ଗାଁ ଲୋକେ ନିର୍ଭର କରନ୍ତି। ରାସ୍ତା ପାଇଁ ଆମେ ତିନି ଥର ରାଲି କରିଥିଲୁ। ବିଡିଓ, ଭିଓଡବ୍ଲୁ ଓ ଜିଆରସି ମାନେ ଦୁଇ ଦୁଇ ଥର ମଧ୍ୟ ଆସି ରାସ୍ତା ଦେଖି ଯାଇଥିଲେ। ରାସ୍ତା ହେବ ବୋଲି ପ୍ରତିଶ୍ରୁତି ଦେଇ ମଧ୍ୟ ଯାଇଛନ୍ତି। ହେଲେ ଆଜି ଯାଏ କାମ ହୋଇନି।”

 ତେବେ ଏନେଇ  ବିଷମକଟକ ବିଡିଓ  ଆଲବର୍ଟ ଲାକ୍ରା କହିଛନ୍ତି,“ ଯଥାଶୀଘ୍ର ଶୁଙ୍କୁରୁପଡ଼ା ଗାଁର ରାସ୍ତା ଓ ପରଡ଼ିଗୁଡାରେ ପୋଲ ନିର୍ମାଣ  କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story