ବର ହେବାକୁ ଆବଶ୍ୟକ ଏହି ଚିନ୍ତାଧାରା: ପଢ଼ନ୍ତୁ ରିପୋର୍ଟ

ନୂଆଦିଲ୍ଲୀ: ଆଜିକାଲି ଅନ୍‌ଲାଇନ୍‌ରେ ବର ଖୋଜାର ଫ୍ୟାସନ୍‌ ଚାଲିଛି। ବିଭିନ୍ନ ମ୍ୟାରେଜ୍‌ ୱେବସାଇଟ୍‌ ଗୁଡ଼ିକରେ ବରକନ୍ୟାଙ୍କ ସୁନ୍ଦର ଚେହେରା, ଶିକ୍ଷା ଓ ଜାତିକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଏହାସହ କିଛି ଲୋକ ସେମାନଙ୍କ ଖାଦ୍ୟ, ପାନୀୟ ଓ ଦୈନନ୍ଦିନ ଅଭ୍ୟାସ୍‌ର ସୂଚନା ଦେଇଥାନ୍ତି। ହେଲେ କୋଲିକତାରେ ରହୁଥିବା ଜଣେ ୨୬ ବର୍ଷୀୟ ଯୁବତୀ ତାଙ୍କ ବିବାହ ପାଇଁ ଦେଇଥିବା ପ୍ରସ୍ତାବ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଜ୍ଞା ହଁ ଯୁବତୀ ଜଣଙ୍କୁ ବାମପନ୍ଥ ଚିନ୍ତାଧାରା ଉପରେ […]

Bengali

Bengali

Rakesh Mallick
  • Published: Tuesday, 02 May 2017
  • Updated: 02 May 2017, 12:56 PM IST

Sports

Latest News

ନୂଆଦିଲ୍ଲୀ: ଆଜିକାଲି ଅନ୍‌ଲାଇନ୍‌ରେ ବର ଖୋଜାର ଫ୍ୟାସନ୍‌ ଚାଲିଛି। ବିଭିନ୍ନ ମ୍ୟାରେଜ୍‌ ୱେବସାଇଟ୍‌ ଗୁଡ଼ିକରେ ବରକନ୍ୟାଙ୍କ ସୁନ୍ଦର ଚେହେରା, ଶିକ୍ଷା ଓ ଜାତିକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଏହାସହ କିଛି ଲୋକ ସେମାନଙ୍କ ଖାଦ୍ୟ, ପାନୀୟ ଓ ଦୈନନ୍ଦିନ ଅଭ୍ୟାସ୍‌ର ସୂଚନା ଦେଇଥାନ୍ତି। ହେଲେ କୋଲିକତାରେ ରହୁଥିବା ଜଣେ ୨୬ ବର୍ଷୀୟ ଯୁବତୀ ତାଙ୍କ ବିବାହ ପାଇଁ ଦେଇଥିବା ପ୍ରସ୍ତାବ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଜ୍ଞା ହଁ ଯୁବତୀ ଜଣଙ୍କୁ ବାମପନ୍ଥ ଚିନ୍ତାଧାରା ଉପରେ ବିଶ୍ୱାସ କରୁଥିବା ବର ଦରକାର। ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚିତ। କାରଣ ଶାଦୀ ଡଟ୍‌ କମ୍‌ ହେଉ କି ଅନ୍ୟ ବାହାଘର ୱେବସାଇଟ୍‌ ଆପଣ କେବେ ଏମିତି ବିଜ୍ଞାପନ ଦେଖି ନ ଥିବେ।

ଯୁବତୀଙ୍କ ଭାଇ  ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାକ୍ସବାଦୀ)ର ମୁଖପତ୍ର ‘ଗଣଶକ୍ତି’ ରେ ଏନେଇ ପ୍ରକାଶ କରିଛନ୍ତି। ଏକ ଗଣମାଧ୍ୟମ ଖବର ଅନୁସାରେ ଏହି ଯୁବତୀଙ୍କ ଭାଇ କହିଛନ୍ତି,“ ବାମପନ୍ଥୀ ଲୋକଙ୍କ ସଂକୀର୍ଣ୍ଣ ଚିନ୍ତାଧାରା ନ ଥାଏ। ସେମାନେ ସବୁବେଳେ ଉଚ୍ଚ ଚିନ୍ତାଧାରାର। ଆମ ଘରର ପରିବେଶ ମଧ୍ୟ ଠିକ୍ ସେହିପରି। ତେଣୁ ଆମ ଭଉଣୀ ପାଇଁ ଏପରି ବର ଦରକାର ଯିଏ ବାମପନ୍ଥୀ କହିବାକୁ ନିଜକୁ ଗର୍ବ ଅନୁଭବ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story