ଭିତରେ କ୍ୟାନସର ବାହାରେ ଆତ୍ମବିଶ୍ୱାସ: ପାଦରେ ମାଡ଼ି ମକଚି ଦେବେ ମାରାତ୍ମକ ଜୀବାଣୁକୁ...କିଏ ଓ କେବେ, ପଢନ୍ତୁ ଏହି ରିପୋର୍ଟ

ଦୃଢ ଆତ୍ମବିଶ୍ୱାସ ଥିଲେ ଅସାଧ୍ୟ କାର୍ଯ୍ୟ ବି ସାଧ୍ୟ ହୋଇଯିବ। ଏହାର ବହୁ ଉଦାହରଣ ରହିଛି। ନିଜ ଆତ୍ମବିଶ୍ୱାସ ବଳରେ ଏମିତି କିଛି କରି ଦେଖାଇଛନ୍ତି ଜଣେ ମହିଳା ଧାବିକା ଗେବେ ଗ୍ରୁନେୱାଲ୍ଡ ନାମକ ଏହି ଆମେରିକୀୟ ଧାବିକାଙ୍କ ଆତ୍ମବିଶ୍ୱାସ କଥା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ। କ୍ୟାନସର ପୀଡିତ ଏହି ଧାବିକା ଶନିବାରକୁ ଏପରି କିଛି କରିବାକୁ ଯାଉଛନ୍ତି ଯାହା ଆମେ କେବେ ସ୍ୱପ୍ନରେ ଭାବି ପାରିବା ନାହିଁ। ଆମେରିକାର ଏହି […]

RUNNER

RUNNER

Rakesh Mallick
  • Published: Friday, 09 June 2017
  • Updated: 09 June 2017, 06:16 PM IST

Sports

Latest News

ଦୃଢ ଆତ୍ମବିଶ୍ୱାସ ଥିଲେ ଅସାଧ୍ୟ କାର୍ଯ୍ୟ ବି ସାଧ୍ୟ ହୋଇଯିବ। ଏହାର ବହୁ ଉଦାହରଣ ରହିଛି। ନିଜ ଆତ୍ମବିଶ୍ୱାସ ବଳରେ ଏମିତି କିଛି କରି ଦେଖାଇଛନ୍ତି ଜଣେ ମହିଳା ଧାବିକା ଗେବେ ଗ୍ରୁନେୱାଲ୍ଡ ନାମକ ଏହି ଆମେରିକୀୟ ଧାବିକାଙ୍କ ଆତ୍ମବିଶ୍ୱାସ କଥା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ। କ୍ୟାନସର ପୀଡିତ ଏହି ଧାବିକା ଶନିବାରକୁ ଏପରି କିଛି କରିବାକୁ ଯାଉଛନ୍ତି ଯାହା ଆମେ କେବେ ସ୍ୱପ୍ନରେ ଭାବି ପାରିବା ନାହିଁ।

ଆମେରିକାର ଏହି ପେସାଦାର ଧାବିକା ଏବେ ଲିଭର କ୍ୟାନସର ସହ ଲଢୁଛନ୍ତି। ଗତ ସୋମବାର ତାଙ୍କ ଲିଭର ବାୟୋସ୍କୋପି କରାଯାଇଥିଲା। ମଙ୍ଗଳବା କେମୋ ଦିଆଯାଇଥିଲା। ଏଥିରୁ ଜାଣି ପାରୁଥିବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଥିବ। ହେଲେ ଶନିବାରକୁ ସେ ୧୫୦୦ ମିଟର ରେସ୍‌ରେ ଭାଗ ନେବାକୁ ନିଷ୍ପତ୍ତି ନେଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗେବେ ପ୍ରଥମ ଥର ପାଇଁ ଏପରି କ୍ୟାନସରରେ ଆକ୍ରାନ୍ତ ହୋଇନାହାନ୍ତି। ୮ ବର୍ଷ ମଧ୍ୟରେ କ୍ୟାନସରରେ ସେ ଏହାକୁ ମିଶାଇ ୪ର୍ଥ ଆକ୍ରାନ୍ତ ହୋଇଛନ୍ତି। ୨୦୦୯ ମସିହାରେ ମିନେସୋଟା ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ ତାଙ୍କୁ adenoid cystic carcinoma ହୋଇଥିବା ଜଣାପଡିଥିଲା। ସେ ସର୍ଜରୀ କରାଇଥିଲେ, ହେଲେ ୨ବର୍ଷ ପରେ ଏହି ରୋଗ ତାଙ୍କ ଥାଇରଏଡ୍‌ରେ ଦେଖିବାକୁ ମିଳିଥିଲା। ଏହାର ୫ ବର୍ଷ ପରେ ତାଙ୍କ ଲିଭରରେ ଏକ ବଡ ଟ୍ୟୁମର ଥିବା ଜଣାପଡିଲା। ୨୦୧୬ ଅଗଷ୍ଟରେ ଅପରେସନ କରାଯାଇ ଏହାକୁ ବାହାର କରିଦିଆଯାଇଥିଲା। ତେବେ ଗତ ମାର୍ଚ୍ଚରେ ସ୍କାନିଂ ପରେ ତାଙ୍କ ଲିଭରରେ ପୁଣି ଛୋଟ ଛୋଟ ଟ୍ୟୁମର ହୋଇଥିବା ଜଣାପଡିଥିଲା।

୪ ଥର କ୍ୟାନସର ଆକ୍ରାନ୍ତ ହେବା ପରେ ମଧ୍ୟ ଗେବେ ଜୀବନ ଯୁଦ୍ଧରେ ହାର ମାନି ନାହାନ୍ତି। ଇଚ୍ଛାଶକ୍ତି, ଦୃଢ ଆତ୍ମବିଶ୍ୱାସ ଓ ଅକ୍ଲନ୍ତ ପରିଶ୍ରମ ବଳରେ ସେ ଆଜି ବି ଟ୍ରାକ୍‌ରେ ତିଷ୍ଠି ରହିଛନ୍ତି। ଏପରି କି ଶେଷ ୫ ସପ୍ତାହରେ ସେ ୫ଟି ରେସ୍‌ରେ ଭାଗ ନେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story