ଦିଲ୍ଲୀ ମେଟ୍ରୋରେ ମାଗଣା ବହି: ପଢିସାରି ଛାଡିଯାଅନ୍ତୁ ଅନ୍ୟଜଣଙ୍କ ପାଇଁ, ଜାଣନ୍ତୁ କ’ଣ ଏହି ଅଭିଯାନ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ଟ୍ରେନରେ ଯାତ୍ରୀମାନଙ୍କ ପାଇଁ ମାଗଣା ବହି ପଢିବାର ସୁଯୋଗ ମିଳିବ। ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏଭଳି ସୁବିଧା ଯୋଗାଇ ଦେଉଛନ୍ତି ଦିଲ୍ଲୀର ଏକ ପୁସ୍ତକ ପ୍ରେମୀ ଦମ୍ପତି। ଏହି ଦମ୍ପତି ହେଲେ ସିଭିଲ ଇଂଜିନିୟର ଶ୍ରୁତି ଶର୍ମା ଓ ତରୁଣ ଚୌହ୍ୱାନ। ଏହି ବହି ଷ୍ଟେସନର କେଉଁ ଜାଗାରେ ମିଳିବ, କିପରି ମିଳିବ ଏଥିପାଇଁ ଶ୍ରୁତି ଇନଷ୍ଟାଗ୍ରାମ, ଫେସବୁକ ଓ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଥାନ୍ତି। ବହିଟିକୁ ପଢିସାରିବା ପରେ […]

PHOTO1

PHOTO1

Rakesh Mallick
  • Published: Sunday, 11 June 2017
  • Updated: 11 June 2017, 10:54 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ଟ୍ରେନରେ ଯାତ୍ରୀମାନଙ୍କ ପାଇଁ ମାଗଣା ବହି ପଢିବାର ସୁଯୋଗ ମିଳିବ। ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏଭଳି ସୁବିଧା ଯୋଗାଇ ଦେଉଛନ୍ତି ଦିଲ୍ଲୀର ଏକ ପୁସ୍ତକ ପ୍ରେମୀ ଦମ୍ପତି। ଏହି ଦମ୍ପତି ହେଲେ ସିଭିଲ ଇଂଜିନିୟର ଶ୍ରୁତି ଶର୍ମା ଓ ତରୁଣ ଚୌହ୍ୱାନ। ଏହି ବହି ଷ୍ଟେସନର କେଉଁ ଜାଗାରେ ମିଳିବ, କିପରି ମିଳିବ ଏଥିପାଇଁ ଶ୍ରୁତି ଇନଷ୍ଟାଗ୍ରାମ, ଫେସବୁକ ଓ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଥାନ୍ତି।

ବହିଟିକୁ ପଢିସାରିବା ପରେ ଅନ୍ୟ ଯାତ୍ରୀଙ୍କ ପାଇଁ ପୁଣି ଥରେ ସେହି ଜାଗାରେ ଛାଡି ଦେବାକୁ କୁହାଯାଇଥାଏ। ବହି ନେବାର ସମୟରେ କିମ୍ବା ପୁନଃ ଛାଡିଯିବା ସମୟରେ ଏକ ୱେବସାଇଡ୍‌ରେ ଟ୍ୟାଗ କରିବାକୁ ପଡିଥାଏ। ଯାତ୍ରିମାନଙ୍କୁ ମୋବାଇଲ କିମ୍ବା ଟ୍ୟାବ୍‌ରୁ ନଜର ହଟେଇ ମୂଲ୍ୟବାନ ବହି ପଢିବାକୁ ଓ ସେମାନଙ୍କର ପୁସ୍ତକଗତ ଜ୍ଞାନ ବଢାଇବା ଏହି ଅଭିଯାନର ଲକ୍ଷ୍ୟ ବୋଲି ଶ୍ରୁତି କହିଛନ୍ତି। ଏହି ଅଭିଯାନର ନାଁ ସେ ‘ବୁକ ଅନ ଦି ଡେଲି ମେଟ୍ରୋ’ ଦେଇଛନ୍ତି। ଏହି ଦମ୍ପତି ଏପର୍ଯ୍ୟନ୍ତ ଅନେକ ବହି ଷ୍ଟେସନରେ ଛାଡି ସାରିଲେଣି। ଏହି କାମ କରି ଶ୍ରୁତି କହନ୍ତି କି ପ୍ରତ୍ୟକ ବହି ଜ୍ଞାନ ବଢାଏ ଆଉ ଜ୍ଞାନ ବାଣ୍ଟିଲେ ହିଁ ଜ୍ଞାନ ବଢିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story