ବନ୍ଦ କରନ୍ତୁ ଏହି ସବୁ କାର୍ଯ୍ୟ, ନହେଲେ ଡ୍ୟାମେଜ ହୋଇଯିବ ବ୍ରେନ୍‌

ମସ୍ତିଷ୍କ ହେଉଛି ମଣିଷ ଶରୀର ମୁଖ୍ୟ ଅଙ୍ଗ। ଏହାର ନିର୍ଦ୍ଦେଶରେ ଶରୀର ସମସ୍ତ ଅଙ୍ଗ କାର୍ଯ୍ୟ କରିଥାଏ। ସୁସ୍ଥ ଜୀବନଯାପନ ପାଇଁ ଏହାକୁ ସୁରକ୍ଷିତ ରହିବା ଆବଶ୍ୟକ। ବ୍ୟସ୍ତ ବହୁଳ ମଣିଷ ଶରୀରର ବାହ୍ୟ ଅଂଶକୁ ସୁରକ୍ଷା ଦେବାକୁ ସମୟ ପାଉ ନଥିବା ବେଳେ ମସ୍ତିଷ୍କ କଥା କ’ଣ ବା ଚିନ୍ତା କରିବ। ପ୍ରତିଦିନ ଆମେ ଏମିତି କିଛି କାମ କରିଥାନ୍ତି, ଯାହା ଆମ ମସ୍ତିଷ୍କ ଉପରେ ବହୁ କୁପ୍ରଭାବ ପକାଇଥାଏ। ଏପରିକି ବହୁ ସମୟରେ ମସ୍ତିଷ୍କ […]

Rakesh Mallick
  • Published: Friday, 06 October 2017
  • Updated: 06 October 2017, 09:03 PM IST

Sports

Latest News

ମସ୍ତିଷ୍କ ହେଉଛି ମଣିଷ ଶରୀର ମୁଖ୍ୟ ଅଙ୍ଗ। ଏହାର ନିର୍ଦ୍ଦେଶରେ ଶରୀର ସମସ୍ତ ଅଙ୍ଗ କାର୍ଯ୍ୟ କରିଥାଏ। ସୁସ୍ଥ ଜୀବନଯାପନ ପାଇଁ ଏହାକୁ ସୁରକ୍ଷିତ ରହିବା ଆବଶ୍ୟକ। ବ୍ୟସ୍ତ ବହୁଳ ମଣିଷ ଶରୀରର ବାହ୍ୟ ଅଂଶକୁ ସୁରକ୍ଷା ଦେବାକୁ ସମୟ ପାଉ ନଥିବା ବେଳେ ମସ୍ତିଷ୍କ କଥା କ’ଣ ବା ଚିନ୍ତା କରିବ। ପ୍ରତିଦିନ ଆମେ ଏମିତି କିଛି କାମ କରିଥାନ୍ତି, ଯାହା ଆମ ମସ୍ତିଷ୍କ ଉପରେ ବହୁ କୁପ୍ରଭାବ ପକାଇଥାଏ। ଏପରିକି ବହୁ ସମୟରେ ମସ୍ତିଷ୍କ ନିଷ୍କ୍ରିୟ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଥାଏ। ଆସନ୍ତୁ ଜାଣିବା କ’ଣ ଏହି କାମ ଓ ଏଥିରୁ କେମିତି ନିଜକୁ ରକ୍ଷା କରିବା।

ଜଳଖିଆ ନଖାଇବା: ସକାଳୁ ଜଳଖିଆ ନ ଖାଇବା ମସ୍ତିଷ୍କ ପାଇଁ କ୍ଷତିକାରକ। ସକାଳେ ଜଳଖିଆ ନଖାଇଲେ ରକ୍ତରେ ଶର୍କରାର ପରିମାଣ କମିଯାଇଥାଏ। ଏହି କାରଣରୁ ମସ୍ତିଷ୍କକୁ ପୋଷକତ୍ତ୍ୱ ଯଥେଷ୍ଟ ପରିମାଣରେ ମିଳି ନଥାଏ। ଯାହା ମସ୍ତିଷ୍କ ଡ୍ୟାମେଜର କାରଣ ପାଲଟିଥାଏ।

ଅଧିକ ଖାଇବା: ଏହାଦ୍ୱାରା ପେଟ ବଢ଼ିବା ସହିତ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଫଳରେ ମାନସିକ ଶକ୍ତି ହ୍ରାସ ପାଇଥାଏ।

brain-damagingଧୁମପାନ: ମସ୍ତିଷ୍କର କୋର୍ଟେକ୍ସ (ମସ୍ତିଷ୍କର ବାହ୍ୟ ଆବରଣ) ମଣିଷର ବାକ୍‌ଶକ୍ତି ଓ ଅନୁଭବ କରିବାରେ ସହାୟକ ହୋଇଥାଏ। ହେଲେ ଧୁମପାନ କୋର୍ଟେକ୍ସ ସ୍ତରକୁ କମାଇ ଦେଇଥାଏ, ଯାହା ମସ୍ତିଷ୍କ ପରେ ପ୍ରଭାବ ପକାଇଥାଏ।

ଅଧିକ ସର୍କରା ଜାତୀୟ ଖାଦ୍ୟ: ଅଧିକ ସର୍କରା ଜାତୀୟ ଖାଦ୍ୟ ଖାଇଲେ ମସ୍ତିଷ୍କକୁ ଠିକ୍ ଭାବରେ ପୋଷକ ତତ୍ତ୍ୱ ପହଞ୍ଚିପାରେ ନାହିଁ। ଫଳରେ ମସ୍ତିଷ୍କ କୁ-ପୋଷଣର ଶିକାର ହୋଇଥାଏ। ଏହା ମସ୍ତିଷ୍କ ବିକାଶ ପ୍ରକ୍ରିୟାରେ ବାଧା ସୃଷ୍ଟି କରେ ଓ ଆଲ୍‌ଝେଇମର ରୋଗ ବଢ଼ିବାର ଆଶଙ୍କା ସଅଟି କରିଥାଏ।

ବାୟୁ ପ୍ରଦୂଷଣ: ଆମେ ଗ୍ରହଣ କରୁଥିବା ଅମ୍ଳଜାନରୁ ଅଧିକାରୁ ଅଧିକ ମସ୍ତିଷ୍କକୁ ଯାଇଥାଏ। ହେଲେ ବାୟ ପ୍ରଦୂଷଣ ମସ୍ତିଷ୍କର କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି। ତେଣୁ ଯଥା ସମ୍ଭବ ବାୟୁ ପ୍ରଦୂଷଣରୁ ଦୂରେଇ ରୁହଁନ୍ତୁ।

ଅନିଦ୍ରା: ଦିନବେଳା ଶରୀର କୁ ବହୁ ବିଷାକ୍ତ ପଦାର୍ଥ ଯାଇଥାଏ। ରାତିରେ ଶୋଇବା ବେଳେ ମସ୍ତିଷ୍କ ଏହାକୁ ସଫା କରିଥାଏ। ରାତିରେ ନିଦ ଠିକରେ ନହେବା କିମ୍ବା ନିଦ୍ରାହୀନତା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ବାଧା ସୃଷ୍ଟି ହୋଇଥାଏ। ଫଳରେ ମସ୍ତିଷ୍କର କୋଷିକା ଗୁଡ଼ିକର ମୃତ୍ୟୁ ଘଟିଥାଏ।

ଘୋଡ଼ାଇ ହୋଇ ଶୋଇବା: ଅନେକ ସମୟରେ ଆମେ ଚାଦରରେ ମୁଣ୍ଡ ଘୋଡ଼ାଇ ଶୋଇଥାଉ। ଏପରି କରିବା ଦ୍ୱାରା ମସ୍ତିଷ୍କ ଅଧିକ ଅଙ୍ଗାରକାମ୍ଳ ଗ୍ରହଣ କରିଥାଏ। ଏହାଦ୍ୱାରା ମସ୍ତିଷ୍କ ନିଷ୍କ୍ରୟ ହେବାର ଆଶଙ୍କା ରହିଥାଏ।

ଅସୁସ୍ଥତା ବେଳେ ଅଧିକ କାମ କରିବ: ଶରୀର ଅସୁସ୍ଥ ଥିବା ସମୟରେ ଅବଶ୍ୟକଠାରୁ ଅଧିକ କାମ କଲେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ। ତେଣୁ ଏହି ସମୟରେ ରେଷ୍ଟ ନେବା ଆବଶ୍ୟକ।

ଅଳ୍ପ କଥା: ଏହାଦ୍ୱାରା ମସ୍ତିଷ୍କର ବିକାଶ ହୋଇପାରେ ନାହିଁ। କୌଣସି ପ୍ରକାର ତଥ୍ୟ ଭିତ୍ତିକ ଜ୍ଞାନଯୁକ୍ତ ଆଲୋଚନା ମସ୍ତିଷ୍କ ବୃଦ୍ଧିରେ ସହାୟକ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story