ସୁନା ଜେଟ୍‌ରେ ବୁଲୁଥିଲେ ସୁଲତାନ୍‌: ଆଉ କ’ଣ ଥିଲା ଧନୀ ବ୍ୟକ୍ତିଙ୍କ ସୌକ

ବ୍ରୁନେଇ: ବିଶ୍ୱରେ ଅନେକ ଧନୀ ବ୍ୟକ୍ତି ଅଛନ୍ତି। ସେମାନଙ୍କ ମଧ୍ୟରୁ ବ୍ରୁନେଇର ସୁନତାନ ହସନଲ ବୋଲକିହା ଜଣେ। ସୁଲତାନ ଜଣେ ବ୍ୟବସାୟୀ ଥିଲେ। ଏହି ଧନୀ ବ୍ୟକ୍ତିଙ୍କ ସୁନାର ଜେଟ୍‌ରେ ବୁଲୁଥିଲେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି କଥାଟି ସତ। ବ୍ରୁନେଇର ସୁନତାନ ହସନଲ ୧ଲକ୍ଷ ୩୬ହଜାର ୩ଶହ କୋଟି ଟଙ୍କାର ସମ୍ପତ୍ତିର ମାଲିକ ଥିଲେ। ସେ ଏତେ ସୁନା ସୌକି ଥିଲେ ଯେ ତାଙ୍କ ଭଳି ବିଶ୍ୱରେ କେହି ନ ଥିବେ। ଆସନ୍ତୁ ଜାଣିବା ବ୍ରୁନେଇର […]

sultan-brunei-plane

Rakesh Mallick
  • Published: Wednesday, 26 April 2017
  • , Updated: 26 April 2017, 07:33 PM IST

ବ୍ରୁନେଇ: ବିଶ୍ୱରେ ଅନେକ ଧନୀ ବ୍ୟକ୍ତି ଅଛନ୍ତି। ସେମାନଙ୍କ ମଧ୍ୟରୁ ବ୍ରୁନେଇର ସୁନତାନ ହସନଲ ବୋଲକିହା ଜଣେ। ସୁଲତାନ ଜଣେ ବ୍ୟବସାୟୀ ଥିଲେ। ଏହି ଧନୀ ବ୍ୟକ୍ତିଙ୍କ ସୁନାର ଜେଟ୍‌ରେ ବୁଲୁଥିଲେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି କଥାଟି ସତ।

ବ୍ରୁନେଇର ସୁନତାନ ହସନଲ ୧ଲକ୍ଷ ୩୬ହଜାର ୩ଶହ କୋଟି ଟଙ୍କାର ସମ୍ପତ୍ତିର ମାଲିକ ଥିଲେ। ସେ ଏତେ ସୁନା ସୌକି ଥିଲେ ଯେ ତାଙ୍କ ଭଳି ବିଶ୍ୱରେ କେହି ନ ଥିବେ। ଆସନ୍ତୁ ଜାଣିବା ବ୍ରୁନେଇର ସୁନତାନ ହସନଲଙ୍କ କ’ଣ କ’ଣ ଥିଲା ସୌକ।

୭୦୦୦ ଗାଡ଼ି: ଇସନଲଙ୍କ ପାଖରେ ୭୦୦୦ କାର୍‌  ଥିଲା। ଯାହାର ମୂଲ୍ୟ ୩୪୧ ବିଲିୟନ ହେବ।

ସୁନାର ଜେଟ୍‌: ସୁଲତାନଙ୍କ ପାଖରେ ସୁନାର ଜେଟ୍‌ ଥିଲା। ଯାହାକୁ ନେଇ ସୁଲତାନ ବୁଲିବାକୁ ଯାଉଥିଲେ। ଏହି ଜେଟ୍‌ରେ ରହିବା ପାଇଁ ସ୍ୱତନ୍ତ୍ର ରୁମ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ସୁଲତାନଙ୍କ ପ୍ୟାଲେସ୍: ସୁଲତାନଙ୍କ ପ୍ୟାଲେସ ୨ ଲକ୍ଷ ବର୍ଗ ଫୁଟ୍‌ରେ ନିର୍ମାଣ କରାଯାଇଥିଲା। ଏହାର ମୂଲ୍ୟ ୨,୩୮୭ କୋଟି ଟଙ୍କା। ଏହି ପ୍ୟାଲେସକୁ ୧୯୮୪ ମସିହାରେ ନିର୍ମାଣ କରାଯାଇଥିଲା। ପ୍ୟାଲେସରେ  ୧୭୮୮  କୋଠରୀ ରହିଛି। ପ୍ୟାଲେସରେ ୨୫୭ ବାଥରୁମ ଥିବା ବେଳେ ୧୧୦ଟି ଗ୍ୟାରେଜ ରହିଛି। ଘୋଡ଼ାମାନଙ୍କ ରହିବା ପାଇଁ ଏୟାର କଣ୍ଡିସନର ଗୃହ ଓ ୫ଟି ସୁଇମିଂପୁଲ ମଧ୍ୟ ରହିଛି।

Related story