ଆକାଶରେ ନିଆରା ଭୋଜିର ଆୟୋଜନ: ସବୁ ବର୍ଗର ଲୋକଙ୍କୁ କରୁଛି ଆକୃଷ୍ଟ

ଏ ପର୍ଯ୍ୟନ୍ତ ଆକାଶରେ ଭୋଜନ କରିବାର ସୁଯୋଗ ଆପଣଙ୍କୁ ସେବେ ମିଳିଥିବ ଯେବେ ଆପଣ କୌଣସି ବିମାନ ଯାତ୍ରା କରୁଥିବେ। କିନ୍ତୁ ବେଲଜିୟମରେ ଏକ ନିଆରା ଭୋଜନର ଆୟୋଜନ ଦେଖିବାକୁ ମିଳିଛି। ତଳୁ ପ୍ରାୟ 40 କିଲୋମିଟର ଉଚ୍ଚତାରେ ଆୟୋଜନ କରାଯାଇଥିଲା ଏହି ନିଆରା ଭୋଜି। ଯେଉଁଥିରେ ସମସ୍ତ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟର ବ୍ୟବସ୍ତା ମଧ୍ୟ ଉପଲବ୍ଧ ଥିଲା। ଆକାଶରେ କ୍ରେନ ମାଧ୍ୟମରେ ବସିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିଲା ଯେଉଁଥିରେ ଏକାସଙ୍ଗରେ ଅନେକ ଲୋକ ଭୋଜିର […]

food

food

Rakesh Mallick
  • Published: Monday, 12 June 2017
  • Updated: 12 June 2017, 06:52 PM IST

Sports

Latest News

ଏ ପର୍ଯ୍ୟନ୍ତ ଆକାଶରେ ଭୋଜନ କରିବାର ସୁଯୋଗ ଆପଣଙ୍କୁ ସେବେ ମିଳିଥିବ ଯେବେ ଆପଣ କୌଣସି ବିମାନ ଯାତ୍ରା କରୁଥିବେ। କିନ୍ତୁ ବେଲଜିୟମରେ ଏକ ନିଆରା ଭୋଜନର ଆୟୋଜନ ଦେଖିବାକୁ ମିଳିଛି। ତଳୁ ପ୍ରାୟ 40 କିଲୋମିଟର ଉଚ୍ଚତାରେ ଆୟୋଜନ କରାଯାଇଥିଲା ଏହି ନିଆରା ଭୋଜି। ଯେଉଁଥିରେ ସମସ୍ତ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟର ବ୍ୟବସ୍ତା ମଧ୍ୟ ଉପଲବ୍ଧ ଥିଲା। ଆକାଶରେ କ୍ରେନ ମାଧ୍ୟମରେ ବସିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିଲା ଯେଉଁଥିରେ ଏକାସଙ୍ଗରେ ଅନେକ ଲୋକ ଭୋଜିର ଆନନ୍ଦ ଉଠାଉଥିବା ଦେଖିବାକୁ ମିଳିଛି। ଯୁବପିଢିଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ନିଆରା ଭୋଜିରେ ଆନନ୍ଦ ଉଠାଇଥିଲେ। ଏଥିରେ ସୁରକ୍ଷା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥିଲା। ପ୍ରତି ସିଟ୍‌ ସହ ସିଟବେଲ୍ଟ୍‌ର ବ୍ୟବସ୍ଥା କରାଯାଇଥିଲା। ଏପରି ନିଆରା ଭୋଜିକୁ ନେଇ ବେଲଜିୟମ ବାସିନ୍ଦାଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story