ଶାଶୁଘରୁ ସ୍କୁଲ ଫେରିଲା ରଶ୍ମିତା: ଜାଣନ୍ତୁ ବାଲ୍ୟବିବାହ ପଛର କାହାଣୀ

କୁହାଯାଏ ବନ୍ଧୁତ୍ୱ ଏପରି ଏକ ସମ୍ପର୍କ ଯାହା ସ୍ୱର୍ଗଠାରୁ ମଧ୍ୟ ବହୁ ଉପରେ। ବନ୍ଧୁ ପାଇଁ ବନ୍ଧୁ ଜୀନବ ଦେବାର ବହୁତ ନଜିର ରହିଛି। ବନ୍ଧୁତ୍ୱ ଆଗରେ ସବୁ ପ୍ରତିରୋଧ ହାର ମାନିଛି। ଏପରି କିଛି ଦେଖିବାକୁ ମିଳିଛି ରାଜସ୍ଥାନରେ। ବନ୍ଧୁତ୍ୱ ଆଗରେ ହାର ମାନିଛି ସମାଜ। ଆଉ ଜଣେ ନାବାଳିକା ଶାଶୁଘରର ଚାରିକାନ୍ଥରୁ ବାହାରି ପୁଣି ନିଜ ସାଙ୍ଗମାନଙ୍କ ସହ ସ୍କୁଲକୁ ଫେରି ପାରିଛି। ଯାହା ସମ୍ଭବ ହୋଇପାରିଛି ସାଙ୍ଗରେ ପଢୁଥିବା ନିଜ ସାଥୀମାନଙ୍କ ପାଇଁ। […]

child-marriage

child-marriage

Rakesh Mallick
  • Published: Sunday, 09 July 2017
  • Updated: 09 July 2017, 09:15 AM IST

Sports

Latest News

କୁହାଯାଏ ବନ୍ଧୁତ୍ୱ ଏପରି ଏକ ସମ୍ପର୍କ ଯାହା ସ୍ୱର୍ଗଠାରୁ ମଧ୍ୟ ବହୁ ଉପରେ। ବନ୍ଧୁ ପାଇଁ ବନ୍ଧୁ ଜୀନବ ଦେବାର ବହୁତ ନଜିର ରହିଛି। ବନ୍ଧୁତ୍ୱ ଆଗରେ ସବୁ ପ୍ରତିରୋଧ ହାର ମାନିଛି। ଏପରି କିଛି ଦେଖିବାକୁ ମିଳିଛି ରାଜସ୍ଥାନରେ। ବନ୍ଧୁତ୍ୱ ଆଗରେ ହାର ମାନିଛି ସମାଜ। ଆଉ ଜଣେ ନାବାଳିକା ଶାଶୁଘରର ଚାରିକାନ୍ଥରୁ ବାହାରି ପୁଣି ନିଜ ସାଙ୍ଗମାନଙ୍କ ସହ ସ୍କୁଲକୁ ଫେରି ପାରିଛି। ଯାହା ସମ୍ଭବ ହୋଇପାରିଛି ସାଙ୍ଗରେ ପଢୁଥିବା ନିଜ ସାଥୀମାନଙ୍କ ପାଇଁ।

ଘଟଣାଟି ରାଜସ୍ଥାନର। ରାଜସ୍ଥାନ ସହ ଅନ୍ୟ କିଛି ରାଜ୍ୟରେ ଏବେ ବି ବାଲ୍ୟବିବାହ ପ୍ରଥା ପ୍ରଚଳିତ ରହିଛି। ପିଲାମାନଙ୍କୁ ପିଲାବେଳୁ ବିବାହ କରି ଦିଆଯାଉଛି। ବାଲ୍ୟବିବାହ ଆଇନରୁ ରକ୍ଷା ପାଇବା ପାଇଁ କିଛିବର୍ଷ ଝିଅ ବାପଘରେ ରହିବା ପରେ ଶାଶୁ ଘରକୁ ପଠାଇ ଦିଆଯାଉଛି। ଏପରି ସ୍ଥିତିରେ ପଡିଥିଲେ ଜଣେ ୧୧ ବର୍ଷର ଝିଅ ରଶ୍ମିତା (ଛଦ୍ମନାମ) । ୨୦୧୨ରେ ଯେତେବେଳେ ୧୧ ବର୍ଷ ହୋଇଥିଲା ନିଜଠାରୁ ବହୁତ ବଡ଼ ବ୍ୟକ୍ତି ସହ ତା’ର ବିବାହ ହୋଇ ଯାଇଥିଲା। ୫ ବର୍ଷ ପରେ ୨୦୧୭ରେ ରଶ୍ମିତାକୁ ବାପାମାଆ ତା’ର ଶାଶୁ ଘରକୁ ଜୋରଜବରଦସ୍ତ ପଠାଇ ଦେଇଥିଲେ। ଏକଥା ସାଙ୍ଗମାନେ ଯେତେବେଳେ ଜାଣିଲେ ତାକୁ ଖୋଜିବା ଆରମ୍ଭ କରିଦେଇଥିଲେ। ବହୁ ଚେଷ୍ଟା ପରେ ସେମାନେ ରଶ୍ମିତାର ଶାଶୁଘର ଖୋଜି ବାହାର କରିଥିଲେ ଓ ଦେଖା କରିଥିଲେ। ସେତେବେଳେ ରଶ୍ମିତା ପଢିବାକୁ ଚାହୁଁଥିବା ସାଙ୍ଗମାନଙ୍କୁ କୁହିଥିଲେ। ଏହା ଶୁଣିବା ପରେ ସାଙ୍ଗମାନେ ତାକୁ ଉଦ୍ଧାର କରିବାକୁ ଲାଗି ପଡିଥିଲେ। ଏକ ବେସରକାରୀ ସଂସ୍ଥା ସଖୀ ବାଲ ନିକେତନ ସାହାଯ୍ୟରେ ସାଙ୍ଗମାନେ ଥାନାକୁ ଯାଇଥିଲେ, ହେଲେ ପୋଲିସ୍‌ ସେମାନଙ୍କ କଥା ଶୁଣି ନଥିଲା। ସେଠାରୁ ନିରାଶ ହୋଇ ଫେରିବା ବେଳେ ଥାନା କାନ୍ଥରେ ଲେଖା ଯାଇଥିବା ଜଣେ ପ୍ରଶାସନିକ ଅଧିକାରୀଙ୍କ ଫୋନ ନମ୍ବର ପାଇଥିଲେ। ସେ ନମ୍ବରରେ ଫୋନ କରି ସେମାନେ ନିଜ ସାଙ୍ଗକୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ।

ଶେଷରେ ସାଙ୍ଗମାନଙ୍କ ଉଦ୍ୟମ ଫଳପ୍ରଦ ହୋଇଥିଲା। ପ୍ରଶାନିକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ରଶ୍ମିତାକୁ ଉଦ୍ଧାର କରାଯାଇଥିଲା। ଏବେ ରଶ୍ମିତା ସଂସାରର ଜଞ୍ଜାଳରୁ ମୁକ୍ତି ପାଇ ସ୍କୁଲ ଯିବା ଆରମ୍ଭ କରିଛି।

ସାଙ୍ଗମାନଙ୍କ ଏପରି ଉଦ୍ୟମ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାସହ ବାଲ୍ୟବିବାହ ପରି ଏକ କୁସଂସ୍କାର ବେଡ଼ି ଭାଙ୍ଗିବାକୁ ଆଜିର ଯୁବବର୍ଗ ଯେ କେତେ ସଚେତନ ତାହା ପ୍ରତିପାଦିତ କରୁଛି। ଆଉ ବେଶିଦିନ ନାହିଁ ଯେତେବେଳେ ସବୁ ବାଧାବିଘ୍ନଙ୍କୁ ବେଖାତିର କରି ଯୁବବର୍ଗ ଏପରି କୁତ୍ସିତ ପ୍ରଥା ବିରୋଧରେ ସ୍ୱର ଉତ୍ତୋଲନ କରିବା ଆରମ୍ଭ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story