ସାଧାରଣତଃ ସୁରକ୍ଷା କଥା ଭାବିଲେ ଆମ ମନରେ ପୋଲିସ ମାନେ ଆସନ୍ତି। ପୋଲିସ ଉପରେ ଆମର ଅନେକ ବିଶ୍ୱାସ। କିନ୍ତୁ ସେ ବିଶ୍ୱାସ ଦିନକୁ ଦିନ ଏବେ କମିବାରେ ଲାଗିଲା। କାରଣ ପୋଲିସ ଏବେ ହେଉଛନ୍ତି ଚୋର। ନକଟରେ ଜଣେ ସିବିଆଇ ଅଫିସର ଚୋର ସାଜି ବ୍ୟାଙ୍କ ଲୁଟ କରିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।
ସୂଚନା ଅନୁଯାୟୀ ଜଣେ କ୍ରଇମବ୍ରାଞ୍ଚ ଅଫିସର ଅଶଲୁପ୍ ଖାନ ୨୦୧୬ ଡିସେମ୍ବରରୁ ନିଖୋଜ ଥିଲେ। କାହାକୁ ତାଙ୍କର କୌଣସି ସନ୍ଧାନ ମିଳୁ ନ ଥିଲା। ଚାକିରିରେ କିଛିଦିନ ଅନୁପସ୍ଥିତ ରହିବା ପରେ ତାଙ୍କୁ ପୋଲିସ ଅଧିକାରୀ ପଦରୁ ବରଖାସ୍ତ କରିଦିଆଯାଇଥଇଲା। ନିକଟରେ ତାଙ୍କ ସନ୍ଧାନ ମିଳିଛି। ଜଣାପଡିଛି ଯେ ଅଶଲୁପ୍ କେରଳାର ଏକ ଡକାୟତି ଗ୍ୟାଙ୍ଗ ଚଳାଉଛନ୍ତି। ଯାହାର କାମ ଦେଶର ବିଭିନ୍ନ ସହରରରୁ ଏଟିଏମ୍ ଲୁଟ୍ କରିବା। ନିକଟରେ ଲୁଟ୍ କରୁଥିବା ସମୟରେ ଅଶଲୁପ୍ଙ୍କ ଗ୍ୟାଙ୍ଗ ଧରା ପଡିଛି। ଗ୍ୟାଙ୍ଗର ଜଣେ ସଦସ୍ୟଠାରୁ ଅଶଲୁପ୍ଙ୍କ ବିଷୟରେ ଜଣା ପଡିଛି। ଅଶଲୁପ୍ କେମିତି ପୋଲିସ ଅଫିସରର ପରିଚୟ ଦେଇ ଲୁଟନ୍ତି ତାହା ସେ ପୋଲିସ ଆଗରେ କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।