ଚାକିରି କରିବ ପୋଲିସ୍‌, ମାଛ ଖାଇବ ଇଲିସି: ହେଲେ ଇଲିସି ନୁହେଁ ଏବେ ଏଟିଏମ୍‌ ଲୁଟ୍‌ କରୁଛନ୍ତି ପୋଲିସ୍‌       

ସାଧାରଣତଃ ସୁରକ୍ଷା କଥା ଭାବିଲେ ଆମ ମନରେ ପୋଲିସ ମାନେ ଆସନ୍ତି। ପୋଲିସ ଉପରେ ଆମର ଅନେକ ବିଶ୍ୱାସ।  କିନ୍ତୁ ସେ ବିଶ୍ୱାସ ଦିନକୁ ଦିନ ଏବେ କମିବାରେ ଲାଗିଲା। କାରଣ ପୋଲିସ ଏବେ ହେଉଛନ୍ତି ଚୋର। ନକଟରେ ଜଣେ ସିବିଆଇ ଅଫିସର ଚୋର ସାଜି ବ୍ୟାଙ୍କ ଲୁଟ କରିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ସୂଚନା ଅନୁଯାୟୀ ଜଣେ କ୍ରଇମବ୍ରାଞ୍ଚ ଅଫିସର ଅଶଲୁପ୍‌ ଖାନ ୨୦୧୬  ଡିସେମ୍ବରରୁ ନିଖୋଜ ଥିଲେ। କାହାକୁ ତାଙ୍କର          କୌଣସି ସନ୍ଧାନ […]

loot

Rakesh Mallick
  • Published: Friday, 09 June 2017
  • , Updated: 09 June 2017, 04:37 PM IST

ସାଧାରଣତଃ ସୁରକ୍ଷା କଥା ଭାବିଲେ ଆମ ମନରେ ପୋଲିସ ମାନେ ଆସନ୍ତି। ପୋଲିସ ଉପରେ ଆମର ଅନେକ ବିଶ୍ୱାସ।  କିନ୍ତୁ ସେ ବିଶ୍ୱାସ ଦିନକୁ ଦିନ ଏବେ କମିବାରେ ଲାଗିଲା। କାରଣ ପୋଲିସ ଏବେ ହେଉଛନ୍ତି ଚୋର। ନକଟରେ ଜଣେ ସିବିଆଇ ଅଫିସର ଚୋର ସାଜି ବ୍ୟାଙ୍କ ଲୁଟ କରିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ସୂଚନା ଅନୁଯାୟୀ ଜଣେ କ୍ରଇମବ୍ରାଞ୍ଚ ଅଫିସର ଅଶଲୁପ୍‌ ଖାନ ୨୦୧୬  ଡିସେମ୍ବରରୁ ନିଖୋଜ ଥିଲେ। କାହାକୁ ତାଙ୍କର          କୌଣସି ସନ୍ଧାନ ମିଳୁ ନ ଥିଲା। ଚାକିରିରେ କିଛିଦିନ ଅନୁପସ୍ଥିତ ରହିବା ପରେ ତାଙ୍କୁ ପୋଲିସ ଅଧିକାରୀ ପଦରୁ ବରଖାସ୍ତ କରିଦିଆଯାଇଥଇଲା। ନିକଟରେ ତାଙ୍କ ସନ୍ଧାନ ମିଳିଛି। ଜଣାପଡିଛି ଯେ  ଅଶଲୁପ୍‌ କେରଳାର ଏକ ଡକାୟତି ଗ୍ୟାଙ୍ଗ ଚଳାଉଛନ୍ତି। ଯାହାର କାମ ଦେଶର ବିଭିନ୍ନ ସହରରରୁ ଏଟିଏମ୍‌ ଲୁଟ୍‌ କରିବା। ନିକଟରେ ଲୁଟ୍‌ କରୁଥିବା ସମୟରେ ଅଶଲୁପ୍‌ଙ୍କ ଗ୍ୟାଙ୍ଗ ଧରା ପଡିଛି। ଗ୍ୟାଙ୍ଗର ଜଣେ ସଦସ୍ୟଠାରୁ ଅଶଲୁପ୍‌ଙ୍କ ବିଷୟରେ ଜଣା ପଡିଛି। ଅଶଲୁପ୍‌ କେମିତି ପୋଲିସ ଅଫିସରର ପରିଚୟ ଦେଇ ଲୁଟନ୍ତି ତାହା ସେ ପୋଲିସ ଆଗରେ କହିଛି।

Related story